ଦୁନିଆରେ ବହୁତ ଅଜବ ଜିନିଷ ଶୁଣିବାକୁ ମିଳେ, ଏହିଭଳି ଏକ ଘଟଣା ଜର୍ମାନରେ ଶୁଣିବାକୁ ମିଳିଲା କି ୧୩ ବର୍ଷ ବୟସର ପିଲାକୁ ୧୦ ଶତାବ୍ଦୀ ର ଏମିତି ଏକ ଅନମୋଲ ରତ୍ନ ମିଳିଥିଲା ଯାହା କି ତାକୁ କିଛି ଜଣା ନଥିଲା । ସେ ତାକୁ ଏକ ପୁରୁଣା ସାମାନ୍ୟ ସିକ୍କା ଭାବି ନିଜ ଘରକୁ ନେଇ ଆସିଥିଲା , ପରୀକ୍ଷା କଲାପରେ ଯାହା ଜଣାପଡିଲା ଶୁଣି ସମସ୍ତଙ୍କ ପାଦ ତଳୁ ମାଟି ଖସିଲା ଭଳି ଲାଗିଲା । ଏହି ୧୩ ବର୍ଷ ବୟସର ପିଲା ନାମ ଲୁକା ଅଟେ ।
ଖବର ଅନୁସାରେ ଏହି ଛୋଟ ପିଲାଟି ତାକୁ ମାମୁଲି ସିକ୍କା ଭାବି ଘରକୁ ନେଇଆସିଥିଲା ଏହା ମାମୁଲି ସିକ୍କା ନୁହେଁ 10 ଶତାବ୍ଦୀର ବ୍ଲୁଟୂଥ ଥିଲା ଯାହା ଡେନମାର୍କର ରାଜାଙ୍କ ଗୁପ୍ତାଧନ ରହସ୍ୟର ଚାବିକାଠି ତା ହାତରେ ଲାଗିଥିଲା । କିନ୍ତୁ ଆପଣ ଭାବୁଥିବେ ଏହା କେମିତି ଜଣା ପଡିଲା କି ଏହା 10 ଶତାବ୍ଦୀର ସିକ୍କା ବୋଲି,ଏବେ ଆମେ କହିବାକୁ ଯାଉଛୁ ଏହା ପଛର କାହାଣୀ ।
ଲୁକ୍କା ଗୁରୁ ରୋନି ସ୍କିଏନ ସହିତ ସବୁଦିନ ଭଳି ସେଦିନ କିଛି ରିସର୍ଚରେ ଯାଇଥିଲା । ଲୁକାର ଗୁରୁ ରୋନି ସ୍କିଏନ ଜେନ ପୁରତତ୍ଵବିତ ଅଟନ୍ତି, ଲୁକ୍କା ସହିତ ଗୁପ୍ତ ଧନ ଖୋଜି ଖୋଜି ଉତରି ରୋଜିଜନ ଦୀପରେ ପହଞ୍ଚି ଯାଇଥିଲେ । କୁହାଯାଇଛି କି ନିଜ ସହିତ ଗୋଟେ ଡ଼ିଟେକ୍ଟର ମେସିନ ନେଇଯାଇଥିଲେ ,ସେହି ମେସିନୀ ସାହାଯ୍ୟରେ ଏହି ମୁଲ୍ୟବାନ ରତ୍ନ ବିଷୟରେ ଜାଣିପାରିଥିଲେ, ଯେଉଁଟାକି ଗୋଟେ ଆଲ୍ଲୁମିନିୟମ ସିକକା ଥିଲା । ଆରମ୍ଭରେ ପାଇବା ପରେ ଲାଗିଲା କି ସିକ୍କା ବେକାର ଜିନିଷ କିନ୍ତୁ ପରୀକ୍ଷା ପରେ ,ସେଠାରେ ଥିବା ଲୋକମାନଙ୍କର ହୋସ ଉଡିଗଲା ।
ଇଂରାଜୀ ନିଉଜ ଆନୁସରେ ଦୁଇଜଣ ଏହି ସିକ୍କା ପାଇବା ପାଇଁ ୪୦୦ବର୍ଗ ମିଟରର ଗଭୀର ଗାତ କରିଥିଲେ ,କୁହାଯାଏ କି ସେଇ ସମୟରେ ସିକ୍କାରେ ବ୍ଳୁଟୂଥ ଲଗାଯାଉଥିଲା । କିନ୍ତୁ 10 ଶତାବ୍ଦୀ ରେ ସିକ୍କାରେ ବ୍ଲୁଟୁଥ ମିଳିବ ସମସ୍ତଙ୍କ ବୁଝିବା ବାହାରେ ଥିଲା । ଯେତେବେଳେ ଏହି ସିକ୍କାର ମୂଲ୍ୟ ନିଧାରଣ କରାଗଲା ବଜାରରେ ତ ଏହାର ମୂଲ୍ୟ ବହୁତ ଥିଲା ଯାହା କଲ୍ପନା ବାହାରେ ଥିଲା । ଏବଂ ଏହା ପରେ ସେହି ପିଲାଟିର ଭାଗ୍ୟ ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି । ଆଗକୁ ମଧ୍ୟ ଏହିଭଳି ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।