ଜାଣନ୍ତୁ କାହିଁକି ଘରେ ଏବଂ ଅଫିସରେ ଲଗାଇବା ଦରକାର ଦୌଡୁଥିବା ଘୋଡାର ଫଟୋ ?

ଏଥିରେ କୌଣସି ସନ୍ଦେହ ନାହିଁ କି ଗୋଟେ ମଣିଷର ଇଚ୍ଛା ଏତେ ଅଧିକ ହୋଇଥାଏ କି ସେ ସରିବାର ନାମ ହିଁ ନିଏନି । ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ମଣିଷକୁ ବହୁତ ସାରା ଟଙ୍କାର ଆବଶ୍ୟକ ପଡିଥାଏ । ଏହି ଦୁନିଆର ସବୁ ମଣିଷ ଧନୀ ହେବାକୁ ଚାହାନ୍ତି । ଟଙ୍କା କମାଇବା ଚକରରେ ମଣିଷ ଏହା ଭୁଲି ଯାଇଥାଏ କି ସେ ସେଟାବେଳେ ଧନୀ ହୋଇଥାଏ, ଯେତବେଳେ ତାର ନିଜ ସ୍ୱାସ୍ଥ୍ୟ ଠିକ ଥାଏ ଏବଂ ଏହା ସହିତ ତା ଭିତରେ ପଇସା କମାଇବାର ଶକ୍ତି ଭରପୁର ହୋଇରହିଥାଏ । ଯେଉଁ ମଣିଷ କଠିନ ପରିଶ୍ରମ କରିଥାଏ ତାକୁ ସଫଳ ହେବାରେ କେହି ରୋକୀ ପାରନ୍ତି ନାହିଁ ।

ଏହାଛଡା ଯଦି ବାସ୍ତୁ ଶାସ୍ତ୍ର ହିସାବରେରେ କାମ କରିବା ତାହେଲେ ବି ଆପଣଙ୍କୁ ବୃଦ୍ଧି ମିଳିଥାଏ ।

କେତେ ଥର ମଣିଷର କଠିନ ପରିଶ୍ରମ ସହିତ ତାର ଭଲ ଭାଗ୍ୟ ବି ବହୁତ ମହତ୍ବପୂର୍ଣ ହୋଇଥାଏ । ଏଠି ପାଇ ଆମେ ଆଜି ଆପଣଙ୍କୁ ଦୌଡୁ ଥିବା ଘୋଡାର ଏକ ଏମିତି ଉପାୟ ଆଣିଛୁ ,ଯାହାକୁ କରିବା ପରେ ସଫଳତା ଆପଣଙ୍କ ପାଖକୁ ଆସିବ । ଯଦି ଆପଣ ଆପଣଙ୍କ ଘରେ ଦୌଡୁ ଥିବା ଘୋଡାର ଫଟୋ ଆଣି ଆପଣଙ୍କ ଘର କାନ୍ଥରେ ଲାଗାଇବେ ତାହେଲେ ଆପଣ କରୁଥିବା କାମର ଗତି ବଢିବ । ଦୌଡୁ ଥିବା ଘୋଡାକୁ ସଫଳତା ,ତେଜ ,ଉନ୍ନତି ,ଏବଂ ତାକତର ପ୍ରତୀକ ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ୭ ଅଙ୍କଟି ସାର୍ବଭୋମିକ ଏବଂ ପ୍ରକୃତିକ ହୋଇଥାଏ । ଏହା ଛଡା ଇନ୍ଦ୍ରଧନୁ ରେ ବି ସାତଟି ରଙ୍ଗ ରହିଥାଏ ,ଏହା ସହିତ ସାତ ରୁଷି ,ବିବାହରେ ସାତ ଫେରା ଇତ୍ୟାଦିରେ ସାତ ଅଙ୍କ ରହିଅଛି । ସେଥିପାଇଁ ସାତ ଘୋଡାର ଫଟୋ ଆଣି ଲଗାଇଲେ ବହୁତ ଶୁଭ ହୋଇଥାଏ । ଯଦି ଆପଣ ଆପଣଙ୍କ ଅଫିସର ପ୍ରଗତି ବଢାଇବାକୁ ଚହନୁ ଛନ୍ତି ତାହେ ଆପଣ ଆପଣଙ୍କ ଚାମ୍ବର ରେ ସାତଟି ଦୌଡୁ ଥିବା ଘୋଡାର ଫଟୋ ଆଣି ମାରନ୍ତୁ । ଏହି ଫଟୋକୁ ଦକ୍ଷିଣ ଦିଗରେ ହିଁ ଲଗାନ୍ତୁ ।

ଏହା ଦ୍ଵାରା ନକରାତ୍ମକ ଶକ୍ତି ବି ନାଶ ହୋଇଥାଏ । ଏହା ଛଡା ଯଦି ଆପଣ କରଜରେ ପରିସାନ ଅଛନ୍ତି ତେବେ ଘର ବା ଅଫିସ ର ଉତ୍ତର ପଶ୍ଚିମ ଦିଗରେ ଆର୍ଟିଫିସିଆଲ ଘୋଡା ର ଯୋଡା ରଖନ୍ତୁ । ଆମେ ପାର୍ଥନା କରୁଛୁ କି ଏହି ଦୌଡୁ ଥିବା ଘୋଡାର ଫଟୋ ଲଗାଇବା ଫଳରେ ଆପଣ କିସ୍ମତ ବି ଦୌଡିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *