ବର୍ତ୍ତମାନର ଭୂ-ତା-ଣୁ ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ଲକଡାଉନ ଓ ସଟଡାଉନ ଭଳି କଡା ପଦକ୍ଷେପ ନେଉଛନ୍ତି । ଏମିତିରେ କୁହାଯାଉଛି କି ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଭୂ-ତା-ଣୁ ସମ୍ବନ୍ଧିତ କିଛି ବିଶେଷ କଥା କହିବୁ । କହିବାକୁ ଗଲେ ଆପଣଙ୍କୁ ଭୂ-ତା-ଣୁ ହୋଇସାରିଛି ଓ ଆପଣ ଜାଣି ପାରି ନାହାନ୍ତି । ଏହା ସହିତ ଆପଣ ଭୂ-ତା-ଣୁରୁ ଭଲ ମଧ୍ୟ ହୋଇ ଯାଇଛନ୍ତି । ଏମିତିରେ ଆଜି ଆମେ ସେହି ଲକ୍ଷଣ ବିଷୟରେ ଜାଣିବାକୁ ଚେଷ୍ଟା କରିବୁ, ଯେଉଁ ଲକ୍ଷଣ ଗୁଡିକ ଆପଣଙ୍କ ଶରୀର ଥିଲା ଯାହା ସଂକେତ କରୁଛି କି ଆପଣଙ୍କୁ ଭୂ-ତା-ଣୁ ହୋଇସାରିଛି ।
କହିଦେଉଛୁ କି ଭୂ-ତା-ଣୁର ସମସ୍ୟା ଡିସେମ୍ବର ୨୦୧୯ରୁ ଆରମ୍ଭ ହୋଇଯାଇଥିଲା । ଯଦି ସେହି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କୁ ଥଣ୍ଡା ଜର ହୋଇ ଥିଲା ଓ ଏହି ଥଣ୍ଡା ଜର ୨ ସପ୍ତାହ ପର୍ଯ୍ୟନ୍ତ ଥିଲା । ଏହା ସହିତ ଛିଙ୍କିବା, କାସିବା ଇତ୍ୟାଦି ଲକ୍ଷଣ ଥିଲା । ତେବେ ସମ୍ଭବତଃ ଆପଣଙ୍କୁ ଭୂ-ତା-ଣୁ ହୋଇସାରିଛି ଓ ଆପଣ ଭଲ ମଧ୍ୟ ହୋଇସାରିଛି । କାରଣ ସାଧାରଣତଃ ସମସ୍ତ ଥଣ୍ଡା ଓ ଜର ୫ ଦିନ ଯାଏ ଥାଏ । ଯଦି ୨ ସପ୍ତାହ ପର୍ଯ୍ୟନ୍ତ ରହୁଛି ତେବେ ଏହା ଭୂ-ତା-ଣୁର ଲକ୍ଷଣ ଅଟେ ।
ଜାନୁୟାରୀ ଓ ଫେବ୍ରୁୟାରୀ ୨୦୨୦ ରୁ ବର୍ତ୍ତମାନ ସମୟ ମଧ୍ୟରେ ଆପଣଙ୍କୁ ଥଣ୍ଡା ଓ ଜର ହୋଇଥିଲା । ଏହା ପରେ ଆପଣ ଡାକ୍ତରକୁ ପାଖକୁ ଗଲେ । ଡାକ୍ତର ଆପଣଙ୍କୁ ବହୁତ କଫ ଶିରପ ଦେଲେ ଓ ଆପଣ ସ୍ଟିମ ବି ନେଲେ । ଏହା ସହିତ ଆପଣ ଅନ୍ୟ କିଛି ଔଷଧ ବି ସେବନ କରିଲେ । କିନ୍ତୁ ଏହି କଫକୁ ଠିକ ହେଉ ହେଉ ୨ ସପ୍ତାହ ସମୟ ଲାଗିଥିଲା । ଏହାର ଅର୍ଥ ଆପଣଙ୍କୁ କୋବିଡ ହୋଇସାରିଛି ଓ ଆପଣ ପୂରାପୂରି ଠିକ ବି ହୋଇସାରିଛନ୍ତି ।
ଏହା ସହିତ ଯଦି ଆପଣଙ୍କର ଆଖି ନାଲି ହୋଇଥିଲା ଓ ଆଖିରୁ ପାଣି ବାହାରୁ ଥିଲା । ଯଦି ଏହିଭଳି ଲକ୍ଷଣ ଥିଲା ତେବେ ଏହା ଏକ ଭୂ-ତା-ଣୁ ଭାଇରସର ଲକ୍ଷଣ ଅଟେ । ଆପଣ ଥଣ୍ଡା ଓ ଜରରେ ପୀଡିତ ଅଛନ୍ତି । ଏହା ସହିତ ହୃଦୟର ସପନ୍ଦନ ବଢିଲା କିମ୍ବା ଆପଣଙ୍କୁ ଛାତିରେ ଯନ୍ତ୍ରଣା ହେଉଛି । ତେବେ ସମ୍ଭବତଃ ଆପଣଙ୍କୁ କୋବିଡ ହୋଇସାରିଛି ।
ଆପଣଙ୍କୁ ଥଣ୍ଡା ଓ ଜର ହୋଇଛି । ଏହା ସହିତ ଆପଣ ସେହି ସମୟର ଏତେ କମଜୋର ହୋଇଗଲେ କି ଆପଣ ପୁରା ଦିନ ବିଛଣାରେ ଶୋଇ ରହୁଥିଲେ । ଏହା ସହିତ ରାତିରେ ଶୋଇବା ପରେ ବି ଆପଣ ଯେତେବେଳ ଉଠୁଥିଲେ ଆପଣଙ୍କର ନିଦ ପୁରା ହେଉ ନ ଥିଲା । ଏହିଭଳି ଯଦି କିଛି ସମୟ ପର୍ଯ୍ୟନ୍ତ ହେଉଥିଲା ତେବେ କହିଦେଉଛୁ କି ଏହା କୋବିଡର ସଂକେତ ଅଟେ ।
ଜାନୁୟାରୀ ୨୦୨୦ ରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଏହି ସମୟରେ ଆପଣଙ୍କୁ ଥଣ୍ଡା ଓ ଜର ହୋଇଛି । ଏହା ସହିତ ଆପଣଙ୍କର ଶ୍ନୁଘିବା ଶକ୍ତି ଚାଲି ଯାଇଛି ଓ ଆପଣଙ୍କର ସ୍ଵାଦ ବି ଚାଲି ଯାଇଛି । ତେବେ ଆପଣଙ୍କୁ କୋବିଡ ହୋଇସାରିଛି । ବୈଜ୍ଞାନିକମାନଙ୍କ କହିବା ଅଟେ କି ୮୦ ପ୍ରତିଶତ ଲୋକମାନଙ୍କୁ ଯେତେବେଳେ କୋବିଡ ହୋଇଥାଏ ତେବେ ତାଙ୍କର ଶ୍ନୁଘିବା ଓ ସ୍ଵାଦ ଶକ୍ତି ଚାଲିଯାଏ । ଯଦି ଆପଣଙ୍କ ଶରୀରରେ କୌଣସି ବି ଲକ୍ଷଣ ନଜର ଆସିଥିଲା ତେବେ ଆପଣଙ୍କୁ ଭୂ-ତା-ଣୁ ହୋଇସାରିଛି ଓ ଠିକ ବି ହୋଇସାରିଛନ୍ତି ।