Ajay Devgnଙ୍କ 3 girlfriends ଯିଏ ଦେଖିବାକୁ ସ୍ଵର୍ଗର ଅପ୍ସରୀ ଭଳି

ଅଜୟ ଦେବଗନ ବଲିଉଡ ଜଗତ ବହୁତ ବଡ ଅଭିନେତା ଅଟନ୍ତି, ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଭଲ ଭଲ ଏକସନ୍ ଫିଲ୍ମ୍ କରୁଛନ୍ତି ଆଉ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଛି । ଅଜୟ ଦେବଗନ ଆଗରୁ ଦେଖିବାକୁ ବହୁତ କଳା ଥିଲେ ତାଙ୍କ ରଙ୍ଗ ବହୁତ କମ ଥିଲା ତାଙ୍କୁ ଦେଖି କେହି କହିବେ ନାହିଁ ଜେ ସେ ଅଭିନେତା ଅଟନ୍ତି କିନ୍ତୁ ଅଜୟ ବହୁତ ପରିଶ୍ରମ କଲେ ଆଉ ଆକସ୍ନ ଦୁନିଆରେ ନିଜର ଏମିତି ଗୋଟେ ନା ଲେଖିଲେ ଯାହା ବର୍ତମାନ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ମନ କିଣିଛି ।

ତେବେ ଆଜି ଆମେ ଆପଣଙ୍କୁ ଅଜୟଙ୍କ ଗାର୍ଲ୍ ଫ୍ରଣ୍ଡ୍ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଏହା ଆଗରୁ ଆପଣଙ୍କୁ କହିବାକୁ ଚାହୁଁଛୁ ଜେ ଅଜୟ  ଦେବଗନଙ୍କୁ ୩୨ ଟି ପୁରକ୍ସ୍କାର ମିଳିଛି ଯାହା ବହୁତ ବଡ କଥା ଅଟେ ଏହା ଛଡ଼ା ତାଙ୍କୁ ପଦମ ଶ୍ରୀ ପୁରସ୍କାର ମିଳିଛି ଆଉ ସ୍କ୍ରିନ ଆଵାର୍ଡ ଭଳି ବହୁତ ମୂଲ୍ୟବାନ ଆଵାର୍ଡ୍ ମଧ୍ୟ ମିଳିଛି ।

୧- କରିଶ୍ମା କପୁର :

ଫୁଲ ଔର କାଣ୍ଟେ ଏହି ଫିଲ୍ମ କରିଶ୍ମା ଆଉ ଅଜୟ ଦେବଗନ ଙ୍କ ପ୍ରଥମ ଫିଲ୍ମ୍ ଥିଲା ଦୁହିଁଙ୍କ ଯୋଡ଼ି ବହୁତ ଭଲ କାମ କରିଥିଲା ଦର୍ଶକ ମାନେ ଦୁହିଁଙ୍କ ଯୋଡିକୁ ବହୁତ ଭଲ ପାଉଥିଲେ । ଏହି ଫିଲ୍ମ ପରେ ଦୁହେଁ ବହୁତ ଫିଲ୍ମରେ ଏକାଠି କାମ କରିଥିଲେ ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ ପସନ୍ଦ କରୁଥିଲେ କିନ୍ତୁ ଦୁହିଙ୍କ ମଧ୍ୟରେ ସମ୍ପର୍କ ଗଭୀର ହବାକୁ ଲାଗିଲା ଆଉ ଦୁହେଁ ପରସ ପରକୁ ବହୁତ ଭଲ ପାଇଲେ କିନ୍ତୁ କିଛି ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗି ଗଲା ।

୨- ରବିନା ଟନଡନ :

ରବିନା ଙ୍କୁ କିଏ ଅବା ଜାଣି ନାହିଁ, ତାଙ୍କ ଅଭିନୟ ଆଉ ସୁନ୍ଦରତା ବିଷୟରେ ଆଜିବି ଲୋକେ କଥା ହୁଅନ୍ତି ଆପଣଙ୍କୁ ଏହା ଜାଣି ବହୁତ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ ରବିନା ତାଙ୍କ ବୟସ ଅନୁଯାଇ ଦେଖା ଯାଆନ୍ତି ନାହିଁ । ଅଜୟ ଓ ରବିନା ଙ୍କ ପ୍ରେମ ସମ୍ପର୍କ ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ସମ୍ପର୍କ ମଧ୍ୟ ବହୁତ ଅଧିକ ଦିନ ଚାଲିଲା ନାହିଁ ଆଉ ଦୁହେଁ ବହୁତ ଶିଘ୍ର ଅଲଗା ହୋଇ ଗଲେ କିନ୍ତୁ ବର୍ତମାନ ମଧ୍ୟ ଦୁହିଁଙ୍କ ସମ୍ପର୍କ ଭଲ ଅଛି ଆଉ ଦୁହେଁ ଭଲ ସାଙ୍ଗ ଅଛନ୍ତି ।

୩- କାଜୋଲ :

ଆଜି କାଜୋଲ୍ ଆଜୟଙ୍କ ସ୍ତ୍ରୀ ଅଛନ୍ତି କିନ୍ତୁ ବହୁତ ବର୍ଷ ଆଗରୁ ଦୁହେଁ ଏକାଠି କାମ କରୁଥିଲେ ଦୁହିଁଙ୍କ ପ୍ରଥମ ଫିଲ୍ମ୍ ଥିଲା ” ହଲଚଲ” ଏହି ଫିଲ୍ମ ପରେ ଦୁହେଁ ଏକାଠି ଆସିଲେ ଆଉ ୧୯୯୯ରେ ଦୁହେଁ ବିବାହ କଲେ । ସମସ୍ତେ କହିଲେ ଏହି ବିବାହ ଅଧିକ ଦିନ ଚାଲିବ ନାହିଁ କାହିଁକି ନା ଦୁହେଁ ବହୁତ ଅଲଗା ଅଛନ୍ତି କାଯୋଲ ବହୁତ କଥା କୁହନ୍ତି ଆଉ ଅଜୟ ବହୁତ କମ କଥା କୁହନ୍ତି କିନ୍ତୁ ଦୁହିଁଙ୍କ ବିବାହ ଆଜିବି ସଫଳ ଅଛି ଆଉ ଦୁହେଁ ବହୁତ ଖୁସିରେ ମଧ୍ୟ ଅଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *