କେଶର ପାଣି ପିଇଲେ ଦୂର ହେବ ଏହି ୧୦ ଗମ୍ଭୀର ରୋଗ, ମହିଳା ଓ ପୁରୁଷ ଦୁହିଁଙ୍କ ପାଇଁ ବହୁତ ଲାଭକାରି

କେଶର ପାଣି ପିଇଲେ କେତେ ପ୍ରକାର ଗମ୍ଭୀର ରୋଗ ଦୂରେଇ ଯାଏ । କେଶର ଔସୋଧିଅ ଗୁଣରେ ଭରପୁର ଥାଏ । କେଶର ଅବା କେଶର ପାଣି ଅତ୍ୟଧିକ ସେବନ କରିବା ଭଲ ନୁହେଁ । କେଶର ମସଲା ବନେଇବା ପାଇଁ ଷ୍ଟିଗ୍ମା ପ୍ରୟୋଗ କରାଯାଏ । କେଶର ମସଲାର ଗୋଟେ ପାଉଣ୍ଡ ଉତ୍ପାଦନ ପାଇଁ ୭୫,୦୦୦ କେଶର ଫୁଲ ଦରକାର ପଡେ । କେଶର ଚାଷ ପ୍ରଚୁର ଭାବରେ କରଯାଇ ଥାଏ ଏବଂ ଏହାର ଚାଷ ହାତ ରେ କରା ଯାଏ ।

ଏହାକୁ ଚାଷ କରିବା ପାଇଁ ଅଧିକ ପରିଶ୍ରମ ହେଉଥିବାରୁ କେଶରର ଦାମ ଅଧିକ ଥାଏ । କେଶର ର ଉପଯୋଗ ଆସ୍ଥମା, କଫ, ଶୁଖିଲାକାସ ରୋକିବା ପାଇଁ କରାଯାଏ । ଏହାର ଉପଯୋଗ ନିଦ ସମସ୍ୟା, କ୍ୟାନ୍ସର, ଏଥେରୋସ୍କ୍ଲେରୋସୀସ, ବାନ୍ତି ପେଟ ଗ୍ୟାସ, ଚିନ୍ତା ଓ କେତେ ପ୍ରକାର ରୋଗ ପାଇଁ କରା ଯାଏ ।

ଏହା କେମିତି କାମ କରେ ?

କେଶର ରେ ଏମିତି ଏକ ରାସାୟନିକ ପଦାର୍ଥ ଅଛି ଯାହା କି ମନ ବଦଳାଇ ଥାଏ, କ୍ୟାନ୍ସର କୋସିକାକୁ ମାରିଥାଏ ଏବଂ ଏଂଟୀଆକ୍ସିଡେଂଟ ଭଳି କାମ କରେ । କେଶର ପାଣି ନିୟମ ଅନୁଯାଇ ଯଦି ଆପଣ ସବୁଦିନ ପିଅନ୍ତି ତାହେଲେ ଆପଣଙ୍କୁ କୌଣସି ପ୍ରକାର ରୋଗ ହେବ ନାହି । ହେଲେ ଆମେ ଆପଣଙ୍କୁ ଜଣେଇଦବାକୁ ଚାହୁଁଛୁକି କେଶର ର ଅତ୍ୟଧିକ ସେବନ ଦେହ ପାଇଁ ଖରାବ ଓ ଏହାର ପ୍ରୟୋଗ ଚିକିତ୍ସକ ଙ୍କୁ ପଚାରିକି କରନ୍ତୁ ।

କେଶର ପାଣି ର ଅନ୍ୟ କେତୋଟି ଲାଭ :

–      ଚେହେରା  ସୁନ୍ଦର ଦେଖା ଯାଏ ।

–      କେସ ବଢେଇବା ଓ ସୁନ୍ଦର ଦେଖାଯିବା ରେ ସାହାଜ୍ଯ କରେ ।

–      ମହିଳା ମାନଙ୍କ ମହାବାରି ସମୟ ରେ ଦରଜ କମ କରିଥାଏ ।

–      ମାନସିକ ରୋଗ ଭଲ କରି ଥାଏ ।

–     ଆଖି ରୋଗ ଭଲ କରି ଥାଏ ।

କେଶର ର ସାଇଡ ଇଫେକ୍ଟ ଏବଂ ଏଲର୍ଜୀ :

କେଶର ର ଅତ୍ୟଧିକ ସେବନ ଶରୀରରେ ଦୁଷ୍ପ୍ରଭାବ ପକାଇ ଥାଏ, ସେଥିପାଇଁ ଏହାକୁ ଧ୍ୟାନ ସହ ଉପଯୋଗ କରା ଯାଏ । କେଶର ର ଅଧିକ ସେବନ ରକ୍ତ ଝାଡା, ମୁଣ୍ଡ ବୁଲେଇବା, ବାନ୍ତି, ଶ୍ରେଳସ୍ମା ଝିଲି, ଚେହେରା ଏବଂ ଆଙ୍ଖି ର ହଳଦିଅ ହବା ଆଦି ହୋଇପାରେ । କେଶର ୧୨ ରୁ ୨୦ ଗ୍ରାମ ଅଧିକ ଖାଇଲେ ମଣିଷ ର ମୃତ୍ୟୁ ହୋଇପରେ ।

Leave a Reply

Your email address will not be published. Required fields are marked *