ହିନ୍ଦୁ ଧର୍ମଶାସ୍ତ୍ରରେ ଲେଖା ଅଛି କେବେ ଓ କେମିତି ହେବ ଆପଣଙ୍କ ମୃତ୍ୟୁ?

ଦୁନିଆରେ ଜନ୍ମ ହୋଇଛି ମାନେ ମୃତ୍ୟୁ ନିଶ୍ଚିନ୍ତ ଅଟେ । କିନ୍ତୁ କେଉଁଠି ଓ କେଉଁ ଦିନରେ ମୃତ୍ୟୁ ହେବ ତାହା କେହି ଜାଣି ନାହାନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ଯେବେ ଶିଶୁ ମାତର ଗର୍ଭରେ ପରବେଶ କରିଥାଏ ତେବେ ପରମାତ୍ମାଙ୍କ ଦ୍ଵାରା ଶିଶୁର ୪ଟି ଜିନିଷର ନିର୍ଧାରଣ କରା ଯାଇଥାଏ । ଧର୍ମ ପୁରାଣ ଅନୁସାରେ ସେହି ପ୍ରଥମ ଜିନିଷଟି ହେଉଛି ଶିଶୁର ଆୟୁଷ ତାର ବୟସ ଅନୁଯାୟୀ ନୁହେଁ ବରମ ଶ୍ଵାସ ଦ୍ଵାରା କୁହା ଯାଇଛି । ଯେବେ ଶିଶୁସ ଗର୍ଭରେ ପ୍ରବେଶ କରିଥାଏ ସେହି ସମୟରେ ତାର ଆୟୁଷ ବଦଳରେ ଶ୍ଵାସ ନିର୍ଧାରଣ କରାଯାଏ ।

ପୁରାଣରେ କୁହା ଯାଇଥିବା ଦିତୀୟ ଜିନିଷଟି ହେଉଛି ଯାହା ପୂର୍ବରୁ ନିର୍ଧାରଣ କରା ଯାଇଥାଏ କି ଯେବେ ଶିଶୁ ଗର୍ଭରେ ରହିଥାଏ ତେବେ ତାର କର୍ମର ନିର୍ଧାରଣ କାର ଯାଇଥାଏ । ଏଠାରେ ଶିଶୁ ଜୀବନରେ କଣ କଣ କରିବା ତାହ ତାହର କର୍ମ ନୁହେଁ ବରଂ ଏହି ଜନ୍ମରେ ସେ କେମିତି କର୍ମ କରିବ । ସେହି କର୍ମ ରଜୋଗୁଣୀ ବା ସତୋଗୁଣୀ ବା ତମୋଗୁଣୀ ହେବ ।

ତୃତୀୟ ଜିନିଷ ହେଉଛି ଏହି ଜନ୍ମରେ ଆପଣଙ୍କୁ କେତେ ଟଙ୍କା ପ୍ରାପ୍ତ ହେବ ତାହାର ନିର୍ଧାରଣ ଜନ୍ମ ପୂର୍ବରୁ କାର ଯାଇଥାଏ । ତେଣୁ ବ୍ୟକ୍ତିକୁ ଧନଧାନ୍ୟର ବିଚାର ନ କରି କର୍ମ କରିବା ଉଚିତ । କାରଣ କେବେ କୌଣସି ବ୍ୟକ୍ତି କଠିନ ପରିଶ୍ରମ କରିଲେ ମଧ୍ୟ ଅଧିକ ଧନ ପାଇପାରେ ନାହି । ଚତୁର୍ଥ ଜିନିଷ ହେଉଛି ବିଦ୍ୟା ।

ବିଦ୍ୟା ମାନେ ଶିକ୍ଷା ନୁହେଁ ବରଂ ଶିଶୁ ଜନ୍ମ ହେବା ପରେ କେମିତ୍ଯି ବିଦ୍ୟା ପ୍ରାପ୍ତ କରିବ, କଣ ସେ ଆଧ୍ୟାତ୍ମିକ ବିଦ୍ୟାରେ ପାରଙ୍ଗମ ହେବ କି ନାହି କିମ୍ବା ଶାସ୍ତ୍ର ଜ୍ଞାନ କେତେ ପ୍ରାପ୍ତ ହେବ । ଏହା ସହ ଶିଶୁ ଜନ୍ମ ହେବ ପରେ ତାର ମୃତ୍ୟୁ କିପରି ହେବ ତାହା ମଧ୍ୟ ଜନ୍ମ ପୂର୍ବରୁ ନିର୍ଧାରଣ କରା ଯାଇଥାଏ । ଏମିତିକି ମୃତ୍ୟୁର କାରଣ କଣ, କେଉଁ ସ୍ଥାନରେ ହେବ ଓ ସମୟ କେତେ ହେବ ଯେବେ ବ୍ୟକ୍ତି ଦେହ ତ୍ୟାଗ କରିବ ଏ ସବୁ କିଛି ଶିଶୁର ଜନ୍ମ ପୂର୍ବରୁ ନିର୍ଧାରଣ କରା ଯାଇଥାଏ ।

ଯଦି ଆପଣ ନିଜର ମୃତ୍ୟୁର ସଠିକ ସମୟ ବିଷୟର ଜାଣିବାକୁ ଚାହୁଁଛନ୍ତି ତେବେ ଏହାର ଏକ ଉପାୟ ରହିଛି । ଯାହା ପୁରାଣ ଅନୁସାରେ ଜନ୍ମ ହେବାର ୮ ବର୍ଷ ମଧ୍ୟରେ ହୋଇଥାଏ ଯାହାକୁ ବାଲାରିଷ୍ଟ ମୃତ୍ୟୁ କୁହାଯାଏ । ଯେବେ ଅଷ୍ଟମ ଭାଗ ଶନି, ମଙ୍ଗଳ ଗ୍ରହ ଥିବ ତେବେ ଏହାର ପ୍ରଭାବ ୮ରୁ ୨୦ ବର୍ଷ ବୟସ ମଧ୍ୟରେ ପଡିଥାଏ ।

ଯେଉଁ ବାଳକର ଅଭିଭାବକ କୁକର୍ମରେ ଲିପ୍ତ ରହିଥାନ୍ତି ସେମାନଙ୍କର ଯୋଗାରିଷ୍ଟ ମୃତ୍ୟୁରେ ସାମିଲ ହୋଇଥାଏ । ବୃଷ, ମକର, ତୁଳା ଓ କୁମ୍ଭ ରାଶିର ଜାତକ ଅଳ୍ପ ଆୟୁ ହୋଇଥାଏ । ଯଦି ଏମାନଙ୍କର କୁଣ୍ଡଳୀରେ ଶୁଭ ଗ୍ରହ ଓ ସୂର୍ଯ୍ୟ ମଜବୁତ ସ୍ଥିତରେ ରହିଥାନ୍ତି ତେବେ ଏହି ଯୋଗର ପ୍ରଭାବ ରୁହେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *