ଖୋଲିଲା ବେଳେ ୧୩ବର୍ଷର ପିଲାଟିକୁ ମିଳିଥିଲା ଏକ ସିକ୍କା, ପରୀକ୍ଷା କଲାପରେ ଯାହା ଜଣାପଡିଲା ତାହା ବଦଳି ଦେଲା ସେହି ପିଲାଟିର ଭାଗ୍ୟ

ଦୁନିଆରେ ବହୁତ ଅଜବ ଜିନିଷ ଶୁଣିବାକୁ ମିଳେ, ଏହିଭଳି ଏକ ଘଟଣା ଜର୍ମାନରେ  ଶୁଣିବାକୁ ମିଳିଲା କି ୧୩ ବର୍ଷ ବୟସର ପିଲାକୁ  ୧୦ ଶତାବ୍ଦୀ ର ଏମିତି ଏକ ଅନମୋଲ ରତ୍ନ ମିଳିଥିଲା ଯାହା କି ତାକୁ କିଛି ଜଣା ନଥିଲା । ସେ ତାକୁ ଏକ ପୁରୁଣା ସାମାନ୍ୟ ସିକ୍କା ଭାବି ନିଜ ଘରକୁ ନେଇ ଆସିଥିଲା , ପରୀକ୍ଷା କଲାପରେ ଯାହା ଜଣାପଡିଲା ଶୁଣି ସମସ୍ତଙ୍କ ପାଦ ତଳୁ ମାଟି ଖସିଲା ଭଳି ଲାଗିଲା । ଏହି ୧୩ ବର୍ଷ ବୟସର ପିଲା ନାମ ଲୁକା ଅଟେ ।

ଖବର ଅନୁସାରେ  ଏହି ଛୋଟ ପିଲାଟି ତାକୁ ମାମୁଲି ସିକ୍କା ଭାବି ଘରକୁ ନେଇଆସିଥିଲା ଏହା ମାମୁଲି  ସିକ୍କା ନୁହେଁ 10 ଶତାବ୍ଦୀର ବ୍ଲୁଟୂଥ ଥିଲା ଯାହା ଡେନମାର୍କର ରାଜାଙ୍କ ଗୁପ୍ତାଧନ ରହସ୍ୟର  ଚାବିକାଠି ତା ହାତରେ ଲାଗିଥିଲା । କିନ୍ତୁ ଆପଣ ଭାବୁଥିବେ ଏହା କେମିତି ଜଣା ପଡିଲା କି ଏହା 10 ଶତାବ୍ଦୀର ସିକ୍କା ବୋଲି,ଏବେ ଆମେ କହିବାକୁ ଯାଉଛୁ ଏହା ପଛର  କାହାଣୀ ।

ଲୁକ୍କା ଗୁରୁ ରୋନି ସ୍କିଏନ ସହିତ ସବୁଦିନ ଭଳି ସେଦିନ କିଛି ରିସର୍ଚରେ ଯାଇଥିଲା । ଲୁକାର ଗୁରୁ ରୋନି ସ୍କିଏନ ଜେନ ପୁରତତ୍ଵବିତ ଅଟନ୍ତି, ଲୁକ୍କା ସହିତ ଗୁପ୍ତ ଧନ ଖୋଜି ଖୋଜି ଉତରି ରୋଜିଜନ ଦୀପରେ ପହଞ୍ଚି ଯାଇଥିଲେ । କୁହାଯାଇଛି କି ନିଜ ସହିତ ଗୋଟେ ଡ଼ିଟେକ୍ଟର ମେସିନ ନେଇଯାଇଥିଲେ ,ସେହି ମେସିନୀ ସାହାଯ୍ୟରେ ଏହି ମୁଲ୍ୟବାନ ରତ୍ନ ବିଷୟରେ ଜାଣିପାରିଥିଲେ, ଯେଉଁଟାକି ଗୋଟେ ଆଲ୍ଲୁମିନିୟମ ସିକକା ଥିଲା । ଆରମ୍ଭରେ ପାଇବା ପରେ ଲାଗିଲା କି ସିକ୍କା ବେକାର ଜିନିଷ  କିନ୍ତୁ ପରୀକ୍ଷା ପରେ ,ସେଠାରେ ଥିବା  ଲୋକମାନଙ୍କର ହୋସ ଉଡିଗଲା ।

ଇଂରାଜୀ ନିଉଜ ଆନୁସରେ ଦୁଇଜଣ ଏହି ସିକ୍କା ପାଇବା ପାଇଁ ୪୦୦ବର୍ଗ ମିଟରର ଗଭୀର ଗାତ କରିଥିଲେ ,କୁହାଯାଏ କି  ସେଇ ସମୟରେ ସିକ୍କାରେ ବ୍ଳୁଟୂଥ ଲଗାଯାଉଥିଲା । କିନ୍ତୁ 10 ଶତାବ୍ଦୀ ରେ ସିକ୍କାରେ ବ୍ଲୁଟୁଥ ମିଳିବ ସମସ୍ତଙ୍କ ବୁଝିବା ବାହାରେ ଥିଲା । ଯେତେବେଳେ ଏହି ସିକ୍କାର ମୂଲ୍ୟ ନିଧାରଣ କରାଗଲା ବଜାରରେ ତ ଏହାର ମୂଲ୍ୟ ବହୁତ ଥିଲା ଯାହା କଲ୍ପନା ବାହାରେ ଥିଲା । ଏବଂ ଏହା ପରେ ସେହି ପିଲାଟିର ଭାଗ୍ୟ ସମ୍ପୁର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି । ଆଗକୁ ମଧ୍ୟ ଏହିଭଳି ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *