Odia Dhaga Dhamali- ବଟିକା ମଝି ରେ ଥିବା ଗାରକୁ କଣ କୁହାଯାଏ ? କଣ ଆପଣ ଜାଣିଛନ୍ତି ଏହାର ଉତ୍ତର?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ । ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- କାହାକୁ ଚଲେଇଲେ ଚାଲେ କିନ୍ତୁ ସେ ଆଗକୁ ଯାଇପାରେ ନାହି ?

ଉତ୍ତର- ପଙ୍ଖା

୨- ପୋଡେ କିନ୍ତୁ ସେ ନିଆଁ ନୁହେଁ ସେ କିଏ ?

ଉତ୍ତର- ଲଙ୍କା

୩- ଉତ୍ତାପ ନ ପାଇଲେ ବି ସେ ଗରମ ହୁଏ ସେ କିଏ ?

ଉତ୍ତର- ମୁଣ୍ଡ

୪- ଶିମିଳିପାଳ ଜାତୀୟ ଉଦ୍ୟାନ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ମୟୂରଭଞ୍ଜ

୫- କଣ୍ଟିଲ ନୀଳ ମାଧବ ମନ୍ଦିର କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ନୟାଗଡ

୬- ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ମସିହାରେ ଆରମ୍ଭ ହୋଇଥିଲା ?

ଉତ୍ତର- ୧୧୧୫ ମସିହାରେ

୭- ବେଦାନ୍ତ ମେଡିକାଲ କଲେଜ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ପୁରୀ

୮- ଗୌରିଶଙ୍କର ରାଏ କେଉଁ ଉପାଧି ପାଇଥିଲେ ?

ଉତ୍ତର- କର୍ମବୀର

୯- ଓଡିଶାର ପ୍ରଥମ ହାଇ କୋର୍ଟ ଜଜ କିଏ ଥିଲେ ?

ଉତ୍ତର- ବୀରକିଶୋର ରାଏ

୧୦- ତରଙ୍ଗର ସର୍ବୋଚ୍ଚ ବିନ୍ଦୁ କୁ କଣ କୁହାଯାଏ ?

ଉତ୍ତର- ଶିଖର

୧୧- ତାପମାତ୍ରା ତାପ ସହ କଣ ଅଟେ ?

ଉତ୍ତର- ସମାନୁପାତ

୧୨- ରାଧାନାଥ ରାଏ ଙ୍କ ଜନ୍ମ ସ୍ଥାନ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ରାଧାନାଥପୁର ଆଠଗଡ କଟକରେ

୧୩- କପିଳାସ ମନ୍ଦିର ର ନିର୍ମାତା କିଏ ଅଟନ୍ତି ?

ଉତ୍ତର- ଲାଙ୍ଗୁଳା ନରସିଂହଦେବ

୧୪- ବାରବାଟୀ ଦିର୍ଗ ର ନିର୍ମାତା କିଏ ଅଟନ୍ତି ?

ଉତ୍ତର- ଅନଙ୍ଗଭୀମ ଦେବ

୧୫- ଦୁଶାସନ ଙ୍କୁ କିଏ ବଧ କରିଥିଲେ ?

ଉତ୍ତର- ଭୀମ

୧୬- ମହାବୀର କର୍ଣ୍ଣଙ୍କର ରଥର ସାରଥି କିଏ ଥିଲେ ?ଉତ୍ତର- ଶଲ୍ଯ

୧୭- ଗୁରୁ ଦ୍ରୋଣାଚାର୍ଜ୍ୟ ଙ୍କୁ କିଏ ନିହତ କରିଥିଲେ ?

ଉତ୍ତର- ଧୃଷ୍ଟଦ୍ୟୁମ୍ନ

୧୮- କଳିଙ୍ଗ ସମ୍ରାଟ ଙ୍କୁ ଯୁଦ୍ଧ ରେ କିଏ ନିହତ କରିଥିଲେ ?

ଉତ୍ତର- ଭୀମ

୧୯- ଅର୍ଜୁନଙ୍କର ଅନ୍ୟତମ ପୁତ୍ର କିଏ ଅଟନ୍ତି ?

ଉତ୍ତର- ଇରାବାନ

୨୦- ଭୀଷ୍ମଙ୍କୁ କିଏ ସରସଜ୍ୟା କରିଥିଲେ ?

ଉତ୍ତର- ଅର୍ଜୁନ

୨୧- ନରକାସୁର କୁ କିଏ ବଧ କରିଥିଲେ ?

ଉତ୍ତର- ଶ୍ରୀକୃଷ୍ଣ

୨୨- ବଟିକା ମଝି ରେ ଥିବା ଗାରକୁ କଣ କୁହାଯାଏ ?

ଉତ୍ତର- debossed line

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *