ଓଡିଆ GK ପ୍ରଶ୍ନ ଓ ଉତ୍ତର- କେଉଁ ରାଜା ନିଜ ଝିଅଙ୍କୁ ବିବାହ କରିଥିଲେ ? କଣ ଆପଣ ଜାଣିଛନ୍ତି ଏହାର ଉତ୍ତର!

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭିୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ର ଉତ୍ତର ମଧ୍ୟ ଏଠାରେ ରହିଛି । ଏହି ସବୁ ପ୍ରଶ୍ନ ପାଠ ପଢୁଥିବା ପିଲା ମାନେ ପଢିବା ସହ ଯେଉଁ ମାନେ ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ପଢି ପାରିବେ ।

ଅନେକ ସମୟରେ ଆମକୁ ଏମିତି କିଛି ପ୍ରଶ୍ନ ପଚାର ଯାଇଥାଏ ଯାହାକୁ ଆମେ ଜାଣି ମଧ୍ୟ ସଠିକ ଉତ୍ତର ଦେଇପାରି ନ ଥାଉ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଚାରିପଟେ ଅଛି । ଏହି ସବୁ ପ୍ରଶ୍ନ ଆପଣଙ୍କୁ ଅଜବ ଲାଗିବ କିନ୍ତୁ ଏହି ସବୁ ପ୍ରଶ୍ନର ଉତ୍ତର ବହୁତ ହିଁ ସହଜ । ଏହାକୁ ଆପଣ କେବଳ ନିଜର ଉପସ୍ଥିତ ବୁଦ୍ଧିର ଉପଯୋଗ କରି ଦେଇ ପାରିବେ । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉତ୍ତର- ଓଡିଆ

୨- କେଉଁ ଦେଶର ଜାତୀୟ ପକ୍ଷୀ ର ନାମ କାଉ ଅଟେ ?

ଉତ୍ତର- ଭୁଟାନ

୩- ଇଣ୍ଡୋନେସିଆ ର ଜାତୀୟ ଖେଳର ନାମ କଣ ଅଟେ ?

ଉତ୍ତର- ବ୍ୟାଡମିଟନ

୪- କେବେ ଠାରୁ ମହାତ୍ମାଗାନ୍ଧୀ ଙ୍କ ନୋଟ ରେ ଛପା ଯାଇଥିଲା ?

ଉତ୍ତର- ୧୯୬୯ ମସିହାରେ

୫- ଦିଲ୍ଲୀ ଭାରତର ରାଜଧାନୀ କେବେ ହୋଇଥିଲା ?

ଉତ୍ତର- ୧୯୧୧ ମସିହାରୁ

୬- ଦିଲ୍ଲୀ ର ନାମ କେବେ ନୂଆଦିଲ୍ଲୀ ରଖା ଯାଇଥିଲା ?

ଉତ୍ତର- ୧୯୩୧ ରେ

୭- କେଉଁ ରାଜା ନିଜର ଝିଅ ଙ୍କୁ ବିବାହ କରିଥିଲେ ?

ଉତ୍ତର- ରୁଷୀ ଅଗସ୍ତ୍ୟ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *