ଖେଳ ଖେଳି ଦେଲେ Prakruti, ଦୁବାଇ ଚାଲିଗଲେ Babushaanକୁ ନେଇ…. ମିଳିଲା ପ୍ରମାଣ

ବନ୍ଧୁଗଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପୁରା ପରିବାରର ଫୁଲ ଫୋଟୋ । ଆଉ ଯେଉଁ ଫୋଟୋ ରେ ଦେଖିବାକୁ ମିଳୁଛି ଡାଇନିଙ୍ଗ ଟେବଲ ଉପରେ ପରିବାରର ସବୁ ସଦସ୍ୟ ଙ୍କ ସହ ମିଶି ଦିନର କରୁଛନ୍ତି ପ୍ରକୃତି । ଆଉ ସବୁଠାରୁ ବଡ କଥା ହେଉଛି ମା କ୍ରୀଷ୍ଣା ମିଶ୍ର ଏହି ଭିଡିଓ ଓ ଫୋଟୋ ଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରକୃତି ଚାଲି ଯାଇଥିଲେ ଚେନ୍ନାଇ । ପରିବାର ସହ ସମୟ ବ୍ଯତୀତ କରିବା ପରେ କୁଆଡେ ଚାଲି ଯାଇଛି ପ୍ରକୃତି ମିଶ୍ର ।

ଆଉ ପ୍ରକୃତିଙ୍କ ସହ ଅଛନ୍ତି ବାବୁସାନ । ଏମିତି କି ପ୍ରକୃତି ତାଙ୍କୁ ନିୟମିତ ପ୍ରେସରାଇଜ କରୁଛନ୍ତି ଦୁବାଇ ଚାଲି ଯିବାକୁ ଯାହା ବର୍ତ୍ତମାନ ସମୟରେ ସାମନାକୁ ଆସିଛି ଆଉ ଦେଖିବାକୁ ମଧ୍ୟ ମିଳିଛି । ବାବୁସାନଙ୍କର କେହି ନିକଟତର ଏହି ପୋଷ୍ଟ କରିଛନ୍ତି ଯେଉଁଥିରେ ଲେଖା ଯାଇଛି ବାବୁସାନ ଓ ପ୍ରକୃତି ଉଭୟ ଦୁବାଇ ଯିବା ପାଇଁ ପ୍ଳାନ କରିଛନ୍ତି । ତେବେ ଦୁହେଁ ଦୁବାଇ ରେ ରହିବେ ଆଉ ସେଠାରେ ନିସ୍ପତି ନେବେ କେବେ ଓଡିଶା ଫେରିବେ । ତେବେ ଏଠାରେ ପ୍ରକୃତି ବାବୁସାନ ଙ୍କୁ ଯେଉଁ ଭାବେ ଭାବେ ନିୟମିତ ପ୍ରେସରାଇଜ କରୁଛନ୍ତି ତାହା ଦେଖିବାକୁ ମିଳିଛି ।

ଚେନ୍ନାଇର ହୋଟେଲରେ କାର୍ଯ୍ୟକ୍ରମ କୁ ନ ଯିବାକୁ ହେଉ ବା ଫିଲ୍ମର ପ୍ରମୋଶନ ହେଉ ବା ବାବୁସାନଙ୍କ ପ୍ରୋଜେକ୍ଟକୁ ନେଇ ଯେତେ ବି କାମ ଅଛି ବା ଲଞ୍ଚ ଇଭେଣ୍ଟ ରହୁଥିଲା ସେ ସବୁ ଜାଗାକୁ ପହଞ୍ଚି ଯାଉଥିଲେ ପ୍ରକୃତି ମିଶ୍ର । କାର୍ଡ ରେ ନାଁ ନ ଥାଇ ମଧ୍ୟ ପ୍ରକୃତି ସବୁବେଳେ ବାବୁସାନ ଙ୍କ କାମରେ ପଶି ହୋଇ ଯାଉଥିଲେ । ନିଜକୁ ଜୋର ଜବରଦସ୍ତି ଭାବେ ବାବୁସାନଙ୍କ ଉପରେ ଲଦି ହେଉଥିଲେ ପ୍ରକୃତି ମିଶ୍ର । ବାବୁସାନ ଙ୍କୁ କେଉଁ ସେ ଉପାୟରେ କବଳିତ କରି ରଖିଛନ୍ତି ଆଉ ଯାହାର ଉତ୍ତର ଦେଉଛନ୍ତି କି ନିୟମିତ ଭାବେ ବାବୁସାନ ଙ୍କୁ ପ୍ରକୃତି ଡ୍ରଗ୍ସ ଦେଉଛନ୍ତି ।

ଆଉ ଯାହା ଫଳରେ ପ୍ରକୃତିଙ୍କ ବୋଲ ମାନିବାକୁ ବାଧ୍ୟ ହେଉଛନ୍ତି ବାବୁସାନ । ଯାହାର ପରିଣାମ ସ୍ୱରୂପ ବାବୁସାନ ନିଜ ପରିବାର ଓ ସ୍ତ୍ରୀ ସମସ୍ତଙ୍କ ଠାରୁ ଦୂରେଇ ରହିଛନ୍ତି । ଖାଲି ଯେ ତାଙ୍କର ଫ୍ୟାନ୍ସ ନୁହେଁ ଆଗରୁ ତାଙ୍କର ସ୍ତ୍ରୀ ତୃପ୍ତି ମଧ୍ୟ କହିସାରିଛନ୍ତି ଯେ ପ୍ରକୃତି ତାଙ୍କୁ ନିଶ୍ଚିନ୍ତ ଭାବେ ଡ୍ରଗ୍ସ ଦେଉଛନ୍ତି । ଆଉ ବାବୁସାନ ଆଗରୁ ବି ନିଶାରେ ବୁଡି ରହୁଥିଲେ ଯାହାର ସୁଯୋଗ ଏଇ ଏବେ ପ୍ରକୃତି ତାଙ୍କୁ ତଳିତଳାନ୍ତ କରିବାକୁ ବସିଛି ।

ତେବେ ପ୍ରକୃତି ତୁମର ଏହି ଖେଳ ଆଉ ବେସୀ ଦିନ ଚାଲିବ ନାହି ତୁମେ ଯେଉଁ ଭ୍ରମିତ କରିବାକୁ ଚେଷ୍ଟା କରୁଛ ତାହା ବି ଚାଲିବ ନାହି । କାରଣ ସ୍ତ୍ରୀ ତୃପ୍ତିଙ୍କର ରହିଛି ଧର୍ମ ବଳ ଆଉ ସ୍ଵାମୀ ଯେତେ ଦୂରକୁ ଚାଲିଗଲେ ନିଜ ସ୍ତ୍ରୀ ପାଖକୁ ଫେରିଥାଏ । ଆଉ ତୃପ୍ତିଙ୍କ ସହ ରହିଛି ଶାଶୁଙ୍କ ଧର୍ମବଳ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅମା ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *