ଏହାର କେବଳ ଗୋଟିଏ ପତ୍ର କେଶ ଝଡ଼ିବା ସବୁଦିନ ପାଇଁ ବନ୍ଦ କରିଦେବ- Hair Fall Treatment

ଆଜିକାଲି କେଶ ଝଡିବା ସମସ୍ଯା ପ୍ରାୟତ ଅନେକ ଲୋକ ମାନେ ସାମନା କରୁଛନ୍ତି । ଏହା ଏକ ଏମିତି ସମସ୍ଯା ଅଟେ ଯାହା ଠାରେ ଆରମ୍ଭ ହେଲେ କେଶ ଝଡିବା ବନ୍ଦ ହୁଏ ନାହି । ଏଭଳି କ୍ଷେତ୍ରରେ ଅନେକ ଲୋକ ମାନେ କିଛି ହୋମ ରେମେଡି ସହ ଅନେକ ପ୍ରକାର ର ତେଲ ବା ଶ୍ୟାମ୍ପୋର ପ୍ରୟୋଗ କେଶରେ କରିଥାନ୍ତି । କିନ୍ତୁ କିଛି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କ ଏମିତି ଦୁଇଟି ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା କେଶ ଝଡିବା ସମସ୍ଯା ଦୂର ହୋଇ ପାରିବ ।

କେଶ ଝଡିବା ସମସ୍ଯା ଦୂର କରିବା ପାଇଁ ପ୍ରଥମ ଉପଚାର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଦୁଦୁରା ଗଛର ପତ୍ର ଯାହା ଆପଣଙ୍କୁ ବହୁତ ସହଜରେ ମିଳିଯିବ । କିଛି ଦୁଦୁରା ପତ୍ର କୁ ଭଲ ଭାବେ ଧୋଇ ଦେଇ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏହା ପରେ ଏହାର ଭଲ ଭାବେ ପେଷ୍ଟ କରନ୍ତୁ ।

ଏହା ପରେ ଦୁଦୁରା ପତ୍ର ର ରସକୁ ଏକ ପାତ୍ରରେ ଛାଣି ଦିଅନ୍ତୁ । ଏହା ପରେ ନିଜ କେଶରେ ଏହାକୁ ଭଲ ଭାବେ ମାଲିସ କରନ୍ତୁ । ଏହି ରସ ଯେମିତି କେସର ମୂଳ ଯାଏଁ ଜୀବ ସେଥିପ୍ରତି ଧ୍ୟାନ ଦେବେ । ଏହାକୁ କିଛି ସମୟ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ ।

ଏହା ଏକ ଆୟୁର୍ବେଦିକ ଉପଚାର ହେବା ସହ ଚମତ୍କାରୀ ଉପାୟ ଅଟେ କେଶ ସମସ୍ଯା ଦୂର କରିବା ପାଇଁ । ଅନ୍ୟ ଏକ ଉପଚାର ହେଉଛି ଯାହା ପାଇଁ ଆବଶ୍ୟକ ରହିଛି ବଡ ଲୁଣ ବା ଗୋଟା ଲୁଣ । ଏହା ପରେ ଲୁଣର ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ଗୋଟା ଗୁଣ କୁ ଏକ କାଚ ପାତ୍ର ରେ ରଖି ଦିଅନ୍ତୁ ।

ରାତି ରେ ଶୋଇବା ପୂର୍ବ ରୁ ଏହି ଲୁଣ କୁ ଆପଣ ନିଜ କେଶ ରେ ଭଲ ଭାବେ ଲଗାନ୍ତୁ । ଏହି ଲୁଣ କୁ ଏମିତି ଲଗାନ୍ତୁ ଯେପରି ଏହା କେଶର ମୂଳ ଜାଣେ ଲାଗିବ । ଆପଣ ନିଜ କେଶ ଅନୁସାରେ ଏହି ଲୁଣ ନେଇ ଏହାକୁ ଭଲ ଭାବେ ମଶାଚ କରନ୍ତୁ ।

ଏହା ପରେ ସକାଳେ ଆପଣ ନିଜ କେଶ ଧୋଇ ପାରିବେ । ଏହି ଉପଚାର ଆପଣ ୭ ଦିନ କରିଲେ ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ କେଶ ଝଡୁଥିଲେ ତାହା ଧୀରେ ଧୀରେ ବନ୍ଦ ହେବାରେ ଲାଗିବ । ଏହା ଥିଲା ସେହି ଦୁଇଟି ଉପଚାର ଯାହାର ପ୍ରୟୋଗ ଦ୍ଵାରା କେଶ ଭଳି ସମସ୍ୟାର ସମାଧାନ ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *