ସ୍ତ୍ରୀ କେଉଁ ଅଙ୍ଗରେ ସୁନା ପିନ୍ଧିଲେ ସ୍ଵାମୀ ହୋଇଥାଏ ଧନବାନ- Ajira Anuchinta

ଭାରତୀୟ ସଂସ୍କୃତିରେ ସୁନା ଅଳଙ୍କାର ପିନ୍ଧିବା ବହୁତ ମୂଲ୍ଯବାନ ହୋଇତ୍ୟହାଏ ଏହା ଆମ ପରମ୍ପରା ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ସବୁ ରାଶିର ବ୍ୟକ୍ତି ମାନେ ସବୁ ପ୍ରକାର ସୁନା ବା ରୂପା ଅଳଙ୍କାର ପିନ୍ଧି ପାରିବେ ନାହିଁ କାହିଙ୍କିନା ଗ୍ରହ ନଖେଟର ଦୋଷ ଦ୍ଵାରା ତାଙ୍କ ଘରେ ଅଶାନ୍ତି ଆରମ୍ଭ ହୋଇଥାଏ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ବ୍ୟକ୍ତିଏନକେ ବିଷୟରେ କହିବାକୁ ଯାଉଛୁ ଯିଏ ସୁନା ଅଳଙ୍କାର ପିନ୍ଧିଲେ ତାଙ୍କ ପାଇଁ ଆଉ ତାଙ୍କ ପରିବାର ପାଇଁ ହାନି ହୋଇଥାଏ ।

ଯେଉଁ ବ୍ୟକ୍ତି ମାନେ ମୋଟା ଅଛନ୍ତି ଆଉ ତାଙ୍କ ଶରୀରରେ ଚର୍ବି ଅଂଶ ଅଧିକ ହୋଇଥାଏ ସେହି ଭଳି ଲୋକଙ୍କୁ ସୁନା ପିନ୍ଧିବା ଉଚିତ ନୁହ ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ମହିଳା ମାନଙ୍କୁ ଅଣ୍ଟାରେ ସୁନା ପିନ୍ଧିବା ଉଚିତ ନୁହ ନଚେତ ତାଙ୍କୁ ପେଟ ସମସ୍ୟା ଆଉ ପିତ୍ତ ସମସ୍ୟା ବହୁତ ଗମ୍ଭୀର ଭାବରେ ହୋଇଥାଏ ।

ଯେଉଁ ଲୋକମାନେ କ୍ରୋଧୀ, ବିଚାଳ, ଉଗ୍ର ଏବଂ ଧୌର୍ଜ୍ୟନଥାଏ ସେମାନେ କେବେବି ସୁନା ଅଳଙ୍କାର ପିନ୍ଧିବା ଉଚିତ ନୁହେଁ । ନଚେତ ଏହା ତାଙ୍କ ପାଇଁ ବହୁତ ଅମଙ୍ଗଳକାରୀ ହୋଇଥାଏ ।

ଯେଉଁ ମାନନଙ୍କ କୋଇଲା ବା ଲୁହା କାମ ବା ବ୍ୟବସାୟ ହୋଇଥାଏ ସେହି ଭଳି ଲୋକଙ୍କୁ ସୁନା ପିନ୍ଧିବା ଉଚିତ ନୁହ ।

ସବୁବେଳେ ଗୋଟେ କଥା ମନେ ରଖନ୍ତୁ କେବେ ବି ଗର୍ଭବତୀ ମହିଳା ବା ବୁଢା ମାନଙ୍କୁ ଅଧିକ ମାତ୍ରାରେ ସୁନା ପିନ୍ଧିବାକୁ ଦିଅନ୍ତୁ ନାହିଁ ନଚେତ ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ଆଉ ତାଙ୍କ ଜୀବନ ମଧ୍ୟ ଯାଇ ପାରେ ।

ଶାତରରେ ମଧ୍ୟ ଏହା ଉଲ୍ଲେଖ କରା ଯାଇଛି ଯେ ସୁନା ଅଳଙ୍କାର ବାମ ହାତରେ ପିନ୍ଧିବା ଉଚିତ ନୁହ ନଚେତ ଆପଣଙ୍କ ଗ୍ରହ ନଖେଟର ଖରାପ ହୋଇଥାଏ ଆଉ ଆପଣଙ୍କ ଉପରେ ଅକାରଣ ସମସ୍ୟା ମାଡି ଆସିଥାଏ ।

ଯେଉଁ ମହିଳା ମାନେ ପାଦରେ ସୁନା ଅଳଙ୍କାର ଧାରଣ କରନ୍ତି ତାଙ୍କ ଦାଂପତ୍ଯ ଜୀବନ ବହୁତ ଦୁଃଖ ମାୟା ହୋଇଥାଏ ଆଉ ସ୍ବାମୀଙ୍କ ଜୀବନ ଉପରେ ମଧ୍ୟ ବିପଦ ରହିଥାଏ ।

 

ତେବେ କଣ ଆପଣ ଏହା ଜାଣିଛନ୍ତି ସୁନା ଜିନିଷ ସହ ନକଲି ଜିନିଷ ରଖିଲେ ସୁନା ର ଗୁରୁ ଗ୍ରହ ବୃହସ୍ପତି ରୁଷ୍ଠ ହୋଇଥାନ୍ତି ଆଉ ଆପଣଙ୍କ ଜୀବନରେ ବହୁତ ବଡ ସମସ୍ୟା ଆସିପାରେ । ଏହା ଛଡା ସୁନା ଯେଉଁ ଜାଗାରେ ବି ରଖିଲେ ତାକୁ ନାଲି କପଡାରେ ଗୁଡାଇ ରଖିବା ଉଚିତ ।

ଯଦି ଆପଣ କାହାକୁ ପସନ୍ଦ କରନ୍ତି ନାହିଁ ତେବେ ତାଙ୍କୁ ଉପହାର ବା ଦାନ ସ୍ୱରୂପ ନିଜ ଗହଣା ଦିଅନ୍ତୁ ନାହିଁ ନଚେତ ଆପଣଙ୍କ ଏସବର୍ଜ୍ୟ କମିଯିବ ଆଉ ଆପଣ ନିଜ ଜୀବନରେ କେବେ ଉପରକୁ ଉଠି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *