କେତେ ବି ମୋଟା ପେଟ ହେଉ 2 ଥର ଏହି ପାଣି ପିୟନ୍ତୁ, ତା ପରେ ଦେଖନ୍ତୁ ଚମତ୍କାର- Health Tips

ବନ୍ଧୁଗଣ ଆଜିକାଲି ମୋଟାପଣ ପ୍ରାୟତ ସବୁ ଲୋକଙ୍କ କ୍ଷେତ୍ର ରେ ଦେଖା ଯାଉଛି । ଏହାର ମୁଖ୍ୟ କାରଣ ହେଉଛି ଅଧିକ ତେଲ ଜାତୀୟ ଖାଦ୍ଯ ଖାଇବା । ଏହା ବ୍ଯତୀତ ଗୋଟିଏ ଜାଗାରେ ଅଧିକ ସମୟ ବସି ରହି କାମ କରିଲେ ମଧ୍ୟ ପେଟରେ ଚର୍ବି ବଢିଥାଏ । ଯାହା ଦ୍ଵାରା ମୋଟାପା ଭଳି ସମସ୍ଯା ଦେଖାଯାଏ । ତେବ ମୋଟାପଣ ପ୍ରାୟତ ମହିଳା ମାନଙ୍କ କ୍ଷେତ୍ର ବ୍ରେ ଅଧିକ ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କୁ ମୋଟାପଣ ଦୂର କରିବା ପାଇଁ ଏକ ହୋମ ରେମେଡି ବିଷୟରେ କହିବାକୁ ଯାଉଛୁ ।

ମୋଟାପଣ ଦୂର କରିବା ପାଇଁ ଏକ ଲିଟର ପାଣି ନିଅନ୍ତୁ । କାରଣ ଏହାକୁ ସକାଳୁ ଖାଲି ପେଟରେ, ଅପରାହ୍ନର ଅଧ ଘଣ୍ଟା ପୂର୍ବରୁ ଓ ରାତିରେ ଖାଇବା ପରେ । ଏହାକୁ ୩ ଥର ସେବନ କରିବାକୁ ହେବ । ଏହା ପରେ ପାଣିରେ ତେଜପତ୍ର ପକାନ୍ତୁ ଯାହା ମୋଟାପଣ ଓ ସ୍କିନ ଜନିତ ସମସ୍ୟା ଦୂର କରିବା ସହାୟକ ହୋଇଥାଏ ।

କାରଣ ତେଜପତ୍ରରେ କ୍ୟାଲସିୟମ, ପୋଟାସିୟମ, ଭିଟାମିନ-ସି, ଆଇରନ, କପର, ସିଲିକନ ପ୍ରଚୁର ପରିମାଣରେ ରହିଛି । ଏହା ପରେ ଆଡ କରନ୍ତୁ ଡାଲଚିନି ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଯଦି ଠିକ ଭାବେ ପାଚନ କ୍ରିୟା ହେଉ ନାହି ତେବେ ଡାଲଚିନି ସେବନ କରିବା ଉଚିତ । ଏହା ପରେ ଆବଶ୍ୟକ ରହିଛି ଅଳେଇଚ ଯାହା ଆମ ମେଟାବୋଲିଜିମ ହାଏ କରିବା ସହ ମାନସିକ ଚାପ ରୁ ରିଲାକ୍ସ ଦେଇଥାଏ ।

ଗୁଜୁରାତି କୁ ଖୋଲି କରି ପାଣିରେ ପକାଇବେ ଯାହାର ପୋଷକ ତତ୍ଵ ପଣିରେ ଭଲ ଭାବେ ମିଶ୍ରଣ ହେବ । ଏହା ପରେ ଆଡ କରନ୍ତୁ ଜୀରା ଯାହା ଆମେ ଖାଇବାରେ ବ୍ୟବହାର କରିଥାଉ । ଜୀରା ଖାଇବା ଦ୍ଵାରା କବଚ, ଗ୍ଯାସ, ଏସିଡତିତି ଭଳି ସମସ୍ଯା ଦୂର ହୋଇଥାଏ । ଏକ ଚାମଚ ଜୀରା ପାଣିରେ ଆଡ କରନ୍ତୁ । ଏବ ଏହି ପାଣିକୁଆ ୧୫ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ ।

ଏହା ପରେ ପାଣିର ରଙ୍ଗ ପୁରା ବଦଳିଯିବ । ଏହା ପରେ ପାଣିକୁ ଏକ ପାତ୍ର ରେ କାହାଣୀ ଦିଅନ୍ତୁ । ଏହାର ସେବନ ସକାଳେ ଖାଲି ପେଟରେ, ମଧ୍ୟାହ୍ନରେ ଖାଇବା ପୂର୍ବରୁ ଓ ରାତିରେ ଖାଇବା ପରେ ସେବନ କରି ପାରିବେ । ଏହାର ସେବନ କରିବା ଦ୍ଵାରା ୟୁରିକ ଏସିଡ କମ କରିବା ସହ ମୋଟାପା ମଧ୍ୟ କମ ହୋଇଥାଏ । ଏହା ସହ ଆମ ସ୍କିନ ରେ ଗ୍ଲୋ ମଧ୍ୟ ଆସିଥାଏ । ଏହା ସହ ହେୟାର ଫଳ ମଧ୍ୟ କମ ହୋଇଥାଏ ।

ଆପଣ ଚାହିଁଲେ ଏଥିରେ ଲେମ୍ବୁ ଆଡ କରିପାରିବେ । ଏହାର କିଛି ଦିନ ମାତ୍ର ସେବନ କରିବା ଦ୍ଵାରା ମୋଟାପଣ ବହୁତ ଜଲ୍ଦି ଦୂର ହେବ । ଏମିତିକି ଶରୀର ପୁରା ସ୍ଲିମ ହୋଇଯିବ । ଆପଣମାନେ ଥରେ ଏହା ଟ୍ରାଏ କରି ଦେଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *