କେଉଁ ପ୍ରାଣୀ ନିଜ ଜୀବନରେ ପାଣି ଆଦୌ ପିଏ ନାହିଁ? ୯୯% ଲୋକ ଜାଣନ୍ତି ନାହିଁ ଉତ୍ତର

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ,ମଜାଦାର,ରହସ୍ୟମୟ,କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର । ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷା ରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା ।

ପ୍ରଶ୍ନ 1: କେଉଁ ଦେଶରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି?

ଉତ୍ତର: ନ୍ୟୁଜିଲ୍ୟାଣ୍ଡରେ

ପ୍ରଶ୍ନ 2: ମଣିଷ ଖାଦ୍ୟ ନ ଖାଇ କେତେ ଦିନ ବଞ୍ଚିପାରେ?

ଉତ୍ତର: 3 ସପ୍ତାହରୁ ଅଧିକ

ପ୍ରଶ୍ନ :: କେଉଁ ପ୍ରାଣୀ ନିଜ ଜୀବନ କାଳରେ ପାଣି ପିଅନ୍ତି ନାହିଁ?

ଉତ୍ତର: କଙ୍ଗାରୁ ରାଟ୍

ପ୍ରଶ୍ନ 4: ତାଲିକୋଟା ଯୁଦ୍ଧ କେଉଁ ବର୍ଷରେ ହୋଇଥିଲା?

ଉତ୍ତର: 1565 ରେ

ପ୍ରଶ୍ନ 5: ଭାରତର ସବୁଠାରୁ ବଡ ଜେଲ କେଉଁଟି?

ଉତ୍ତର: ତିହାର ଜେଲ୍ (ଦିଲ୍ଲୀ)

ପ୍ରଶ୍ନ 6: ଉଡ଼ୁନଥିବା ପକ୍ଷୀ କିଏ?

ଉତ୍ତର: ପେଙ୍ଗୁଇନ୍ ହେଉଛି ଏକ ପକ୍ଷୀ ଯାହା କେବେ ଉଡିପାରିବ ନାହିଁ

ପ୍ରଶ୍ନ 7: ଚିକିତ୍ସା ସହାୟତାର ପ୍ରତୀକ କ’ଣ?

ଉତ୍ତର: ରେଡ୍ କ୍ରସ୍

ପ୍ରଶ୍ନ 8: ବିପ୍ଳବ କିମ୍ବା ବିପଦର ସଙ୍କେତ କ’ଣ?

ଉତ୍ତର: ଲାଲ୍ ପତାକା

ପ୍ରଶ୍ନ 9: ହରିୟାଣାର ରାଜ୍ୟ ଫୁଲ କ’ଣ?

ଉତ୍ତର: ଲୋଟସ୍

ପ୍ରଶ୍ନ 10: ସର୍ବାଧିକ ଜଙ୍ଗଲ ଥିବା ରାଜ୍ୟ କେଉଁ?

ଉତ୍ତର: ମଧ୍ୟପ୍ରଦେଶ

ପ୍ରଶ୍ନ 11: LBW ଶବ୍ଦ କ’ଣ?

ଉତ୍ତର: କ୍ରିକେଟ୍ ର ଏକ ଶବ୍ଦ ଲେଗ ବିଫୋର ଉଇକେଟ

ପ୍ରଶ୍ନ 12: ବାୟୁମଣ୍ଡଳର କେଉଁ ସ୍ତର ଆମକୁ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣି ରଶ୍ମିରୁ ରକ୍ଷା କରେ?

ଉତ୍ତର: ଓଜୋନ

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *