କେଉଁ କାରଣ ପାଇଁ ଭଗବାନ ଶ୍ରୀ କୃଷ୍ଣ ମହାଭାରତ ଯୁଦ୍ଧ ରେ ପୁରା ୧୮ ଦିନ ପର୍ଯ୍ୟନ୍ତ ଖାଇଲେ ବାଦାମ

ଭଗବାନ ଶ୍ରୀ କୃଷ୍ଣ ଛୋଟ ବେଳୁ ସବୁ ପ୍ରକାର ଳିଲା ଦେଖେଇ ଥିଲେ ଯାହା ଦ୍ଵାରା ନା କେବଳ ତାଙ୍କ ପ୍ରଜା ଏହା ଛଡା ତାଙ୍କ ନିଜ ଲୋକଙ୍କ ରକ୍ଷା ମଧ୍ୟ ହୋଇଥିଲା । ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ମହାଭାରତ ଭୟଙ୍କର ଯୁଧା ରେ କୃଷ୍ଣ ଠାକୁର ବହୁତ ଳିଲା କରିଥିଲେ ଓ ବିନା ଅସ୍ତ୍ର ଶସ୍ତ୍ର ରେ ପାଣ୍ଡବଙ୍କୁ ଜିତାଇ ଦେଇଥିଲେ । ଏହି ମହାଭାରତ ଯୁଧ ରେ ଭଗବାନ ଶ୍ରୀ କୃଷ୍ଣ ବହୁତ ଳିଲା ରଚିଥିଲେ ତା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଠାକୁରଙ୍କ ଲିଲା ବିଷୟରେ କହିବୁ ।

ଉଲ୍ଲେଖ ଅନୁଯାଇ ମହାଭାରତ ଯୁଧ ଆଗରୁ ଭଗବାନ ଶ୍ରୀ କୃଷ୍ଣ ପ୍ରତି ଦିନ ବାଦାମ ଖାଉଥିଲେ । ଅସଲ ରେ ତାଙ୍କ ବାଦାମ ଖାଇବା ପଛରେ ବହୁତ ବଡ ରହସ୍ୟ ଲୁଚିଥିଲା, ଯାହା ବିଷୟରେ କେବଳ ଗୋଟେ ଲୋକ ଜାଣିଥିଲେ ଓ ସେ ଥିଲେ ଓଡୁପୀ ରାଜ୍ୟ ର ରାଜା । ଏମିତି ମାନ୍ୟତା ଅଛି ଯେ ଭଗବାନ ବହୁତ ଳିଲା କରିଛନ୍ତି ଓ ଏହି ଳିଲା ପଛରେ ଗୋଟେ ଗପ ମଧ୍ୟ ଅଛି ।

କୁହା ଯାଏ ଯେ ଯେତେବେଳେ ପାଣ୍ଡବ ଓ କୌରବ ମଧ୍ୟ ରେ ଯୁଧ ଘୋଷଣା କରା ଗଲା ତେବେ ବହୁତ ରାଜାମାନଙ୍କୁ ଏହି ଯୁଧ ରେ ସମ୍ମିଲିତ ହବା ପାଇଁ ନିମନ୍ତ୍ର ଦିଆ ଗଲା ସବୁ ରାଜା ସମ୍ମିଲିତ ମଧ୍ୟ ହୋଇଲେ କିନ୍ତୁ ଉଡୁପୀ ଦେଶ ର ରାଜା କାହା ପକ୍ଷ ରେ ଲଢେଇ ନକରି ମଧ୍ୟ ଏହି ଯୁଧ ର ଭାଗ ହୋଇ ଥିଲେ । ତେବେ ଉଡୁପୀ ରାଜ୍ୟ ରାଜା ଭଗବାନ କୃଷ୍ଣଙ୍କୁ ଅନୁରୋଧ କଲେ ଯେ ଭଗବାନ ଏତେ ସନ୍ୟମାନେ ଲଢେଇ କରିବେ ସନ୍ଧ୍ୟା ରେ ଫେରି ତାଙ୍କୁ ପ୍ରଚୁର ଖାଦ୍ଯ ଦରକାର ପଡିବ ତେବେ ଉଡୁପୀ ଦେଶ ରାଜା ସବୁ ସନ୍ୟମାନଙ୍କୁ ଭୋଜନ ପ୍ରଦାନ କରିବା ପାଇଁ ଅନୁରୋଧ କଲେ ଯାହା ପରେ ଭଗବାନ ମାନି ଗଲେ କିନ୍ତୁ ଏହା ପରେ ଉଡୁପୀ ଦେଶ ରାଜା ଉପରେ ଅଲଗା ଚିନ୍ତା ଆସିଗଲା ।

ପ୍ରତି ଦିନ ସନ୍ୟ କମି କମି ଯାଉଥିଲେ ଓ କେଉଁ ଦିନ କେତେ ସନ୍ୟ କମିବେ ଏହାର ସଂଖ୍ୟା ନଥିଲା କେବେ ଖାଦ୍ଯ କମ ହେଇଯାଉଥିଲା ତ କେବେ ଖାଦ୍ଯ ଅଧିକ ହୋଇ ଯାଉଥିଲା ଓ ଉଡୁପୀ ରାଜା ଅସୁବିଧା ରେ ପଡି ଗଲେ । ଏହା ପରେ ଉଡୁପୀ ରାଜା ଭଗବାନ ପାଖକୁ ଗଲେ ଓ ନିଜ ଅସୁବିଧା କହିଲେ ଯାହା ପରେ ଭଗବାନ କହିଲେ ମୁଁ ପ୍ରତି ଦିନ ସକାଳେ ଯୁଧ କୁ ଯିବା ଆଗରୁ ବାଦାମ ଖାଇବି ମୁଁ ଯେତେ ବାଦାମ ଖାଇବି ତମେ ବୁଝି ଜୀବ ଯେ ଏତେ ହଜାର ସନ୍ୟ ଆଜି ମାରି ଯିବେ ଓ ତମେ ସେହି ଅନୁଯାଇ ଖାଦ୍ଯ ତିଆରି କରିବ ତେବେ ଏହା ଥିଲା ଭଗବାନଙ୍କ ବାଦାମ ଖାଇବା ରହସ୍ୟ ।

Leave a Reply

Your email address will not be published. Required fields are marked *