ଆପଣଙ୍କ ହାତରେ ଲୁଚି ରହିଛି ଆପଣଙ୍କର ରାଜ, ଜାଣନ୍ତୁ କଣ କହୁଛି ଏହି ରେଖା

କଣ କେବେ ଆପଣ ଆପଣଙ୍କ ହାତକୁ ଧ୍ୟାନର ସହ ଦେଖିଛନ୍ତି ? ଆଜିକାଲି ହାତଦେଖା ଏମିତି ଭାବେ ଚାଲିଛି ଏଥିପାଇଁ ଆମକୁ ଲାଗୁଛି କି ଆପଣ ବି ନିହାତି ଦେଖିଥିବେ । ଲୋକାମାନେ ମାନିଥାନ୍ତି କି ହାତ ଦେଖି ଲୋକମାନଙ୍କର ଭବିଷ୍ୟତ ବିଷୟରେ ଜଣାଯାଇଥାଏ । କିନ୍ତୁ ବେସୀ ଲୋକଙ୍କର ଧ୍ୟାନ କେବଳ ଭାଗ୍ୟରେଖା ,ଜୀବନରେଖା ଏବଂ ବିବାହରେଖା ପର୍ଯ୍ୟନ୍ତ ହିଁ ସୀମିତ ଥାଏ । ହାତର ରେଖାକୁ ଦେଖିବା ପରେ ଏମିତି ବହୁତ କମ ଲୋକଥାନ୍ତି ଯିଏ ଏଥିରେ କିଛି ଅନ୍ୟ ରେଖା ଉପରେ ବିଚାର କରିଥାନ୍ତି ।

ହାତ ଦେଖି ଏହାବି କୁହାଯାଇଥାଏ କି ବିବାହ ପରେ ସନ୍ତାନ କେମିତି ଏବଂ କେତୋଟି ଜନ୍ମ ହେବେ ।

କିନ୍ତୁ ସବୁଠାରୁ ଜରୁରୀ କଥା ଏହାକି କଣ ଆପଣଙ୍କୁ ହାତ ଦେଖିବାର ସେ ତରିକା ଜଣାଅଛି ,ଯାହା ଦ୍ଵାରା ଆପଣ ବି ଏହି ସବୁ କଥା ଜାଣିପାରିବେ । ହାତର ସବୁଠାରୁ ଛୋଟ ଆଙ୍ଗୁଠି ତଳେ ବୁଧପର୍ବତ ହୋଇଥାଏ ବିବାହ ରେଖା । ଯଦି ହାତରେ ଏହି ରେଖା ଗୋଟିଏରୁ ଅଧିକ ଥାଏ ଏହାକୁ ପ୍ରେମ ପ୍ରସଙ୍ଗ କୁହାଯାଇଥାଏ । ଏହି ରେଖା ଦ୍ଵାରା ବିବାହ ଏବଂ ସାଦିସୁଦା ଜୀବନରେ ଯୋଡା ଥିବା କେତେକ କଥା ବିଷୟରେ ବି କହିଥାଏ । ଏହି ପରିକା ଆହୁରି ବି ବହୁତ ସାରା ଜଣାଯାଇଥାଏ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ହାତରେ ଜୋତିଷ ଶାସ୍ତ୍ର ଅନୁସାରେ ସବୁଠାରୁ ଛୋଟ ଆଙ୍ଗୁଠି ତଳେ ବୁଧ ପର୍ବତ ଥାଏ । ବୁଧପର୍ବତ ପାଖରେ ଖଡିରେଖାକୁ ସନ୍ତାନ ରେଖା କୁହାଯାଇଥାଏ । ବିବାହ ରେଖା ରେଖା ଉପରେ ସିଧା ସନ୍ତାନ ରେଖା ସୁସ୍ତ ପୁତ୍ର ଏବଂ କମଜୋର ଝିଅର ସଂକେତ ଦେଇଥାଏ । ଏହା କୁହାଯାଇଥାଏ କି ଯଦି ସନ୍ତାନରେଖା ସେତିକି ସ୍ପଷ୍ଟ ହୋଇଥାଏ ଯେତେକି ତାଙ୍କ ସ୍ତ୍ରୀଙ୍କର ହୋଇଥାଏ ତାହେଲେ ବ୍ୟକ୍ତି ପିଲାମାନଙ୍କୁ ବହୁତ ଭଲ ପାଇଥାନ୍ତି ।

ଏମିତି କୁହାଯାଇଥାଏ କି ଯେଉଁ ଲୋକଙ୍କ ହାତରେ ସନ୍ତାନ ରେଖା ଛିଣ୍ଡି ଯାଇଥାଏ ତାହେଲେ ତାହାକୁ ଜୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଥାଏ କି ସନ୍ତାନ ସହିତ କିଛି ଖରାପ ହେବ । ହାତରେଖା ଶାସ୍ତ୍ରରେ ଏହା ବି କୁହାଯାଇଥାଏ କି ଯାହାର ବିବାହ ରେଖା ଆରମ୍ଭରେ ବା ଶେଷ ଦୁଇପଟକୁ ଯାଇଥାଏ ତାହେଲେ ସେଥିରେ ବିବାହ ଭାଙ୍ଗିବାର କାରଣ ବୋଲି କୁହାଯାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖା ଭଲ୍ଲାଗିଥାଏ ତେବେ ନିଶ୍ଚୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *