ବହୁତ ଭାବୁଛନ୍ତି ହେଲେ କିଛି କରି ପାରୁ ନାହଁନ୍ତି ତ ଥରେ ନିଶ୍ଚୟ ଦେଖନ୍ତୁ, ଆପଣଙ୍କ ଜୀବନ ବଦଳିଯିବ

ଆଜିକା ସମୟରେ ଲୋକ ବହୁତ ବଡ ବଡ ସପନ ଦେଖୁଛନ୍ତି କିନ୍ତୁ ବହୁତ କମ ଲୋକ ଅଚଟି ଯିଏ ନିଜ ସ୍ଵପ୍ନକୁ ସତ କରିବାର ଜୋସ ରଖନ୍ତି କାହିଁକିନା ଆଜିକା ସମୟରେ ଲୋକଙ୍କ ପାଖରେ ଅପସନ ବହୁତ ଅଧିକ ହୋଇ ଯାଇଛି ଯାହା ଦ୍ଵାରା ସେ ଗୋଟେ ଲକ୍ଷ ଉପରେ ଫୋକସ କରି ପାରୁ ନାହାନ୍ତି ଆଉ ଅନ୍ତିମ ସମୟରେ ବହୁତ ଭଲ ଷ୍ଟୁଡେଣ୍ଟ ହେଇ ମଧ୍ୟ ବହୁତ ସାଧାରଣ ଜୀବନ ବ୍ଯତୀତ କରୁଛନ୍ତି

ସେହି ଲୋକ ଚାହିଁଥିଲେ ବହୁତ ବଡ ସ୍ଵପ୍ନକୁ ସତ କରି ପାରି ଥାନ୍ତେ କିନ୍ତୁ ତାଙ୍କ ମନ ସ୍ଥିର ରହିଲା ନାହିଁ ଆଉ ସେ ନିଜ ଲକ୍ଷକୁ ପାଇ ପାରିଲେ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ନୁଯାଇ ଆପଣ କମ ବିଚାର କରିବେ କିନ୍ତୁ ହାସଲ ଅଧିକ କରିବେ । ତେବେ ଏହା ପାଇଁ ଆପଣଙ୍କୁ ସମ୍ପୂର୍ଣ ଭାବରେ ବିଚାର ମୁକ୍ତ ହବାକୁ ପଡିବ ତା ପରେ ଆମ କଥା ଧ୍ୟାନ ସହ ସୁନନ୍ତୁ ।

ବଡ ଭାବନା ଆଉ ସ୍ଵପ୍ନ ରଖିବା ବହୁତ ଭଲ କଥା ବଡ ବୁଜୁର୍ଗ ମାନେ ମଧ୍ୟ କହିଛନ୍ତି ଯିଏ ବଡ ବଡ ସ୍ଵପ୍ନ ଦେଖି ନଥାଏ ସେହି ବ୍ୟକ୍ତି ନିଜ ଜୀବନରେ କିଛି କରି ପାରିନଥାଏ । କିନ୍ତୁ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ସ୍ଵପ୍ନ ବଡ ଦେଖିବା ପରେ ତାର ଗୋଟେ ପ୍ରେସର ମନରେ ନେଇ ଚାଲି ଥାନ୍ତି ଯେ ମତେ ଏହା କରିବାର ଅଛି କେମିତି କରିବି କଣ କରିବି ଏହି ସବୁ ପ୍ରେସରରେ ଥରେ ଦୁଈଥର ହାରିବା ପରେ ତାଙ୍କ ମନ ଭାଙ୍ଗିଥାଏ କାହିଁକିନା ତାଙ୍କ ମନରେ ଅଲରେଡି ଗୋଟେ ପ୍ରେସର ରହିଥାଏ ।

ଆଉ ଗୋଟେ ଟାଇପ ଲୋକ ହୋଇଥାନ୍ତି ଯିଏ ବଡ ବଡ ସ୍ଵପ୍ନ ଦେଖନ୍ତି ପ୍ରୟାସ ମଧ୍ୟ କରନ୍ତି କିନ୍ତୁ କିଛି ଥର ଟ୍ରାଇ କରିବା ପରେ ସବୁ ମୋହ ମାୟା ଭାବି ଛାଡି ଦିଅନ୍ତି ଆଉ ଯାହା ପାଇ ଥାନ୍ତି ସେଥିରେ ଖୁସି ରହିବା ଶିଖି ଯାଇଥାନ୍ତି ।

ଆଉ ଗୋଟେ ଟାଇପ ଲୋକ ହୋଇଥାନ୍ତି ଯିଏ ବଡ ସ୍ଵପ୍ନ ଦେଖନ୍ତି ଆଉ ତାକୁ ଖୋଲା ଆଖିରେ ଦେଖିବାକୁ ଇଛା କରନ୍ତି ଏହା ସହ ପ୍ରୟାସ ଲାଗି ପଡି କରନ୍ତି କିନ୍ତୁ ନିଜ ହାର ଠାରୁ ବହୁତ କିଛି ଶିଖନ୍ତି ଆଉ ଥରେ ପ୍ରୟାସ କରନ୍ତି ଏମିତି କରି କରି ଦିନେ ସଫଳତା ନିଶ୍ଚିନ୍ତ ହାସଲ କରନ୍ତି । ତେବେ ଏହି ଭଳି ଲୋକ ନିଜ ବର୍ତମାନକୁ ବଞ୍ଚିବା ଶିଖିଥାନ୍ତି ସେଥିପାଇଁ ତାଙ୍କ ମନ ଉପରେ କିଛି ପ୍ରେସର ନଥାଏ ସେ ନିଜ ଆଯ ଠାରୁ କାଲୀକୁ ଆଉ ଭଲ କରିବାରେ ସଫଳ ହୋଇଥାନ୍ତି ।

ଆପଣ ମାନେ ଥମସ ଏଲବା ଏଡିସନ ବିଷୟରେ ଜାଣିଥିବେ ସେ ବଲ୍ବ ବନେଇଥିଲେ କଣ ଆପଣ ଜାଣିଛନ୍ତି ସେ ନିଜ ସ୍କୁଲରେ ଫେଲ ହାଉଥିଲେ ଏହା ଛଡା ବଲ୍ବ ବନେଇବା ପାଇଁ ସେ ୧୦୦୦ଥର ରୁ ଅଧିକ ଥର ହାରି ଯାଇଥିଲେ କିନ୍ତୁ ତାଙ୍କ ମନ ହାରି ନଥିଲା ଆଉ ସେ ଦୁନିଆକୁ ବଲ୍ବ ଦେଇଥିଲେ ତେବେ ମନକୁ କେବେ ହାରିବାକୁ ଦିଅନ୍ତୁ ନାହିଁ ଆଉ ହଜାର ଜାଗାରେ ମୁଣ୍ଡ ପୁରାନ୍ତୁ ନାହିଁ ଲକ୍ଷ ଗୋଟେ ରଖନ୍ତୁ ସଫଳତା ନିଶ୍ଚିନ୍ତ ପାଇବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *