ACF ଡେଥ କେସ: ସାମ୍ନାକୁ ଆସିଲା ଆଉ ଏକ ରହସ୍ୟ, DFOଙ୍କ ପଛଗେଟ କନେକ୍ସନ…. ଦେଖନ୍ତୁ Video

ଏସିଏଫଓ ସୋମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟା ଭାରତୀୟଙ୍କ ଘରକୁ ଯିବା ଆସିବା ନେଇ ନିଜ ଅଧିକାରୀଙ୍କ ବିରୁଦ୍ଧରେ କିଏ କାହଙ୍କି ବା କହିବ ତାହା ଏବେ ପ୍ରଶ୍ନ ଉଠୁଛି । ଉଭୟ ବିଦ୍ୟା ଭାରତୀ ଓ ଡିଏଫଓଙ୍କ ଫୋନରେ ଆଲୋଚନା ହେବା ନେଇ ମଧ୍ୟ ଏବେ ପ୍ରଶ୍ନ ଉଠୁଛି । ବଡ ଅଧିକାରୀଙ୍କୁ ସୁରକ୍ଷା ଦେବ ପାଇଁ ପୋ-ଲି-ସ ପ୍ରମାଣ ନଷ୍ଟ କରୁଛି ବୋଲି ସୋମ୍ୟଙ୍କ ଓକିଲ କହିଛନ୍ତି ।

ଡିଏଫଓ ସଂଗ୍ରାମ କେସରୀଙ୍କୁ ନେଇ ମିଳିଛି କଲିନ ଚିଟ ଦେବା ଏକ ସୁଚିନ୍ତିତ ଯୋଜନା ବୋଲି ସୋମ୍ୟଙ୍କ ଓକିଲ ପାର୍ଥ ସାରଥି ନାୟକ ପ୍ରତିକ୍ରିୟା ଦେଇଛନ୍ତି । ଡିଏଫଓଙ୍କ ପଛ ପଟର ଗେଟ ସୋମ୍ୟରଞ୍ଜନଙ୍କ ଘରର ଆଗ ପଟ ରହିଥିଲା । ଉଭୟ ବିଦ୍ୟା ଭାରତୀ ଓ ଡିଏଫଓ ସବୁବେଳେ ଯିବା ଆସିବା କରୁଥିବା ବେଳେ କାହିଁକି ଫୋନରେ କଥାବାର୍ତ୍ତା କରିବେ ତାହାକୁ ନେଇ ସୋମ୍ୟଙ୍କ ଓକିଲ ପ୍ରଶ୍ନ କରିଛନ୍ତି ।

ବିଦ୍ୟା ଭାରତୀ ଓ ଡିଏଫଓ ବ୍ୟବହାର କରୁଥିବା ଫୋନ ନମ୍ବରରେ କଣ ପାଇଁ କଥା ହେବେ ବା ଅନ୍ୟ ଏକ ନମ୍ବରରେ କଥା ହେଉ ନ ଥିବେ ଏହାକୁ ନେଇ ସୋମ୍ୟଙ୍କ ଓକିଲ ମତାମତ ଦେଇଛନ୍ତି । ପୋ-ଲି-ସ ଏହି ଫୋନ ଯାଞ୍ଚ କରିବା ନେଇ କିଛି ବି ପ୍ରମାଣ ପାଇ ନାହି । ପୋ-ଲି-ସ ତ-ଦ-ନ୍ତକୁ ନେଇ ସୋମ୍ୟ ରଞ୍ଜନଙ୍କ ପରିବାର ସ-ନ୍ଦେ-ହ ପ୍ରକାଶ କରିଛନ୍ତି । “ଦୋଷୀକୁ ଦ-ଣ୍ଡ ମିଳୁ ଓ ଆମ ପୁଅକୁ ନ୍ୟାୟ ମିଳୁ” ବୋଲି ସୋମ୍ୟଙ୍କ ମା ନ୍ୟାୟ ରାଏ ରେ କହିଛନ୍ତି ।

ସୋମ୍ୟଙ୍କ ଭାଇ କହିଛନ୍ତି ଯେ ଯିଏ ପ୍ରକୃତ ଦୋ-ଷୀ-କୁ ଦ-ଣ୍ଡ ମିଳିବା ଉଚିତ ତା ହେଲେ ଯାଇ ତାଙ୍କ ଭାଇଙ୍କ ଆ-ତ୍ମାକୁ ଶାନ୍ତି ମିଳିବ । ପାରଳାଖେମୁଣ୍ଡି ପୋ-ଲି-ସ ଅଧିକ ତ-ଦ-ନ୍ତ ପାଇଁ ବାଲେଶ୍ଵର ଓ ବଲାଙ୍ଗୀର ଗସ୍ତ କରିଛନ୍ତି । ବିଦ୍ୟା ଭାରତୀୟ ପଢୁଥିବା ଏଲ ଆଇଜି ଟ୍ରେନିଂ କଲେଜରେ ବ୍ୟାଚଲର ପାର୍ଟି ବାବଦରେ ପୋ-ଲି-ସ ତ-ଦ-ନ୍ତ ଆରମ୍ଭ କରିବ ।

ବାଲେଶ୍ଵର ଖଇରା ବେଗୁନିଆ ଗାଁ ରେ ଥିବା ସୋମ୍ୟଙ୍କ ପରିବାର ଲୋକଙ୍କୁ ଆଉ ଠାରେ ପଚରାଉଚରା କରିବ ପୋ-ଲି-ସ ବୋଲି ସୂଚନା ମିଳିଛି । ତ-ଦ-ନ୍ତରେ ଯେଉଁ ମାନେ ସ-ନ୍ଦେ-ହ ଘେରରେ ଅଛନ୍ତି ସେମାନଙ୍କର କଲ ରେକର୍ଡ ଯାଞ୍ଚ ହେଉଛି ଏହା ସହ ଦୋ-ଷୀକୁ ଧରା ଯାଇ ନ୍ୟାୟ ମିଳିବ ବୋଲି ପାରଳାଖେମୁଣ୍ଡି ପୋ-ଲି-ସ କହିଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆମକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *