ପାଣି ଭରା ବାଲ୍ଟିରେ ପଡି ଛଟ ପଟ ହୋଇ ମରିଗଲା ଗୋଟେ ବର୍ଷର ଝିଅ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ମକନ୍ଦପୁର ଜାଗା ରେ ରବିବାର ଦିନ ଗୋଟେ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ଗୋଟିଏ ବର୍ଷର ଛୋଟ ଛୁଆ ର ବାଲ୍‍ଟୀ ରେ ବୁଡି ମୃତ୍ୟୁ ହୋଇଛି । ଜଲ୍ଦି ଜଲ୍ଦି ରେ ହସ୍ପିଟାଲ ନିଆ ଗଲା ହେଲେ ବଞ୍ଚେଇ ପାରିଲେନାହିଁ । ମକନ୍ଦପୁର ରେ ରବିବାର ଦିନ ଖେଳୁଥିବା ସମୟ ରେ ବାଥରୂମରେ ରଖାହୋଇଥିବା ଭର୍ତ୍ତି ବାଲ୍‍ଟୀ ରେ ବୁଡି ୧୪ ମାସ ଝିଅ ର ମୃତ୍ୟୁ ହୋଇଅଛି ।

ଘରଲୋକେ ପୁଲିସ ରେ କୌଣସି ପ୍ରକାର ର ଅଭିଯୋଗ କରିନାହାନ୍ତି ଓ ଶବ ର ପୋସ୍ଟମର୍ଟମ ବି କରେଇନାହାନ୍ତି । ମକନ୍ଦପୁର ର କାରୋବାରୀ କହ୍ନେୟା ତ୍ୟାଗୀ ପରିବାର ସହ ରୁହନ୍ତି । ତାଙ୍କର ଗୋଟିଏ ୫ ବର୍ଷ ର ପୁଅ ଆୟୁସ ଓ ୧୪ ମାସ ର ଝିଅ ଅବନୀ (ଡଲି) ଅଛନ୍ତି । ପରିଜନକ ଅନୁଜାଇ ରବିବାର ୧୧ଟା ବେଳେ ଅବନୀର ମା ବାଥରୂମ ରେ କପଡା ସାଫା କରୁଥିଲେ । ଏହି ସମୟ ରେ ଅବନୀ କୁ ଗାଧୋଇବାର ଥିଲା । ଅବନୀ ସେହି ବାଥରୂମ ରେ ଖେଳୁଥିଲା ।

ମା ଜେତେବେଳେ ରୂମରୁ କପଡା ଆଣିବାକୁ ଗଲେ ଓ ଫେରିକି ଦେଖିଲେ ତାଙ୍କ ଝିଅ ବାଲ୍‍ଟୀ ରେ ହାମୁଡି କି ପଡିଛି । ଏହା ଦେଖି ତାଙ୍କ ମୁଣ୍ଡ କାମ କଲା ନାହିଁ ଓ ଜେତେବେଳେ ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର ତାକୁ ମୃତ ଘୋଷିତ କରିଦେଲେ ।

ଷ୍ଟୁଲ ଉପରେ ଚଢିକି ବାଲ୍‍ଟୀ ରେ ପଡିବା ର ଆଶଙ୍କା :

ପରିଜନ ମାନକ ଆନୁଜାଇ ଗାଧୋଇବା ଘରେ ଛୋଟ ଷ୍ଟୁଲ ଥିଲା । ଆଶଙ୍କା କରାଜାଉଛି ଜେ ପାଣି ସହ ଖେଳିବାପାଇଁ ଅବନୀ ଷ୍ଟୁଲ ରେ ଚଢିଥିବ ଏବଂ ପାଣି ରେ ଅନେଇବା ପାଇଁ ମୁଣ୍ଡ ନୂଆଁଇଥିବ ଓ ପାଣି ରେ ପଡିଯାଇଥିବ ।

ପରିବାର ଲୋକଙ୍କ କାନ୍ଦି କାନ୍ଦି ଅବସ୍ତା ଖରାବ :

ଅବନୀ ପରିବାର ରେ ସମସ୍ତଙ୍କ ଗେଲ୍ହି ଥିଲା । ପରିବାର ଲୋକେ ପ୍ରେମ ରେ ତାକୁ ଡଲି ଡାକୁଥିଲେ । ତା ମୃତ୍ୟୁ ରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଛୋଟ ଛୁଆ ଘର ର ଜୀବନ ଥାନ୍ତି ଘର ଲୋକେ ଛୁଆଙ୍କ ବୀନା ରହିବା ଜମା ଭଲପାଆନ୍ତି ନାହିଁ । ଅବନୀ ମା ର ଏଇ ଘଟଣା ପରେ ଅବସ୍ତା ଖରାପ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *