ACF Soumyaranjan ମୃତ୍ୟୁ ମାମଲା: ସୌମ୍ୟ ଭାଇ ଦେଖାଇଲେ ସାହସ ! ଉଠାଇଲେ ମୁଖ୍ୟମନ୍ତ୍ରୀ ଙ୍କ ନାମ…ଏବେ ତଦନ୍ତ କେଉଁଆଡ଼େ ଯିବ ? କେତେ ସତ କେତେ ମିଛ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମା-ମ-ଲାକୁ ଆଜିକୁ ୧୨ ଦିନ ହୋଇଥିଲେ ମଧ୍ୟ ଏ ଯାଏଁ ତାଙ୍କ ମୃ-ତ୍ୟୁ ମା-ମ-ଲା କୁ ନେଇ ଯେଉଁ ସବୁ ପ୍ରମାଣ ମିଳୁଛି ସେଥିରୁ ସ୍ପଷ୍ଟ ହେଉ ନାହି ଯେ ପ୍ରକୃତରେ କଣ ଘ-ଟ-ଣା ଘଟିଥିଲା । ତେବେ ସୋମ୍ୟଙ୍କ ମୃ-ତ୍ୟୁ ମା-ମ-ଲା କୁ ନେଇ ତାଙ୍କ ପରିବାର ଲୋକେ ହ-ତ୍ୟା କରା ଯାଇଛି ବୋଲି ଅ-ଭି-ଯୋ-ଗ କରୁଛନ୍ତି ।

କିନ୍ତୁ ଏ ଯାଏଁ ଏହି ଅ-ଭି-ଯୋ-ଗ ପ୍ରମାଣ ହୋଇ ନାହି । ତେବେ ସୂଚନା ଅନୁସାରେ ସୋମ୍ୟଙ୍କ ଭାଇ ଏହି ବିଷୟରେ କିଛି ଜରୁରୀ କଥା କହିଛନ୍ତି । ସୋମ୍ୟଙ୍କ ଭାଇଙ୍କ କହିବା ଅନୁସାରେ ଯାହାକୁ ବି ଏହି ମାମଲାରେ ପଚରାଉଚରା କରା ଯାଉଛି ତାକୁ ତାର ଘରେ ଯାଇ ପୋଲିସ ପଚାରୁଛି । ଯିଏ ଚୋରୀ କରିଥାଏ ସେ କଣ ସତ ମାନେ ବୋଲି ସୋମ୍ୟଙ୍କ ଭାଇ ପ୍ରଶ୍ନ କରିଛନ୍ତି । ଯଦି ଏପରି ହେଉଥାନ୍ତା ତେବେ ଆମ ଭାରତ ସୁନାର ଭାରତ ହୋଇଥାନ୍ତା ବୋଲି ସୋମ୍ୟଙ୍କ ଭାଇ ନିଜ ମତରେ କହିଛନ୍ତି ।

ଚୋର ପାଖରୁ ସତ ଆଦାୟ କରିବା ପାଇଁ ଅଲଗା ପ୍ରୋସେସ ରହିଛି ବୋଲି ପୋଲିସ ମାନେ ଜାଣିଛନ୍ତି କିନ୍ତୁ ଏହାର ସଠିକ ପ୍ରୟୋଗ କରୁ ନାହାନ୍ତି ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ସୋମ୍ୟଙ୍କୁ ଯୋଜନାବଦ୍ଧ କରାଯାଇ ହ-ତ୍ୟା କରା ଯାଇଛି ଓ ଯେ ପର୍ଯ୍ୟନ୍ତ ହ-ତ୍ୟା-କା-ରୀ ନ ମିଳିଛି ତାଙ୍କ ପରିବାର ଲୋକେ ନ୍ୟାୟ ପାଇଁ ଲଢିବେ ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ନିଜର ଶେଷ ଜୀବନ ଯାଏଁ ଲଢିବେ ବୋଲି ସୋମ୍ୟଙ୍କ ଭାଇ ନିଜ ରାଏ ରେ କହିଛନ୍ତି ।

ଯଦି ଦରକାର ପଡେ ତେବେ ସୋମ୍ୟଙ୍କ ପରିବାର ଲୋକେ ସୋମ୍ୟଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ନିଜେ କିରୋସିନୀ ଢାଳି ହୋଇ ପୋ-ଡି ହୋଇ ଆ-ତ୍ମ-ହ-ତ୍ୟା କରିବେ ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି ।

ସୋମ୍ୟଙ୍କ ଭାଇ କହିବା ଅନୁସାରେ ଗୋଟେ ଲୋକ ମ-ରି-ବା-ର କିଛି କାରଣ ରହିଥାଏ । ସୋମ୍ୟଙ୍କ ନାଁ ରେ କିଛି ପୋଲିସ କେସ ନ ଥିଲା କି ସେ ବଜାରରୁ କିଛି ଟଙ୍କା ଉଠାଇ ନେଇ ନାହାନ୍ତି କି ତାଙ୍କୁ କୌଣସି ରୋଗ ନ ଥିଲା କି ତାଙ୍କର ଅଧିକ ବୟସ ମଧ୍ୟ ହୋଇ ନ ଥିଲା ।

ତେବେ ସେ କଣ ପାଇଁ ଆ-ତ୍ମ-ହ-ତ୍ୟା କରିବେ ବୋଲି ସୋମ୍ୟଙ୍କ ଭାଇ କହିଛନ୍ତି । ସୋମ୍ୟ ମା-ନ-ସି-କ ନି-ର୍ଯା-ତ-ନା ପାଉଥିଲେ ବୋଲି ତାଙ୍କ ଭାଇଙ୍କୁ ଜଣାଇ ଥିଲେ । ଯଦି ତାଙ୍କର ମୃ-ତ୍ୟୁ ହୋଇଛି ତେବେ ସେଥିପାଇଁ ତାଙ୍କ ପରିବାର ବା ଚାକିରି ପାଇଁ କିଛି କାରଣ ଯୋଗୁ ହୋଇପାରେ ବୋଲି ସୋମ୍ୟଙ୍କ ଭାଇ ସାହସର ସହ କହିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *