ପାଦରେ ଜୋତା ପିନ୍ଧୁଥିଲେ ହୋଇଯାଆନ୍ତୁ ସାବଧାନ ! ନଚେତ ଭୟଙ୍କର କ୍ଷତି ! Anuchinta

ବନ୍ଧୁଗଣ ଆଜିକାଲି ଲୋକେ ଚମଡାରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଜିନିଷ ସବୁ ବ୍ୟବହାର କରୁଛନ୍ତି । ଯାହାକି ସବୁ ଚମଡାରୁ ପ୍ରସ୍ତୁତ ହୋଇ ଆସୁଛି । ଯେପରି ଅଣ୍ଟା ବେଲ୍ଟ, ପର୍ସ, ଜୋତା ଚପଲ ଆସି ଅନେକ ଆମେ ନୀତିଦିନିଆ ବ୍ୟବହାର କରୁଥିବା ଜିନିଷ ସବୁ ଚମଡାରୁ ପ୍ରସ୍ତୁତ ହୋଇଥାଏ । ତେବେ ଆପଣ ମାନଙ୍କୁ ଏଠାରେ କିଛି କହି ରଖିବା ପାଇଁ ଚାହିଁବୁ । ଯେ ଅନେକ ଲୋକ ବିଶେଷ କରି ପୁଅ ମାନେ ନିଜ ଅଣ୍ଟାରେ ଚମଡାରେ ବେଲ୍ଟ ପିନ୍ଧିଥାନ୍ତି ।

ତେବେ ଚମଡାର ବେଲ୍ଟ ପିନ୍ଧିବା ଶାସ୍ତ୍ର ଦ୍ରୁଷ୍ଟିରୁ ଅନୁଚିତ । କାରଣ କଥାରେ ଅଛି । ଯେତେବେଳେ ଯମ କୌଣସି ଲୋକକୁ ଯମଲୋକକୁ ନେବ । ସେତେବେଳେ ଯମଦୂତ ମାନେ ସେହି ଲୋକର ଅଣ୍ଟାରେ ଚମଡାର ବେଲ୍ଟ ବାନ୍ଧିକି ନେଇଥାନ୍ତି । ତେଣୁ ଚମଡାର ବେଲ୍ଟ ପିନ୍ଧିବା ଲୋକଙ୍କ ପାଇଁ ଅଶୁଭ ହୋଇଥାଏ । ତେଣୁ ଆପଣ ଚାହିଁଲେ ଅନ୍ୟ କୌଣସି ପଦାର୍ଥରୁ ତିଆରି ବେଲ୍ଟ ବ୍ୟବହାର କରିପାରିବେ । ହେଲେ ଚମଡାରୁ ପ୍ରସ୍ତୁତ ବେଲ୍ଟ ପିନ୍ଧନ୍ତୁ ନାହିଁ ।

ଦିତୀୟରେ ଚମଡାରୁ ପ୍ରସ୍ତୁତ ପର୍ସ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଟଙ୍କା ହେଉଛି ମାଆ ଲକ୍ଷ୍ମୀଙ୍କ ପ୍ରତୀକ । ତେଣୁ ମାତା ଲକ୍ଷ୍ମୀଙ୍କୁ ଚମଡାର ପର୍ସରେ ରଖିବାର ଭୁଲ୍ କେବେବି କରନ୍ତୁ ନାହିଁ । ଯେତେବେଳେ ଆପଣ ମାନେ ମନ୍ଦିର ମଧ୍ୟକୁ ଯାଉଛନ୍ତି । ସେତେବେଳେ ଆପଣ ହୁଏତ ଚମଡାର ବେଲ୍ଟ ଖୋଲି ଯାଇ ପାରନ୍ତି । ହେଲେ ଆପଣ ନିଜର ପର୍ସକୁ ତ ବାହାରେ ରଖିକି ଯାଇପାରିବେ ନାହିଁ । ତେଣୁ ଚମଡାରୁ ନିର୍ମିତ ପର୍ସରେ ନିଜର ଟଙ୍କାକୁ ରଖନ୍ତୁ ନାହିଁ । ଏହା ମାନିଲେ ଆପଣଙ୍କର ମଙ୍ଗଳ ହେବ ।

ତୃତୀୟରେ ବେଲ୍ଟ ଓ ପର୍ସ ପରି ଚମଡାରୁ ପ୍ରସ୍ତୁତ ଜୋତା ଓ ଚପଲ ମଧ୍ୟ ବହୁତ ଲୋକ ପିନ୍ଧିଥିବାର ଆପଣ ମାନେ ଦେଖିଥିବେ । ତେବେ ଆପଣ ମାନେ ଜୋତା ଚପଲ ଯେମିତିକା ପିନ୍ଧିବାକୁ ଚାହୁଁଛନ୍ତି ପିନ୍ଧିପାରିବେ । ହେଲେ ଚମଡାରୁ ଯେଉଁ ସବୁ ଜୋତା କି ଚପଲ ମିଳୁଛି । ତାହାକୁ କିଣିକି ଆଣି ନିଜ ପାଦରେ ପିନ୍ଧନ୍ତୁ ନାହିଁ । ଏହା ଭଲ ହୋଇନଥାଏ ।

ତେବେ ଚମଡାରୁ ପ୍ରସ୍ତୁତ ହେଉଥିବା ଚପଲ, ବେଲ୍ଟ ଓ ପର୍ସ ଭଳି ଅନ୍ୟ ଯେଉଁ ସବୁ ଜିନିଷ ମଧ୍ୟ ଚମଡାରୁ ପ୍ରସ୍ତୁତ ହେଉଛି । ତାହାକୁ ବ୍ୟବହାର କରିବା ଠାରୁ ଦୂରେଇକି ରୁହନ୍ତୁ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *