DFO ଙ୍କୁ କ୍ଲିନ ଚିଟ ମିଳିବା ପରେ.. ଭାଙ୍ଗି ପଡିଲେ ସୌମ୍ୟଙ୍କ ଭାଇ, କହିଲେ କିଛି ଏମିତି…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଗତ ଜୁଲାଇ ୧୨ରେ ଏସିଏଫ ସୋମ୍ୟରଞ୍ଜନଙ୍କ ବାସ ଭବନରେ ତାଙ୍କ ଶରୀରରେ ନିଆଁ ଲାଗିବା ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡିରୁ କଟକ ବଡ ମେଡିକାଲକୁ ଅଣା ଯାଇଥିଲେ ମଧ୍ୟ ୧୩ରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଏ ମା-ମ-ଲା-ରେ ତାଙ୍କ ଭାଇ କହିଛନ୍ତି ଯେ ଯେତେବେଳେ ସୋମ୍ୟଙ୍କ ଦୁ-ର୍ଘ-ଟ-ଣା ଘଟିଲା ସେହି ସମୟରେ ତାଙ୍କୁ କିଛି ବି ସୂଚନା ଦିଆଯାଇ ନ ଥିଲା ।

ଯଦି ସୋମ୍ୟ ଆ-ତ୍ମ-ହ-ତ୍ୟା କରିଛନ୍ତି ତେବେ ତାର କାରଣ କଣ ରହିଛି ବା ଯଦି ତାଙ୍କୁ କେହି ଆ-ତ୍ମ-ହ-ତ୍ୟା କରିବା ପାଇଁ କେହି ବା-ଧ୍ୟ କରିଛି ତେବ ତାହା ଆଇନଗତ ଅ-ପ-ରା-ଧ ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ସୋମ୍ୟ ଯଦି ଆ-ତ୍ମ-ହ-ତ୍ୟା କରିଛନ୍ତି ତେବେ ତାଙ୍କ ବାସ ଭବନରେ ଘ-ଟ-ଣା ସମୟରେ ଦୁଇ ଜଣ ଥିଲେ ମଧ୍ୟ କଣ ତାଙ୍କୁ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ନାହାନ୍ତି । ଏହା ଛଡା ବିଦ୍ୟାଭାରତୀଙ୍କ ହାତରେ ଯେଉଁ ପୋଡା ଅଛି ବୋଲି ସେ ଦାବି କରୁଛନ୍ତି ତାହା ସଂପୂର୍ଣ୍ଣ ମିଛ ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି ।

ପୋ-ଲି-ସ ଡିଏଫଓ ସହ ବିଦ୍ୟା ଭାରତୀଙ୍କର କିଛି ସ-ମ୍ପ-ର୍କ ନାହି କି ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ କିଛି ସ-ମ୍ପ-ର୍କ ନାହି ବୋଲି ଖୁଲାସା କରିଛି ତାହାକୁ ନେଇ ସୋମ୍ୟଙ୍କ ଭାଇ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି । ତାଙ୍କ କହିବା ମୁତାବକ ଯଦି ଜଣେ ଏସିଏଫଙ୍କର ଅଚାନକ ଦୁ-ର୍ଘ-ଟ-ଣା ହେଉଛି ତେବେ ଡିଏଫଓ ରାସ୍ତା ମଝିରେ ଆମ୍ବୁଲାନ୍ସ ଅଟକାଇବାର କାରଣ କଣ ରହିଛି । ପାରଳାଖେମୁଣ୍ଡି ହସପିଟାଲରେ କିଛି ସମୟ ରଖିବା ପରେ ୧୪ ଘଣ୍ଟା ପରେ ସୋମ୍ୟଙ୍କୁ କଟକରେ ଅଣା ଯାଇଥିଲା ।

ଏହା ପରେ ସୋମ୍ୟଙ୍କ ଭାଇ କହିଛନ୍ତି ସୋମ୍ୟଙ୍କ ସହ ଦୁ-ର୍ଘ-ଟ-ଣା ହେବା ପରେ ବିଦ୍ୟା ଭାରତୀ ଘରର ଚାବି ଫରେଷ୍ଟ ଅଫିସରେ କଣ ପାଇଁ ଦେଇଥିଲେ ତାହାକୁ ନେଇ ଆଗ ଯା-ଞ୍ଚ କରାଯିବା କଥା । କିନ୍ତୁ ପୋ-ଲି-ସ ସେହିପରି ଭାବେ ଯା-ଞ୍ଚ କରିନାହି ।

ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା-କୁ ନେଇ କୋଉଠି ନା କୋଉଠି କିଛି ରହି ଯାଇଛି ଯାହାକୁ ପୋ-ଲି-ସ ଠିକ ଭାବେ ସନ୍ଧାନ କରିଲେ ହୁଏ ତ ପ୍ରକୃତରେ ଅ-ପ-ରା-ଧୀ କିଏ ତାହା ଜାଣି ପାରିବ । ସୋମ୍ୟଙ୍କ ଭାଇଙ୍କ କହିବା ମୁତାବକ ଯିଏ ସୋମ୍ୟଙ୍କୁ ହ-ତ୍ୟା କରିଛି ତା ହିସାବରେ ସବୁ କିଛି ହୋଇଛି କିନ୍ତୁ ତାଙ୍କୁ ଘ-ଟ-ଣା ବାବଦରେ କିଛି ବି ଜଣାଯାଇ ନାହି ।

ବିଦ୍ୟା ଭାରତୀ ଓ ଡିଏଫଓଙ୍କ ମଧ୍ୟରେ ସ-ମ୍ପ-ର୍କ ଅଛି କି ନାହି ତାହା ସୋମ୍ୟଙ୍କ ପରିବାର ଲୋକେ କହି ସାରିଛନ୍ତି ବୋଲି ତାଙ୍କ ଭାଇ କହିଛନ୍ତି । ମାମତା ପାଣ୍ଡେଙ୍କୁ ବିଦ୍ୟାଙ୍କର ପରିବାର ଲୋକେ ଫୋନ କରି ଜଣାଇବା ପରେ ସେ ଆମ୍ବୁଲାନ୍ସ ପାଖରେ ପହଞ୍ଚି କଣ ପାଇଁ ଆମ୍ବୁଲାନ୍ସ ଅଟକାଇଥିଲେ ତାହାକୁ ନେଇ ସୋମ୍ୟଙ୍କ ଭାଇ ପ୍ରତିକ୍ରିୟା ଦେଇଛନ୍ତି । ଏହା ଛଡା ଝିଅର ବାହାଘର କି ଭୋଜିଭାତ ହେଉ ନ ଥିଲା ଯେ ବିଦ୍ୟାଙ୍କର ପରିବାର ଲୋକେ ମମତା ପାଣ୍ଡେଙ୍କୁ ଫୋନ କରିଥିଲେ ।

ତା ଛଡା ମମତା ପାଣ୍ଡେ ଲୋକାଲ ପୋ-ଲି-ସ ଷ୍ଟେସନଙ୍କୁ ଫୋନ କରି ଏହି ଘଟଣା ବାବଦରେ ନ ଜଣାଇ ନିଜେ କାହଙ୍କି ଆମ୍ବୁଲାନ୍ସ ପାଖରେ ପହଞ୍ଚି ଥିଲେ ତାହାକୁ ନେଇ ସୋମ୍ୟଙ୍କ ଭାଇ ପ୍ରଶ୍ନ କରିଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *