କ୍ଷୀର ଯଦି ଉତୁରି ବାହାରକୁ ଆସିଯାଏ ତ ତାହା କଣ ସଙ୍କେତ ଦେଇଥାଏ 

ଆମ ସହିତ ହେଉଥିବା କିଛି ଘଟଣା କିଛି ନା କିଛି ସଙ୍କେତ ଦେଇଥାଏ । ଯେମିତି ହାତରୁ ବାସନ ପଡିବା, ହାତରୁ କାଚ ଗ୍ଲାସ ଭାଙ୍ଗିବା, କିମ୍ବା କ୍ଷୀର ଫୁଟାଇବା ବେଳେ ଉତୁରିଯିବା ।  ପ୍ରାଚୀନ କାଳରୁ ହିଁ ଶୁଭ ଅଶୁଭ ମନାଯାଏ, ଶାସ୍ତ୍ରନୁସାରେ ଏହି ସବୁ ଘଟଣା କିଛି ନ କିଛି ହେବାର ସଙ୍କେତ ଦେଇଥାଏ । ଆଜି ଆମେ ଜାଣିବା ଯଦି କ୍ଷୀର ଫୁଟାଇବା ସମୟରେ କ୍ଷୀର ଉତୁରି ବାହାରକୁ ଆସିଯାଏ ତେବେ ତାହା କଣ ସଙ୍କେତ ଦେଇଥାଏ । ବହୁତ କଥା ଏହି ସବୁହେବାର ଘଟଣା ଭବିଷ୍ୟତରେ କିଛି ହେବାର ସଙ୍କେତ ଦେଇଥାଏ ।

Image Courtesy: Google

ଯଦି ଏହି ସବୁ କଥା ଧ୍ୟାନର ସହିତ ନିରୀକ୍ଷଣ କରିବା ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାରୁ ବଞ୍ଚିପାରିବା ।   ସେମିତିରେ ତ ଏହି ଘଟଣା ବହୁତ ଛୋଟ କି କ୍ଷୀର ସିଝାଇଲ ବେଳେ ଖିର ଜଦି ବାହାରକୁ ଆସିଗଲା । କିନ୍ତୁ ଜ୍ୟୋତିଷ ଶାସ୍ତ୍ରଅନୁସାରେ ଏହାର ଗୋଟେ ମହତ୍ଵ ରହିଛି । ଜ୍ୟୋତିଷ ଶାସ୍ତ୍ରରେ କ୍ଷୀର ଉତୁରିବାକୁ ଗୋଟେ ଶୁଭ ସଙ୍କେତ ବୋଲି ମନାଯାଇଛି ।

Image Courtesy: Google

କିନ୍ତୁ ଏହା ସେବେ ହେବା ଦରକାର ଯେବେ ଆପଣ କ୍ଷୀର ସିଝେଇଲ ବେଳେ  ପୁରା ଧ୍ୟାନ ରଖିଥିବେ, କିନ୍ତୁ ଏହା ଉତୁରି ବାହରକୁ ଆସିଯାଏ । ଏହାରମାନେ ଆପଣଙ୍କ ଜୀବନରେ କିଛି ଖୁସି ଖବର ମିଳିବାର ଅଛି । କିନ୍ତୁ ଯଦି ସେହି କ୍ଷୀର ଫୁଟି ଫୁଟି ଜଳିଯାଏ, ତାକୁ ଅଶୁଭ ମନାଯାଏ । ଆଜିର ଏହି ଆଧୁନିକ ଯୁଗରେ ଲୋକମାନେ ଏହାକୁ ଅନ୍ଧ ବିଶ୍ଵାସ ଭାବି ଟାଳି ଦିଅନ୍ତି, କିନ୍ତୁ ଯେଉଁ ଲୋକ ଶୁଭ ଅଶୁଭ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ଵାସ କରନ୍ତି ।

Image Courtesy: Google

ସେମାନଙ୍କ ପାଇଁ ଏହି କଥାର ବହୁତ ମହତ୍ଵ ଥାଏ । ବନ୍ଧୁଗଣ ଆମେ ଏଥିରୁ ଜାଣିଲେ କ୍ଷୀର ଉତୁରି ବାହାରକୁ ଆସିଲେ କଣ ସଙ୍କେତ ଦେଇଥାଏ । ସେହି ହିସାବରେ ଆମକୁ ସାବଧାନ ରହିବାକୁ ପଡିବ । ଆଶା କରୁଛୁ ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଥିବ । ତ ଆପଣଙ୍କ ସାଙ୍ଗ ସାଥି ମାନଙ୍କ ସହିତ ସେୟାର କରନ୍ତୁ ଓ ଲେଖାଟିକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *