ACF ଡେଥ ମିଷ୍ଟ୍ରି: ଉଠିଲା ବଡ଼ ପ୍ରଶ୍ନ..କିଏ କହୁଛି ସତ ? ଫରେନ୍ସିକ ନା କ୍ରାଇମବ୍ରାଞ୍ଚ ? ଷଡଯନ୍ତ୍ରରେ ସାମିଲ ହେଲେ କି ତଦନ୍ତ ବିଭାଗ ? ରହସ୍ୟ..

ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ ଅନେକ ପ୍ରକାରର ତଥ୍ୟ ସାମାନକୁ ଆସୁଛି । ସୋମ୍ୟଙ୍କ ପଡୋଶୀ କହିଛନ୍ତି ଯେ ତାଙ୍କର ବିଶ୍ଵାସ ଥିଲା ସେଥିପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟମଙ୍କୁ ଦରଖାସ୍ତ ଲେଖି ଏହି ଘ-ଟ-ଣା ବାବଦରେ କଣ ସତ୍ୟତା ରହିଛି ତାହା ଯାଞ୍ଚ କରିବା ପାଇଁ ।

କିନ୍ତୁ ଗତ କାଲି ପୋଲିସ ଓ କ୍ରାଇମବ୍ରାଞ୍ଚ ଗୋଟିଏ ଦିନରେ ତିନି ଜଣ ଆ-ସା-ମୀ ଡିଏଫଓ, ରୋଷେୟା ଓ ମମତା ପାଣ୍ଡେ ଯିଏ ଏହି ଘଟଣାରେ ମୁଖ୍ୟ ଅ-ଭି-ଯୁ-କ୍ତ ବୋଲି ସନ୍ଦେହ କରା ଯାଇଥିଲା ସେମାନଙ୍କୁ ପଚରାଉଚରା କରା ଯାଇଛି । ଡିଏଫଓ ଓ ମମତା ପାଣ୍ଡେଙ୍କ ବୟାନ ପରେ ଓଡିଶା ସରକାରଙ୍କ ଶାସନ ଉପରେ ସୋମ୍ୟଙ୍କ ପରିବାରର ଭରସା ତୁଟି ଯାଇଛି ବୋଲି ସୋମ୍ୟଙ୍କ ପଡୋଶୀ ନିଜ ରାଏରେ କହିଛନ୍ତି ।

ପରବର୍ତ୍ତୀ ପଦକ୍ଷେପ ହେଉଛି ସୋମ୍ୟଙ୍କ ପରିବାର ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ଦେଖା କରିବେ ଓ ସତ୍ୟକୁ ସାମନାକୁ ଆଣିବା ପାଇଁ ନିଜର ଚେଷ୍ଟା ଜାରି ରଖିବେ । ସୋମ୍ୟଙ୍କ ଭାଇ କହିଛନ୍ତି ସୋମ୍ୟଙ୍କୁ ପୋ-ଡା ଯାଇ ହ-ତ୍ୟା କରା ଯାଇଛି ଏହା ସତ୍ୟ କିନ୍ତୁ ପୋଲିସ କେମିତି ଯାଞ୍ଚ କରି କହିଲା ଯେ ତିନି ଜଣ ଅ-ଭି-ଯୁ-କ୍ତ ଏଥିରେ ସାମିଲ ନାହାନ୍ତି । ଯଦି ସୋମ୍ୟଙ୍କୁ ପୋଡା ଯାଇଛି କି ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ତେବେ ତାକୁ ଖୋଜିବା ଦାୟିତ୍ଵ ହେଉଛି ପୋଲିସର ।

ରୋଷେୟା କହିବା ମୁତାବକ ସେ ଦୁ-ର୍ଘ-ଟ-ଣା ସମୟରେ ଦେଖିଛି ଓ ସୋମ୍ୟଙ୍କ ଦେହରେ ନି-ଆଁ ଲାଗିବା ପରେ ସେ ପାଣି ଢାଳିଛି । କିନ୍ତୁ ଯେବେ ପ୍ରଥମ ଥର ରୋଷେୟାକୁ ପଚରା ଯାଇଥିଲା ସେ କହିଲା ସୋମ୍ୟଙ୍କ ରୁମରେ ନି-ଆଁ ଲାଗି ନ ଥିଲା ।

ଏହି କାରଣରୁ ରୋଷେୟାକୁ ସନ୍ଦେହ କରା ଯାଉଛି । କ୍ରାଇମ ବ୍ରାଞ୍ଚର ଯାଞ୍ଚ ଅନୁସାରେ ସୋମ୍ୟଙ୍କୁ ତାଙ୍କ ରୁମରେ ପୋ-ଡା ଯାଇଛି କିନ୍ତୁ ସୋମ୍ୟଙ୍କ ରୋଷେୟା କହିବା ମୁତବକ ସୋମ୍ୟଙ୍କୁ ରୁମରେ ପୋଡା ଯାଇ ନାହି ।

ପ୍ରକୃତ ସତ୍ୟତା କଣ ରହିଛି ତାହା ଜାଣିବା ଆହୁରି ଯାଞ୍ଚ କରିବା ଦରକାର ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ଏହା ପରେ ସୋମ୍ୟଙ୍କ ପରିବାର ତାଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ବା ହାଇ କୋର୍ଟର ଦ୍ଵାରସ୍ଥ ହେବେ ବୋଲି ତାଙ୍କ ଭାଇ ନିଜ ରାଏ ରେ କହିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *