ଆକ୍ସିଜନ ଲେବଲ ବଢାଇବାର ଘରୋଇ ଉପଚାର, ତୁରନ୍ତ ୯୫ ଠାରୁ ଉପରକୁ ଆସିଯିବ Oxygen ଲେବଲ ବାସ କରନ୍ତୁ ଏହି କାମ

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଆଜିକା ସମୟରେ ଆକ୍ସିଜନ ମହତ୍ଵ କଣ ରହିଛି ତେବେ ସବୁ ଖେଳ ଆକ୍ସିଜନ ର ରହିଛି, କ-ରୋ-ନା କେବଳ ଆମ ଆକ୍ସିଜନ ଉପରେ ପ୍ରଭାବ ଦେଖାଉଛି ଯାହା ଦ୍ଵାରା ନିଶ୍ଵାସ ନେଇ ହାଉ ନାହିଁ ଆଜି ଜୀବନ ଚାଲି ଯାଉଛି । ତେବେ କ-ରୋ-ନା ହବା ଆଗରୁ ଆପଣଙ୍କୁ ଏହିୟ ଉପାୟ କରିବାର ଆଚ ଆଉ ଏହାକୁ ଥରେ କରିକି ରଖି ଦେଲେ

ଆପଣଙ୍କୁ ୧୫ ଦିନ ପାଇଁ କିଛି କରିବାର ନାହିଁ ଏହା ଆପଣଙ୍କ କାମ କରୁଥିବ ସବୁବେଳେ । ତେବେ ଆସ୍ଥାମା ଲୋକଙ୍କୁ କିଛି ପବନରେ ଅଶୁଦ୍ଧି ହେଲେ ନିଶ୍ଵାସ ନବା ପାଇଁ ଅସୁବିଧା ହୋଇଥାଏ, ତେବେ ଯଦି ଆପଣଙ୍କୁ ଆସ୍ଥାମା ଭଳି ସମସ୍ଯା ଅଛି ତେବେ ଆପଣଙ୍କୁ ଏହି ଉପାୟ କରିବା ଆବଶ୍ୟକ ଅଟେ ।

ଆପଣ ମାନେ ସମସ୍ତେ କରପୁ ଦେଖିଥିବେ ଯାହା ପୂଜା ଦୀପରେ ଲଗା ଯାଇଥାଏ, ତେବେ ଆପଣଙ୍କୁ ମାର୍କେଟରୁ ଏହି କପୁର ଆଣିବାକୁ ହବ ଯାହା କେବଳ କଛି ଟଙ୍କାରେ ଆପଣଙ୍କୁ ମିଳିଯିବ କିନ୍ତୁ ଏହା ପରେ ଆପାଙ୍କୁ ଜୁଆଣୀ ମଧ୍ୟ ଆବଶ୍ୟକ ଅଟେ । ଆପଣ ମାନେ ଜାଣିଛନ୍ତି ଯେ କର୍ପୁର ସୁଗନ୍ଧ ବହୁତ ଷ୍ଟ୍ରଙ୍ଗ ହୋଇଥାଏ ସେଥିପାଇଁ ଏହାକୁ ଖୋଲା ରଖିବେ ନାହିଁ ନଚେତ ଏହା ଉଡିଯିବ ଆଉ ୧୫ ଦିନ ଜାଗାରେ କେବଳ ଗୋଟେ ଦୁଇ ଦିନରେ ଆପଣଙ୍କ କର୍ପୁର ସମାପ୍ତ ହୋଇଯିବ ।

ଆପଣଙ୍କୁ ଜୁଆଣୀ ନବାର ଅଛି ତାକୁ ହେମଦସ୍ତାରେ ପକାଇ କିଛି ଛେଚି ଦିଅନ୍ତୁ କିନ୍ତୁ ପୁରା ପାଉଡର କରିବେ ନାହିଁ ମନେ ରକିବେ ଏହି କଥା । ଏହା ପରେ ଆପଣ ସେହି ଜୁଆଣୀ ଦୁଇ ଚାମଚ ଆଉ କିଛି କର୍ପୁର ଗୋଟେ ଛୋଟ ଡବାରେ ରଖିବେ ଆଉ ଡବା ତଳ ଆଡୁଆ କିଛି ଛୋଟ ଛୋଟ କଣା କରି ଦେବେ ଯାହା ଦ୍ଵାରା କର୍ପୁର ଆଉ ଜୁଆଣୀ

ସୁଗନ୍ଧ ପୁରା ଘର ଭିତରେ ଧୀରେ ଧୀରେ କରି ବ୍ୟାପିଯିବ ଏହା ଦ୍ଵାରା ଆପଣଙ୍କ ବାତାବରଣରେ ଆକ୍ସିଜନ ମାତ୍ରା କେବେ କମିବ ନାହିଁ ଆଉ ଏହି ସୁଗନ୍ଧ ସହ ଆକ୍ସିଜନ ଆପଣଙ୍କ ଶରୀରକୁ ଗଲେ ଆପଣଙ୍କ ନିଶ୍ଵାସ ଅସୁବିଧା ସମାପ୍ତ ହୋଇଯିବ ।

ତେବେ ଆପଣଙ୍କୁ ଏହି ଭଳି ଡବା ସବୁ ରୁମରେ ରଖିବା ଉଚିତ । ଏହା ଛଡା ପତଳା ସୂତା କପଡାରେ ବାନ୍ଧି ଆପଣ ସବୁ ସଦସ୍ୟ ମାନଙ୍କୁ ଦେଇ ପାରନ୍ତି ଯାହା ଦ୍ଵାରା ସମସ୍ତଙ୍କୁ ଯେତେବେଳେ ଦରକାର ସେ ଏହାକୁ ଶୁଙ୍ଘି ପାରିବେ । ଏହି ମିଶ୍ରଣ ସୁଙ୍ଘିବା ଦ୍ଵାରା ଆପଣଙ୍କ ବେକ ଠାରୁ ଫୁସ ଫୁସ ପର୍ଯ୍ୟନ୍ତ ନଳୀ ସଫା ହୋଜିବ ଆଉ କୌଣସି ପ୍ରକାର କଫ ଜମିକି ରହିବ ନାହିଁ ଆଉ ଆପଣଙ୍କୁ ନିଶ୍ଵାସ ନବାରେ ସାହାଯ୍ୟ ହବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *