ପାଠରେ ମନ ଲାଗୁନଥିଲେ ପଢିବାର 15 ମିନିଟ ପୂର୍ବରୁ କରନ୍ତୁ ଏହି ଉପାୟ

ସବୁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏହି ଅସୁବିଧା ହୋଇଥାଏକି ଯେବେ ଆମେ ପଢିବାକୁ ବସିଥାଉ ପୁରା ମନ ବନାଇ ଥାଉକି ତିନି ଘଣ୍ଟାରେ ଏହି ପାଞ୍ଚୋଟି ବିଷୟ ମନେରଖିକି ଉଠିବୁ ।  କିନ୍ତୁ ଦାସ ମିଳିତ ପରେ ଆମ ମନ ଆଉ କୌଣସି ଉଣିଆକୁ ପଳେଇଯାଇଥାଏ । ଆଉ ଆମ ହାତରେ ଯେଉଁ ପେନ କି ପେନସିଲ ଥାଏ ଆମେ ସେଥିରେ ଖେଳିଥାଉ । ଆଉ ଯେବେ ଏହି ପେନସିଲ କି ପେନ ହାତରୁ ତଳୁକୁ ପଡିଥାଏ । ସେବେ ଆମକୁ ଯାଇ ହୋସ ଆସିଥାଏ ।  ତାପରେ ଭାବି ଥାଉ ପଥ ଉପରେ କେମିତି ଧ୍ୟାନ ଦେବା । ଆଜି ଆମେ ଦୁଇଟି ଏକ୍ଟିଭିଟିରୁ ଜାଣିବା ଆପଣଙ୍କ ଏହି ଦୁଇଟି ଭିତରୁ ସହଜ ଲାଗିବା ଆପଣ ତାକୁ ପଢିବାର ୧୫ ମିନିଟ ପୂର୍ବରୁ କରିବା ।


ତାପରେ ଦେଖିବେ  କେମିତି ଫୋକସ ବନିବ ପଢିବାରେ, ଆଉ ଯାହା ପଢିଥିବେ ଦେଖିବେ କେମିତି ମନେରହିବ । ଆସନ୍ତୁ ଦେଖିବା ପ୍ରଥମ ଏକ୍ଟିଭିଟିକୁ ଏଥିପାଇଁ ଦରକାର ଗୋଟିଏ ଇଂଗ୍ଲିଶ ନ୍ଯୁଜ ପେପର ଓ ପେନ । ପେପର ନୂଆ ହେଉକି ପୁରୁଣା ଏଥିରେ କିଛି ଫରକ ପଡିବ ନହିଁ । ନ୍ଯୁଜ ପେପରର କୌଣସି ଗୋଟିଏ ସେକ୍ସନ ଚୁଜ କରନ୍ତୁ ଆଉ ତାକୁ ପଢିବା ଆରମ୍ଭ କରନ୍ତୁ ।  ଆଉ ଯେବେବି କୌଣସି ଇଂଗ୍ଲିଶ ଲେଟରରେ ଇ ଆସୁଛି ତାକୁ ସରକଲ କରନ୍ତୁ ।


ଆଉ ଏହାକୁ ଧ୍ୟାନ ଦେଇ ବୁଝନ୍ତୁ । ପୁରା ପାରାଗ୍ରାଫରେ ଯେଉଁଠି ଯେଉଁଠି ଇ ଆସିବ ଆପଣ ତାକୁ ଗୋଲ ବନେଇବ । ଇ ଆମେ ଏଥିପାଇଁ ଚୁଜ କଲୁ କାରଣ ତାକୁ ଅଧିକ ୱାର୍ଡରେ ଆସିଥାଏ । ଯଦି ଆପଣ ଚାହିଁବେ ଅଲଗା ଲେଟର ମଧ୍ୟ ଚୁଜ କରିପାରିବ । ଆପଣ ଧ୍ୟାନ ରଖିବେକୀ ଯେଉଁ ପାରାଗ୍ରାଫ ପଢୁଛନ୍ତି ସେ ମିସ ଯେମିତି ନହୁଏ । ଏହା ଗୋଟିଏ ଚ୍ୟାଲେଙ୍ଗ ଗୋଟିଏ ମାଇନ୍ଡ ଏକ୍ସାର୍ସାଇଯ ପାଇଁ । ଏହି ଏକ୍ଟିଭିଟି ଠିକରେ କରିବା ଦରକାର । ଯାହାବି ହେଉ ଫୋନ ଋଂ ହେଉକି ଡୋରବେଲ ରିଙ୍ଗ ହେଉ ।


ପ୍ରତେକ ଧ୍ୟାନ ହତଉଥିବା ଜିନିସରୁ ଦୂରେଇ ରହିବା ଆବଶ୍ୟକ ହୋଇଥାଏ । ଏହି ଏକ୍ଟିଭିଟି କରିବା ଦ୍ଵାରା ଆପଣଙ୍କ ଦିସଟ୍ରାକଟିକ ମାଇନ୍ଡ ୱାର୍ମଅପ ହୋଇଯିବ । ଏହି ସମୟରେ ଆପଣଙ୍କ ମାଇଣ୍ଡ ଫର୍ମରେ ଥିବା ଆଉ ସେହି ସମୟରେ ଟେକ୍ସଟ ବୁକ ଧରି ପଢିବାରେ ଲାଗିଯେବେ । ଆପଣ ଦେଖିବେକୀ ଆପଣଙ୍କ ମାଇଣ୍ଡ ଆଗ ଅପେକ୍ଷା ବହୁତ ଅବଜର୍ଭ କରିବ । ଆଉ ବହୁତ ଜଲ୍ଦି ଆପଣ ପଥକୁ ମନେ ରଖିପାରିବେ  । ଏହି ଏକ୍ସରସାଇଜ ଗୋଟେ ମେଡିଟେସନ ଅଟେ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *