ସ୍ଵାମୀ ସ୍ତ୍ରୀ ଭୁଲରେ ବି ରଖନ୍ତୁ ନାହି ଏହି ସମୟରେ ସମ୍ବନ୍ଧ, ନଚେତ ହୋଇଯିବେ ବର୍ବାଦ…. ସ୍ଵାମୀ ସ୍ତ୍ରୀ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଦୁନିଆରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ସବୁଠାରୁ ନିଆରା ଅଟେ । ଏହା ଠାରୁ ଅଧିକ ହେଉଛି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ସଙ୍ଗମ । ଯଦି ପରମ୍ପରା ଅନୁଯାୟୀ ସ୍ଵାମୀ ସ୍ତ୍ରୀଙ୍କର ବିବାହ ହୋଇଥାଏ ତେବେ ଏହା ପୁରାଣରେ ପବିତ୍ର ମାନାଯାଏ । କଣ ଆପଣ ଜାଣିଛନ୍ତି ବିବାହିତା ଯୋଡ଼ିଙ୍କ ପାଇଁ ଏମିତି କିଛି ତିଥି, ସମୟ ବିଷୟରେ କୁହାଯାଇଛି ଯାହା ଦ୍ଵାରା ସେମାନଙ୍କ ଦ୍ଵାରା ସହବାସ କରିଲେ ସମସ୍ୟାର କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଖାସ ସମୟ ବିଷୟରେ ବିସ୍ତାର ଭାବେ ।

ଯେବେ ବ୍ରମ୍ହା ସୃଷ୍ଟି ରଚନା କରିଥିଲେ ସେ ୮ ଜଣ ପୁତ୍ରଙ୍କୁ ଜନ୍ମ ଦେଇଥିଲେ । ସେହି ୮ଜଣ ପୁରୁଷଙ୍କ ଜନମ ପାଇଁ ଅନେକ ସମୟ ଲାଗିବା କାରଣରୁ ବ୍ରମ୍ହା ଚିନ୍ତାରେ ପଡିଲେ ଏହାକୁ କିପରି ତୀବ୍ର ଗତିରେ କରାଯାଇ ପାରିବ । ଏହି ସମୟର ନିବାରଣ ପାଇଁ ଯେବେ ବ୍ରମ୍ହା ମହାଦେବଙ୍କ ପାଖରେ ପହଞ୍ଚିଥିଲେ ସେତେବେଳେ ମହାଦେବ ଅର୍ଦ୍ଧ ନାରୀଶ୍ଵର ରୂପରେ ନାରୀର ଉତପତି କରିଥିଲେ ।

ବ୍ରମ୍ହା ବଇବର୍ତ୍ତ ପୁରାଣ ଅନୁଯାୟୀ ଚତୁର୍ଥୀ ଓ ଅଷ୍ଟମୀ ତିଥିରେ ସ୍ଵାମୀ ସ୍ତ୍ରୀ ଦୂରତା ରକ୍ଷା କରିବା ଉଚିତ । ନବରାତ୍ରିର ୯ ଦିନରେ ସନାତନ ଧର୍ମ ଗ୍ରହଣ କରିଥିବା ଅଧିକାଂଶ ଲୋକେ ଦେବୀ ମାଙ୍କ ଆରାଧନାରେ ଲୀନ ହୋଇଥାନ୍ତି । କିଛି ନବରାତ୍ରିର ବ୍ରତ ରଖିଥାନ୍ତି । ଏହି ସମୟରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ନିଷେଧ କରାଯାଇଛି ।

ଦିତୀୟ ତିଥି ହେଉଛି ଅମାବାସ୍ୟା ରେ ସ୍ଵାମୀ ସ୍ତ୍ରୀଙ୍କୁ ପରସ୍ପର ଠାରୁ ଦୂରେଇ ରହିବା ଉଚିତ । କାରଣ ଅମାବାସ୍ୟାରେ ସମ୍ପର୍କ ରଖିଲେ ନାକାରାତ୍ମକ ପ୍ରଭାବ ପଡିଥାଏ । ଏହା ସହ ପୂର୍ଣ୍ଣିମା ଦିନ ଶାରୀରିକ ସମ୍ପର୍କ ରଖିବା ନିଷେଧ ଅଟେ । କାରଣ ଏହା ଦ୍ଵାରା ବୈବାହିକ ଜୀବନରେ ସମସ୍ଯା ସୃଷ୍ଟି ହୋଇଥାଏ । ସମ୍ପର୍କ ରଖିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ଉଚିତ ।

ସଙ୍କ୍ରାନ୍ତିରେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । କାରଣ ଏହାର ପ୍ରଭାବ ବୈବାହିକ ଜୀବନରେ ଖରାପ ପଡିଥାଏ । ଏମିତି କରିବା ଦ୍ଵାରା ସମ୍ପର୍କରେ ବାଧା ଆସିଥାଏ । ସନ୍ଧ୍ୟା ସମୟରେ କେବେ ବି ସମ୍ପର୍କ ରଖିବା ଅନୁଚିତ । ଏହି ସମୟରେ ପିତୃ ପୁରୁଷଙ୍କ ଧ୍ୟାନ କରାଯାଏ । ଏହି ସମୟରେ ମନରେ ଭଲ ବିଚାର ଆଣିବା ଉଚିତ ।

ଯଦି ଏହି ତିଥି ରେ ସମ୍ପର୍କ ସ୍ଥାପନ କରାଯାଏ ତେବେ ସନ୍ତାନ ପ୍ରାପ୍ତିରେ ସମସ୍ୟା ହୋଇପାରେ । ଏହି ଅସୁବ ଦିନରେ ଗର୍ଭ ଧାରଣ କରିଥିବା ସ୍ତ୍ରୀଙ୍କ ଉପରେ ସବୁ ଅଶୁଭ ଗ୍ରହଙ୍କର ପ୍ରଭାବ ପଡିଥାଏ । ଯାହାର ପରିଣାମ ସ୍ୱରୂପ ଜନ୍ମ ହେବ ପରେ ଶିଶୁର ଅନେକ ସମସ୍ଯା ହୋଇଥାଏ । ଅନୁଚିତ ସମୟରେ ଶାରୀରିକ ସମ୍ପର୍କ ସ୍ଥାପନ କରିଲେ ଏକ କିନ୍ନର ମଧ୍ୟ ଜନ୍ମ ହୋଇଥାଏ ଯାହା ପୁରାଣରେ ଲେଖା ଯାଇଛି ।

ଶାସ୍ତ୍ର ଅନୁଯାୟୀ ଏହି ଦିନ କୌଣସି କାମ କରିବା ପାଇଁ ବାରଣ କରା ଯାଇଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *