ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହା କି ଆପଣଙ୍କ ସାଧାରଣ ଜ୍ଞାନ କୁ ବୃଦ୍ଧି କରିବାରେ ସାହାଜ୍ଯ କରିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ଅଟେ । ଏହି ପ୍ରଶ୍ନ ଓ ଉତ୍ତର ବିଷୟରେ ପାଠ ପଢୁଥିବା ପିଲା ମାନେ ପଢି ପାରିବେ ।
୧- ମିଛ କହିବା ସମୟରେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ ?
ଉତ୍ତର- ନାକ
୨- ଭାରତର କେଉଁ ରାଜ୍ଯରେ ପୁଅ ଝିଅ ଏକାଠି ବୁଲି ପାରିବେ ନାହି ?
ଉତ୍ତର- ମିଜୋରାମ
୩- କେଉଁ ଜୀବ ଅଛି ଯିଏ ଜୀବନରେ ନିଜ ମାକୁ ଦେଖିପାରେ ନାହି ?
ଉତ୍ତର- ବିଛା
୪- ଏମିତି କେଉଁ ପକ୍ଷୀ ଅଛି ଯିଏ ଜୀବନ କାଳରେ ଗଛରେ ବସେ ନାହି ?
ଉତ୍ତର- ଟିଟୋନୀ
୫- କେଉଁ ଜୀବ ଅଛି ଯିଏ ପୁରା ଜୀବନରେ ସୁଏ ନାହି ?
ଉତ୍ତର- ବୁଲଫ୍ରଗ
୬- ମନୁଷ୍ୟ ୨୪ ଘଣ୍ଟାରେ କେତେ ଥର ନିଶ୍ଵାସ ନେଇଥାଏ ?
ଉତ୍ତର- ୧୮ରୁ ୩୦ ହଜାର
୭- ବିଶ୍ବରେ କେଉଁ ଦେଶରେ ଗୋଟିଏ ବି ନଦୀ ନାହି ?
ଉତ୍ତର- ସାଉଦି ଆରବ
୮- କେଉଁ ପ୍ରାଣୀ ଯିଏ ନରରୁ ମାଦା ହୋଇଥାଏ ?
ଉତ୍ତର- ଝିଟିପିଟି
୯- ଡିଏସପିକୁ ହିନ୍ଧୀରେ କଣ କୁହାଯାଏ ?
ଉତ୍ତର- ପୋଲିସ ଅଧକ୍ଷ
୧୦- ମଧ୍ୟପ୍ରଦେଶରେ କୁମ୍ଭ ମେଳା କେଉଁଠାରେ ହୋଇଥାଏ ?
ଉତ୍ତର- ଉଜ୍ଜେନ
୧୧- ଭାରତରେ ପ୍ରଥମେ IAS ପରୀକ୍ଷା କେବେ ହୋଇଥିଲା ?
ଉତ୍ତର- ୧୯୫୦ରେ
୧୨- କେଉଁ ଦେଶରେ କେବଳ ୪୦ ମିନିଟ ପାଇଁ ରାତି ହୋଇଥାଏ ?
ଉତ୍ତର- ନରବେ
୧୩- ସବୁଠାରୁ ଅଧିକ ଦିନ ଯାଏଁ କେଉଁ ପ୍ରାଣୀ ବଞ୍ଚିଥାଏ ?
ଉତ୍ତର- କଇଁଛ
୧୪- ଭଗବାନ ବୁଦ୍ଧଙ୍କୁ ଜ୍ଞାନ କେଉଁଠାରେ ପ୍ରାପ୍ତ ହୋଇଥିଲା ?
ଉତ୍ତର- ବୋଧଗୟା
୧୫- ଏମିତି କେଉଁ ପଶୁ ଯିଏ ୩୦ଫିଟ ଯାଏଁ ଡେଇଁପାରେ ?
ଉତ୍ତର- କଙ୍ଗାରୁ
୧୬- ଗୌତମ ବୁଧ ତାଙ୍କର ପ୍ରଥମ ଉପଦେଶ କେଉଁଠାରେ ଦେଇଥିଲେ ?
ଉତ୍ତର- ସାରନାଥ
୧୭- ମାଙ୍କଡର ଔଶତ ଜୀବନ କାଳ କେତେ ଦିନ ହୋଇଥାଏ ?
ଉତ୍ତର- ୨୫ ବର୍ଷ
୧୮- ଭାରତର ସବୁଠାରୁ ବଡ ସହର କିଏ ?
ଉତ୍ତର- ମୁମ୍ବାଇ
୧୯- ଦେଶରେ ପ୍ରଥମ ବ୍ୟାଙ୍କର ନାମ କଣ ?
ଉତ୍ତର- ବ୍ଯାଙ୍କ ଅଫ ହିନ୍ଦୁସ୍ଥାନ
୨୦- କବାଡିର ଜନ୍ମଦାତା କେଉଁ ଦେଶକୁ ମାନାଯାଏ ?
ଉତ୍ତର- ଭାରତ
୨୧- ନଡିଆ ଭାରତରେ କେଉଁଠାରେ ଉତ୍ପାଦନ ହୋଇଥାଏ ?
ଉତ୍ତର- କେରଳ
୨୨- କେଉଁ ଫଳରେ କେବେ ବି ପୋକ ଲାଗେ ନାହି ?
ଉତ୍ତର- କଦଳୀ
୨୩- ଯୋଦ୍ଧା ବାଇଙ୍କ ସ୍ଵାମୀଙ୍କ ନାମ କଣ ?
ଉତ୍ତର- ଅକବର
୨୪- ପୁରୁଷ ନିଜର ଭଉଣୀ, ସ୍ତ୍ରୀର ଦେଖିପାରେ କିନ୍ତୁ ତାର ମା ର ଦେଖିପାରେ ନାହି କୁହ ତାହା କଣ ?
ଉତ୍ତର- ବିବାହ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।