ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା ଦିନକୁ ଦିନ ସସପେନ୍ସ ଘେରକୁ ଚାଲି ଯାଉଛି । ଗତକାଲି ଗୋଟିଏ ଦିନରେ ପୋ-ଲି-ସ କ୍ରା-ଇ-ମ-ବ୍ରା-ଞ୍ଚ ଡିଏଫଓ ସଂଗ୍ରାମ କେଶରୀ ବେହେରା, ମମତା ପାଣ୍ଡେ ଓ ସୋମ୍ୟଙ୍କର ରୋଷେୟା ମନ୍ମଥ କୁମ୍ବଙ୍କୁ ଏହି ଘ-ଟ-ଣା ବାବଦରେ ପଚରାଉଚରା କରିବା ପରେ କ୍ଳିନଚିଟ ଦେଇ ସାରିଛନ୍ତି ।
ଯେଉଁ କ୍ଳିନ ଚିଟ ଦିଆଗଲା ସେ କହିଛନ୍ତି ଯେ କ୍ୟାମ୍ପସ ଭିତରେ ଥିବା କେହି ବ୍ୟକ୍ତି ବି ଡିଏଫଓଙ୍କୁ ସୋମ୍ୟଙ୍କ ଘରକୁ ଯିବାର ଦେଖି ନାହାନ୍ତି । ପୋ-ଲି-ସ ଡିଏଫଓ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ କିଛି ସ-ମ୍ପ-ର୍କ ଅଛି ବୋଲି ପ୍ରମାଣ ପାଇଲା ନାହି । ଡିଏଫଓଙ୍କ କ୍ୟାମ୍ପସରେ ଯେତେ ଜଣ ଅଛନ୍ତି ସେମାନେ ହେଉଛନ୍ତି ତାଙ୍କର କର୍ମଚାରୀ କେବେ ବି ନିଜ ମାଲିକ ନାଁ ରେ ସତ କହିବେ ନାହି । ଡିଏଫଓ ସେହି ଜିଲ୍ଲାର ଅର୍ଥରୀଟି ହୋଇଥିବାରୁ ସମସ୍ତେ ନିଜ ଚାକିରି ଭୟରେ ତାଙ୍କ ବି-ରୁ-ଦ୍ଧରେ କହିବେ ନାହି ।
ଡିଏଫଓଙ୍କ ଘର ପଛ ପାଟ ରାସ୍ତାରେ ସୋମ୍ୟରଞ୍ଜନଙ୍କ ଘରର ଆଗ ଗେଟ ରହିଛି । ସେହି ଗେଟରେ କେହି କେବେ ଯିବା ଆସିବା କରନ୍ତି ନାହି । ତେଣୁ ସେହି ଗେଟରେ କେବେ ତାଲା ମଧ୍ୟ ପଡେ ନାହି । ଡିଏଫଓ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ ଯଦି ସ-ମ୍ପ-ର୍କ ରହିଛି ତେବେ ସେମାନେ କଣ ନିଜର ପର୍ଶନାଲ ଫୋନରେ କଥାବାର୍ତ୍ତା ହେଉଥିବେ ବୋଲି ସୋମ୍ୟଙ୍କ ଓକିଲ ନିଜ ରାଏରେ କହିଛନ୍ତି । ଯଦି ଦୁହିଙ୍କ ମଧ୍ୟରେ ସ-ମ୍ପ-ର୍କ ଥିବ ତେବେ ଦୁହେଁ ନିଜର ସିକରେଟ ଫୋନ ରଖି ସେଥିରେ ଆଲୋଚନା କରୁଥିବେ ଯାହାକୁ ପୋ-ଲି-ସ ସନ୍ଧାନ କରିବା ଉଚିତ ବୋଲି ସୋମ୍ୟଙ୍କ ଓକିଲ କହିଛନ୍ତି ।
ସୋମ୍ୟଙ୍କ ଓକିଲ ଏହି ସବୁ କଥାକୁ ସହଜରେ ଗ୍ରହଣ ନ କରି ନିଜର ମତାମତ ଦେଇଛନ୍ତି । ପୋ-ଲି-ସର ସୂଚନା ଅନୁସରେ ସୋମ୍ୟ ଯେଉଁ ଘରେ ପୋ-ଡି-ଥି-ଲେ ସେଠାରେ ପଛ ପଟ କବାଟ କିଛି ମାତ୍ରାରେ ଜଳି ଯାଇଛି ଓ ସ୍କାଇଲେଟରେ ଲାଗିଥିବା ନେଟ ଜଳି ଯାଇଛି ।
କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି ସୋମ୍ୟ ଯେଉଁ ଘରେ ପୋଡି ହୋଇଛନ୍ତି ସେହି ଘରେ ଥିବା ପଲିଷ୍ଟର ପରଦା ବା ପ୍ଲାଷ୍ଟିକ ମୁଢି ଡବାରେ କିପରି ନିଆଁ ଲାଗିନାହି କି ଖଟ ଉପରେ ଥିବା ଜରିଆରେ ନିଆଁ ଲାଗି ନାହି ବା ସେଠାରେ ଥିବା ପ୍ଲାଷ୍ଟିକ ଚେୟାର ରେ କିପରି ନିଆଁ ଲାଗି ନାହି ବୋଲି ସୋମ୍ୟଙ୍କ ଓକିଲ ପ୍ରତିକ୍ରିୟା ଦେଇଛନ୍ତି ।
ସୋମ୍ୟଙ୍କ ଘରର କାନ୍ଥ, ଫ୍ଲୋରରେ କଳା ନାହି ବା ଛାତରେ ଲାଗିଥିବା ବୁଢିଆଣୀ ଜାଲ ମଧ୍ୟ ପୋଡି ନାହି କିପରି ତାହାକୁ ନେଇ ସୋମ୍ୟଙ୍କ ଓକିଲ କହିଛନ୍ତି । ସୋମ୍ୟଙ୍କ ଓକିଲଙ୍କ କହିବା ମୁତାବକ ପୋ-ଲି-ସ ପ୍ରମାଣ ନଷ୍ଟ କରିବାକୁ ଯୋଜନା କରୁଛି । ଏହାର କାରଣ ହେଉଛି ପୋ-ଲି-ସ କୌଣସି ବଡ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ।
ସୋମ୍ୟଙ୍କ ବାପା ହାଇକୋର୍ଟ ଯିବେ ବୋଲି ମତାମତ ଦେଇ ସାରିଛନ୍ତି । କିନ୍ତୁ ସମସ୍ତ ତ-ଦ-ନ୍ତ ପରେ ଏହା ସମ୍ଭବ ବୋଲି ସୋମ୍ୟଙ୍କ ଓକିଲ ନିଜ ରାଏ ରେ କହିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମ ସହ ଆମକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।