ଖେଳ ଖେଳ ରେ ଗର୍ଭବତୀ ହେଲା ନିଜ ଭଉଣୀ, ତା ପରେ ଯାହା ହେଲା ଜାଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ: ଦେଖନ୍ତୁ Video

ଆଜି ଆମେ ଆପଣଙ୍କୁ ଏକ ଅସଲ ଘଟଣା ବିଷୟରେ କହିବାକୁ ଯାଉଛୁ । ଏହା ଆମେ ଆପଣଙ୍କୁ ଏଥିପାଇଁ କହୁଛୁ ଆପଣ ଏହା ବିଷୟରେ ଜାଣିବା ପରେ ସତର୍କ ହୋଇ ଯାଆନ୍ତୁ । କହିବାକୁ ଗଲେ ଏହି ଘଟଣା ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାର ଶିବା ଗ୍ରାମର ଏକ ପରିବାରରେ ଏହି ଘଟଣା ଘଟିଛି । ଏହି ପରିବାରରେ ୬ ଜଣ ସଦସ୍ୟ ଅଛନ୍ତି ।

ଜେଜେବାପା, ଜେଜେ ମା, ବାପା, ମା ଓ ୧୩ ବର୍ଷର ପୁଅ ଓ ୧୫ ବର୍ଷର ଝିଅ । ଏମାନେ କାମ କରିବା ପାଇଁ ରାଜସ୍ଥାନର ଅଲୱର ଜିଲ୍ଲାର ଭୀମାଡି ଅଞ୍ଚଳକୁ ଚାଲି ଯାଉଛନ୍ତି । ସେମାନେ ସେହି ସ୍ଥାନରେ ରହି ଦିନ ମଜୁରିଆ କରି ନିଜର ଗୁଜରାଣ ମେଣ୍ଟାଉ ଥିଲେ । ଦିନେ ଜେଜେମାଙ୍କ ନଜର ନାତୁଣୀ ଉପରେ ପଡିଗଲା ଓ ନାତୁଣୀକୁ ଦେଖି ଜେଜେମା ଅଳ୍ପ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ତାହାର ନାତୁଣୀର ପେଟ ସାମାନ୍ୟ ଠାରୁ ବହୁତ ବଡ ଦେଖା ଯାଉ ଥିଲା ।

ସେ ନିଜର ନାତୁଣୀ ସହ କଥା ହେଲେ ଓ ତାହାର ପେଟ ଦେଖିଲେ । ତାଙ୍କୁ ସନ୍ଦେହ ହେଲା କି ତାଙ୍କର ନାତୁଣୀ ଗର୍ଭବତ୍ତୀ ଅଛି । ଝିଅର ପିତା ଝିଅକୁ ଆସନ୍ତା ଦିନ ଗୋଟିଏ ଅଲ୍ଟ୍ରାସାଉଣ୍ଡ ସେଣ୍ଟରକୁ ନେଇ ଯାଉଛନ୍ତି ଓ ଯେଉଁଠି ଜଣା ପଡୁଛି କି ଝିଅ ଜଣକ ୬ ମାସର ଗର୍ଭବତ୍ତୀ ଅଟେ । ଏହା ଶୁଣିବା ପରେ ପରିବାର ଲୋକମାନଙ୍କ ହୋସ ଉଡିଗଲା । ଏହି ମାମଲା ପୋଲିସ ପାଖକୁ ପହଞ୍ଚିଲା ଓ ପୋଲିସ ଆଖ ପାଖ ଲୋକଙ୍କୁ ଜେରା କରିବା ଆରମ୍ଭ କରିଦେଲା ।

ଝିଅ ସହ ତାର ଘର ଲୋକମାନଙ୍କୁ ବି ପୋଲିସ ଜେରା କରିଲା । କିନ୍ତୁ ୧୫ ବର୍ଷର ଝିଅ ଯିଏକି ୯ମ ଶ୍ରେଣୀର ଛାତ୍ରୀ ଅଟେ ସେ କେମିତି ଗର୍ଭବତ୍ତୀ ହୋଇଗଲା । ପୁରା ପରିବାର ବଦନାମି ଠାରୁ ବଞ୍ଚିବା ପାଇଁ ରାତାରାତି ମହାରାଷ୍ଟ୍ର ଜିଲ୍ଲା ବର୍ଦ୍ଧା ସେବା ଗ୍ରାମକୁ ଚାଲି ଗଲେ । ସେଠି ଯିବା ପରେ ପୁଣି ଥରେ ଡାକ୍ତରଙ୍କ ଚେକଅପ କରାଗଲା ଯେଉଁଥିରେ ଜଣା ପଡିଲା କି ପିଲାଟି ନଷ୍ଟ ହୋଇ ଯାଇଛି । ବାଧ୍ୟରେ ଝିଅର ଡେଲିଭରି କରିବାକୁ ପଡିଲା ।

କିନ୍ତୁ ଏହା ପୂର୍ବରୁ ସ୍ଥାନୀୟ ପୋଲିସକୁ ଏହା ବିଷୟରେ ସୂଚିତ କରାଗଲା । ପୋଲିସର ଯେତେବେଳେ ଯାଞ୍ଚ ଆରମ୍ଭ କରିଲା ତେବେ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଲା । ଦିନରେ ମାତା ପିତା ଦିନ ମଜୁରିଆ କରିବା ପାଇଁ ଯାଉଥିଲେ ଓ ସେହି ସମୟରେ ଭାଇ ଭଉଣୀ ମୋବାଇଲରେ ପାଠ ପଢୁଥିଲେ । ପୁଅ ଯିଏକି ୧୩ ବର୍ଷର ଅଟେ ସେ ୭ମ ଶ୍ରେଣୀରେ ପଢୁଛି ଓ ଝିଅ ଯିଏକି ୧୫ ବର୍ଷର ଅଟେ ସେ ୯ମ ଶ୍ରେଣୀରେ ପଢୁଛି । ଦିନେ ଏମାନଙ୍କ ମୋବାଇଲରେ ଗୋଟିଏ ପୋର୍ନ ସାଇଟ ଖୋଲି ଯାଉଛି ।

ଯାହାକୁ ଭାଇ ଭଉଣୀ ମିଶି ଦେଖିବାକୁ ଲାଗିଲେ । ଯେମିତି ଯେମିତି ସେହି ଭିଡିଓରେ ହେଉଥିଲା ସେମିତି ସେମିତି ଭାଇ ଭଉଣୀ ନିଜେ ବି କରିବାକୁ ଲାଗିଲେ । ଯାହାର ଫଳ ସ୍ୱରୂପ ଭଉଣୀ ଭାଇ ଠାରୁ ଗର୍ଭବତ୍ତୀ ହୋଇଗଲା ।

ମହାରାଷ୍ଟ୍ର ପୋଲିସ ଏଫଆଇଆର ଦର୍ଜ କରିବା ପରେ ରାଜାସ୍ଥାନର ଭୀମାଡି ଜିଲ୍ଲାରେ ସୂଚିତ କରିଲେ । ପୋଲିସ ଆଗକୁ କଣ ପଦକ୍ଷେପ ନେବେ ଏହା ବିଷୟରେ କୌଣସି ବି ପ୍ରକାରର ସୂଚନା ନାହିଁ । କହିବାକୁ ଗଲେ ଏହା ଏକ ଲଜ୍ୟାଜନକ ଘଟଣା ଅଟେ ।

Leave a Reply

Your email address will not be published. Required fields are marked *