କିବି ଫଳ ଖାଇଲେ ବଢ଼ିଥାଏ ଈମ୍ୟୁନିଟି, ମିଳିବ ଭିଟାମିନ ସି, ଦୂରେଇ ଯିବ କରୋନା ଭାଇରସ

କିବି ଫଳ ଆପଣଙ୍କ ଦିନସାରାର ଭିଟାମିନ ସି ର ଆବଶ୍ୟକତା ପୂରଣ କରିଥାଏ । ଏଥିରେ ଭିଟାମିନ ଇ ଓ ଆଣ୍ଟିଅକ୍ସିଡେଣ୍ଟର ମାତ୍ରା ଅଧିକ ହୋଇଥାଏ ତେଣୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ । ଏକ ସାମାନ୍ୟ ଆକାରର କିବିରେ 64 ମିଲିଗ୍ରାମ ଭିଟାମିନ ସି ହୋଇଥାଏ, ଏଥିରେ ଉପସ୍ଥିତ ଆଣ୍ଟିଅକ୍ସିଡେଣ୍ଟ କାରଣରୁ ଏହି ଫ୍ରି ରେଡିକଲ୍ସର ଦୁଃପ୍ରଭାବ ଠୁ ଶରୀରକୁ ବଞ୍ଚାଇଥାଏ, ତାହା ଈମ୍ୟୁନ ସିଷ୍ଟମକୁ ମଜବୁତ କରିଥାଏ । ଈମ୍ୟୁନ ସିଷ୍ଟମ ମଜବୁତ ହେବା ଦ୍ଵାରା କୌଣସି ରୋଗ ବା ଭାଇରସ ଜଲଦି ଅଟକ କରିପାରିବନି ।

Image Courtesy: Google

ଏହାକୁ ଖାଇଲେ ଖଟା, ମିଠା ସ୍ଵାଦ ଆସିଥାଏ । ଏଥିରୁ ଭରପୁର ମାତ୍ରାରେ ଭିଟାମିନ ସି, ଫାଇବର,ଭିଟାମିନ ଇ, ପୋଟାସିୟମ, ସୋଡିଅମ୍, କପର ବା ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ । ଆସନ୍ତୁ ଜାଣିବା ଏହା କେଉଁ ସମସ୍ୟାରୁ ଦୂରେଇ ଲାଭ ଦେଇଥାଏ । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ । ଡାୟଟ୍ରି ଫାଇବର ଯୁକ୍ତ ହେବା କାରଣରୁ ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ପ୍ରତିଦିନ ଏହାକୁ ଖାଇଲେ ଶାରୀରିକ ଦୁର୍ବଳତା ଓ ଥକ୍କାପଣ ସମସ୍ୟା କମ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟସ ପାଇଁ ଶରୀରକୁ ଭରପୁର ଉର୍ଜା ମିଳିଥାଏ ।

Image Courtesy: Google

ଯଦି ମହିଳା ମାନେ ଗର୍ଭାବସ୍ଥା ଆରମ୍ଭରେ କିବି ଫଳ ସେବନ କଲେ, ତାଙ୍କ ଶରୀରରେ ଫଲିକ ଏସିଡର ପୂର୍ତ୍ତି ହୋଇଥାଏ । ଏହା ଗର୍ଭସ୍ଥ ଶିଶୁର ବିକାଶ ପାଇଁ ଉପଯୋଗୀ ହୋଇଥାଏ । ପ୍ରାକୃତିକ ଗ୍ଲୁକୋଜ ଯୁକ୍ତ ହୋଇଥିବା କାରଣରୁ ଏହା ରକ୍ତରେ ଗ୍ଲୁକୋଜ ର ସ୍ତର ବଢ଼ିବାକୁ ଦିଏ ନାହିଁ । କିବି ଫଳ ନିୟମିତ ଖାଇଲେ ସମସ୍ତ ହାଡ଼ ଓ ମାଂସପେଶୀଗୁଡ଼ିକ ମଜବୁତ ହୋଇଥାଏ ।

Image Courtesy: Google

କିବି ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ, ଏହାର ପ୍ରତିଦିନ ସେବନ ଦ୍ଵାରା ସ୍ୱାସ୍ଥ୍ୟ ଉପରେ ବହୁତ ଭଲ ପ୍ରଭାବ ପଡିଥାଏ, ସମସ୍ତଙ୍କୁ କିବି ପସନ୍ଦ ନଥାଏ ତେବେ ଗର୍ଭବତୀ ମହିଳାଙ୍କୁ କିବି ପସନ୍ଦ ଥାଉ ବା ନାହିଁ କିନ୍ତୁ ଖାଇବା ଉଚିତ ଅଟେ । ଡକ୍ଟର ଗର୍ଭବତୀ ମହିଳାଙ୍କୁ ବହୁତ କଥା ପାଇଁ ଖାଇବା ପାଇଁ ଏବଂ ନଖାଇବା ପାଇଁ କୁହନ୍ତି ତେବେ କିବି ଖାଇବା ପାଇଁ ଡକ୍ଟର ମଧ୍ୟ କୁହନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *