ସେହି ଜିନିଷଟି କ’ଣ ଯାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ? Clever Question & Answer

ବନ୍ଧୁଗଣ ଆପଣ ମାନଙ୍କ ପାଇଁ କିଛି ଜ୍ଞାନଭରା ତଥ୍ୟ ସହ କିଛି କୌତୁହଳ କଥା ମଧ୍ୟ ଏଠାରେ ନେଇକି ଆସିଛୁ । ଯାହାକି ଆପଣଙ୍କ ବ୍ୟସ୍ତବହୁଳ ଜୀବନରେ କିଛି କୌତୁହଳ କଥାର ପ୍ରୟାସ ମାଧ୍ୟମରେ କିଛି ଜ୍ଞାନ ଭରିଦେବାର ଆଶା ରଖିଛୁ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଚାଲନ୍ତୁ ଆପଣଙ୍କ ପାଇଁ ନେଇକି ଆସିଥିବା ସେହି ଜ୍ଞାନପୂର୍ଣ୍ଣ ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ଏଠାରେ ଆଲୋଚନା କରି ଜାଣିବା । ଯାହା ଆପଣଙ୍କୁ ମନୋରଞ୍ଜନ କରାଇବା ସହ କିଛି ତଥ୍ୟ ମଧ୍ୟ ପ୍ରଦାନ କରିବ ।

1- କେଉଁ ଭିଟାମିନର ଅଭାବରୁ ମୁଣ୍ଡର ବାଳ ଧଳା ହୋଇଯାଇଥାଏ ?

ଉତ୍ତର;- ଭିଟାମିନ b6 ଓ ଏବଂ b12 ।

2- କେଉଁ ଜିନିଷ ଗାଧେଇଲା ପରେ ଛୋଟ ହୁଏ ?

ଉତ୍ତର;- ସାବୁନ ।

3-କେଉଁ ପ୍ରାଣୀର 5 ଟି ଆଖି ଅଛି ?

ଉତ୍ତର;- ମହୁମାଛି ।

4- ଏମିତ କେଉଁ ପକ୍ଷୀ ଅଛି, ଯେଉଁ ବାଟେ ଖାଇଥାଏ । ସେଇ ବାଟେ ମଳତ୍ଯାଗ କରିଥାଏ ?

ଉତ୍ତର;- ବାଦୁଡି ।

5- ସବୁଠାରୁ ଦ୍ରୁତଗତିରେ ଦୌଡୁଥିବା ପକ୍ଷୀର ନାମ କଣ ଅଟେ ?

ଉତ୍ତର;- ବାଜ ପକ୍ଷୀ ।

6- ସେହି ଜିନିଷଟି କଣ ଯାହା ଆମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?

ଉତ୍ତର;- ନିଜ ନାମ ।

7- ଉପରୁ କିସ୍ କରାଯାଏ, ମଝିରୁ ଧରାଯାଏ ଓ ତଳୁ ନିଆଁ ଲଗାଯାଏ । ତାହା କଣ ?

ଉତ୍ତର;- ସିଗାରେଟ ।

8- ସେଇଟା କଣ ଯାହା ମାସକୁ ଥରେ ଆସେ । ଆଉ 24 ଘଣ୍ଟା ରହି ଚାଲିଯାଏ ?

ଉତ୍ତର;- ତାରିଖ ।

9- କେଉଁ ଜିନିଷ ଯାହା ପାଣି ଭିତରେ ବି ଜଳିଥାଏ । ତାହା କ’ଣ ?

ଉତ୍ତର;- ସୋଡିୟମ ।

10- ଶାଶୁ ବୋହୁ ମନ୍ଦିର କେଉଁ ଜାଗାରେ ଅବସ୍ଥିତ ?

ଉତ୍ତର;- ଉଦୟପୁର ।

11- ଆକାଶରେ ଗୋଠେ ଗାଈ ରାତି ପାହିଲେ ହେଲେ କେହି ନାହିଁ ?

ଉତ୍ତର;- ତାରା ।

12- ସ୍ତ୍ରୀ ସବୁବେଳେ ତା’ ସ୍ଵାମୀର ବାମ ପଟେ କାହିଁକି ଶୋଇଥାଏ ?

ଉତ୍ତର;- କାରଣ ସ୍ତ୍ରୀ କୁ ସ୍ଵାମୀର ବାମାଙ୍ଗୀ ବୋଲି କୁହାଯାଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *