କିଏ ବୁଡିବାର ସମସ୍ତେ ଦେଖନ୍ତି କିନ୍ତୁ କେହି ଉଦ୍ଧାର କରିବା ପାଇଁ ଜାଆନ୍ତି ନାହିଁ ? Dhaga Dhamali

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ଓଡିଆର ଏହି ଚତୁର ତଥା ମଜାଳିଆ ଢଗଢମାଳି ମାଧ୍ୟମରେ ଆପଣ କେତେ ଜ୍ଞାନ ଏଥିରୁ ପାଇ ପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।

1- ତାହା କଣ ଯାହା ଆମ ପାଖରେ ଅଛି । ଆମେ ତାହାକୁ ଦେଖିପାରିବା । କିନ୍ତୁ ଧରି ପାରିବା ନାହିଁ । ତାହା କଣ ?

ଉତ୍ତର;- ଛାଇ ।

2- ଗୋଟେ 10 ଫୁଟ ଚଉଡାର ରାସ୍ତା ଅଛି । ଦୁଇ କରେ ଦୁଇଟି ବସ୍ ଡ୍ରାଇଭର ଆସୁଛନ୍ତି ସେ କେମିତି ଯିବେ ?

ଉତ୍ତର;- ବସ୍ ଡ୍ରାଇଭର ଆସୁଛନ୍ତି ବସ୍ ଆସୁନାହିଁ ।

3- ଗୋଟେ ବିଲେଇ ତିନୋଟି ଛୁଆ ଅଛି । ତାଙ୍କ ନାମ ହେଉଛି ଜାନୁଆରୀ, ଫେବୃଆରୀ, ମାର୍ଚ । ବିଲେଇର ନାମ କଣ ?

ଉତ୍ତର;- କଣ ।

4- ଏମିତି କେଉଁ ଫଳ ଅଛି, ଯାହା ଯେତେ ମିଠା ହେଉ । ହେଲେ ବିକ୍ରି ହୋଇପାରିବ ନାହିଁ । ତାହା କେଉଁ ଫଳ ?

ଉତ୍ତର;- କର୍ମ ଫଳ ଓ ଅପେକ୍ଷାର ଫଳ ।

5- ନଦୀ ଆରପଟେ ଅଟା କଳ ଅଛି । ରାମ ଅଟା ପେସେଇବାକୁ କେମିତି ଯିବ ?

ଉତ୍ତର;- ଅଟା ପେସାଯାଏ ନାହିଁ ।

6- ତାହା କଣ ଯାହା ଆସିଲେ ଲୋକମାନେ ଆମକୁ ବାଡାନ୍ତି । କଣ ହୋଇପାରେ ?

ଉତ୍ତର;- ରାଗ ବା କ୍ରୋଧ ।

7- ଦୁଇଟି ଜାଁଆଳା ପିଲା ଆଦର୍ଶ ଓ ଅନୁପମ । ମଇରେ ଜନ୍ମ ହେଲେ କିନ୍ତୁ ତାଙ୍କ ଜନ୍ମ ଦିନ ଜୁନରେ ପଡେ । ଏହା କିପରି ସମ୍ଭବ ହୋଇପାରିବ ?

ଉତ୍ତର;- ମଇ ଏକ ସହରର ନାମ ମଧ୍ୟ ଅଟେ ।

8- ପିଲା ମାନେ ସ୍କୁଲ କାହିଁକି ଯାଇଥାନ୍ତି ?

ଉତ୍ତର;- ସ୍କୁଲ ପିଲା ମାନଙ୍କ ପାଖକୁ ଆସେନି ।

9- କିଏ ବୁଡିବାର ସମସ୍ତେ ଦେଖନ୍ତି କିନ୍ତୁ କେହି ଉଦ୍ଧାର କରିବା ପାଇଁ ଜାଆନ୍ତି ନାହିଁ ?

ଉତ୍ତର;- ସୂର୍ଯ୍ୟ ।

10- ଝିଅ ବାହା ହେବା ପରେ ସେ ତାହାର ବାପାଙ୍କୁ ଛାଡିକି ଆସିଲା ଶଶୁର ପାଇଲା । ମାଆଙ୍କୁ ଛାଡିକି ଆସିଲା ଶାଶୁ ପାଇଲା । ଭାଇକି ଛାଡିକି ଆସିଲା ଦିଅର ଆସିଲା । ଭଉଣୀକୁ ଛାଡିକି ଆସିଲା ନଣନ୍ଦ ପାଇଲା । ହେଲେ ସେ କାହାକୁ ଛାଡିକି ଆସିଲା ସ୍ଵାମୀ ପାଇଲା ?

ଉତ୍ତର;- ସ୍ନେହ, ଶ୍ରଦ୍ଧା, ଭଲପାଇବା ଯୌବନତା ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଅନ୍ୟ ମାନଙ୍କ ସହ ଜମାରୁ ମଧ୍ୟ ବନ୍ଧୁଗଣ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *