Prakrutiଙ୍କ ମା’ ଚେନ୍ନାଇରୁ ଛାଡିଲେ ଝିଅ ସହ ପୁରା ପରିବାରର ଫୋଟୋ, ତେବେ ଏବେ ପ୍ରଶ୍ନ ଉଠୁଛି Prakruti ତ ମିଳିଲେ ହେଲେ Babusaan କେଉଁଠି?

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପୁରା ପରିବାରର ଫୁଲ ଭିଡିଓ । ଏହି ଭିଡିଓ ରେ ପ୍ରକୃତିଙ୍କ ବାପା ବରିଷ୍ଠ ସଂଗୀତକାର ତଥା ନିର୍ଦ୍ଦେଶକ ମନ୍ମଥ ମିଶ୍ର, ମା କ୍ରୀଷ୍ଣା ପ୍ରିୟା ମିଶ୍ର, ଭାଇ, ଭାଉଜ ଓ ପରିବାରର ଅନ୍ୟ ମାନେ ନଜର ଆସୁଛନ୍ତି । ଆଉ ଯେଉଁ ଫୋଟୋ ରେ ଦେଖିବାକୁ ମିଳୁଛି ଡାଇନିଙ୍ଗ ଟେବଳ ଉପରେ ପରିବାରର ସବୁ ସଦସ୍ୟ ଙ୍କ ସହ ମିଶି ଦିନର କରୁଛନ୍ତି ପ୍ରକୃତି । ଆଉ ସବୁଠାରୁ ବଡ କଥା ହେଉଛି ମା କୃଷ୍ଣ ମିଶ୍ର ଏହି ଭିଡିଓ ଓ ଫୋଟୋ ଗୁଡିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଆଉ କ୍ରୀଷ୍ଣା ମିଶ୍ର କ୍ୟାପ୍ସନ ରେ ଲେଖିଛନ୍ତି ଯେ ପ୍ରତି ଟି ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି ସାମାନ୍ୟ ରିଲାକ୍ସ । ଆଉ ସୋସିଆଲ ମିଡିଆରେ ଏଭଳି କିଛି ପରିବାରର ଫୋଟୋ ଦେଖିବା ପରେ ଆଶଙ୍କା କରା ଯାଉଛି ପ୍ରକୃତି ପରିବାର ସହ ଖୁବ ଜଲ୍ଦି ଓଡିଶା ଫେରିବେ । କାରଣ ପୋଲିସ ପକ୍ଷର ରୁ ଉଭୟଙ୍କୁ ପ୍ରକୃତି ଓ ବାବୁସାନ ଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରା ଯାଇଛି ।

ଗତ ଶନିବାର ଦିନ ସ୍ଵାମୀ ବାବୁସାନ ଙ୍କୁ ପ୍ରକୃତି ସହ ଗାଡି ଭିତରେ ଏକାଠି ଯାଉଥିବାର ଦେଖି ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଶତପଥି ଆକ୍ରମଣ କରିଥିଲେ । ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରକୃତି ଚାଲି ଯାଇଥିଲେ ଚେନ୍ନାଇ । ସେଠାରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ବାବୁସାନ ମଧ୍ୟ ଜାଣିଥିଲେ ଚେନ୍ନାଇ ।

କିନ୍ତୁ ଯେଉଁ କାର୍ଯ୍ୟକ୍ରମ ପାଇଁ ବାବୁସାନ ଚେନ୍ନାଇ ଯାଇଥିଲେ ସେଠାରେ ଯୋଗ ଦେଇ ନ ଟିଏ । ଏପରିକି ଏବେ କଥା ଉଠୁଛି ବାବୁସାନ ଆଉ ପ୍ରକୃତି ସାଙ୍ଗ ହୋଇ ଚେନ୍ନାଇ ଯାଇଥିବା ବେଳେ ପ୍ରକୃତିଙ୍କର ତ ଠିକଣା ମିଳିଲା କିନ୍ତୁ ବାବୁସାନଙ୍କର ଏବେ ଯାଏଁ ଠିକଣା ମିଳି ନାହି । ଏ କଥା ଆମେ ଏଥିପାଇଁ କହୁଛୁ କାରଣ ବାବୁସାନ ଯେଉଁ ହୋଟେଲରେ ରହୁଥିଲେ ସେଠାରୁ ଚେକ ଆଉଟ କରିଥିବା ସୂଚନା ମିଳିଛି ।

ତେବେ ପ୍ରକୃତି ତ ତାଙ୍କ ପରିବାର ସହ ଅଛନ୍ତି ସ୍ପଷ୍ଟ ହେଉଛି । ତେବେ ବାବୁସାନ କେଉଁଠି ଅଛନ୍ତି ତାହା ଏବେ ବି ସପେନ୍ସ ରେ ଅଛି । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ରେ ଶେଷ ଥର ପାଇଁ ବାବୁସାନ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ଆଉ ସେହି ଭିଡିଓ ରେ ପ୍ରକୃତି ତାଙ୍କର ଜଣେ ଭଲ ବନ୍ଧୁ ବ୍ଳାକମେଲ ନୁହେଁ ଆରାମ ସାହାଜ୍ଯ କରିବା କଥା କହିଥିଲେ ବାବୁସାନ ।

ଏ ସବୁ ଭିତରେ ବାବୁସାନଙ୍କ ଠିକଣାକୁ ଚାହିଁ ବସିଛନ୍ତି ତାଙ୍କର ହଜାର ହଜାର ଫ୍ୟାନ୍ସ ମାନେ, ତାଙ୍କ ସ୍ତ୍ରୀ, ମା, ଭଉଣୀ । ବନ୍ଧୁଗଣ ଆପଣ ମାନଙ୍କର ପ୍ରକୃତି ମିଶ୍ରଙ୍କ ମା କରିଥିବା ପୋଷ୍ଟ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *