ବିବାହ ବନ୍ଧନରେ ବାନ୍ଧି ହେଲେ Ollywood ଅଭିନେତ୍ରୀ Lipsa Mishra !

ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି କଳାକାର ମାନେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଠିକ ସେହି ପରି ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପରଫୋମାଂସ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି । ଟିଭି ସିରିଏଲରେ ଅଭିନୟ କରୁଥିବା କଳାକାର ମାନେ ନିଜର ଅଭିନୟ ବ୍ଯତୀତ ଷ୍ଟାଇଲିସ, ବ୍ୟକ୍ତିତ୍ବ, ସୁନ୍ଦରତା ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହା ପଛରେ କଣ ରହିଛି ସତ୍ୟତା କହିବାକୁ ଯାଉଛୁ । ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଦ୍ଵାରା ଟିଭିରେ ଅନେକ ସିରିଏଲରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି । ଏବେ ସୁଦ୍ଧା ମଧ୍ୟ ସେ ନିଜର ଅଭିନୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୂଚନା ଅନୁସାରେ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବାକାଉ ଯାଉଛନ୍ତି ତାଙ୍କର ଆଗାମୀ ଫିଲ୍ମ “ରଙ୍ଗିଲା ବୋହୁ” ରେ ଅଭିନେତା ଦେବାସିଷଙ୍କ ସହ ।

ଏହି ନୂଆ ଫିଲ୍ମ “ରଙ୍ଗିଲା ବୋହୁ” ରେ ଅଭିନେତ୍ରୀ ଲିପ୍ସା ମିଶ୍ର ଅଭିନେତା ଦେବାଶିଷଙ୍କର ସ୍ତ୍ରୀ ଭାବେ ନଜର ଆସିବେ । ଏହି ଫିଲ୍ମରେ ଲିପ୍ସା ମିଶ୍ର ଜବରଦସ୍ତ ବୋହୁ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମରେ ଲିପ୍ସା ମିଶ୍ର ଦୁଇଟି ବୋହୁ ଚରିତ୍ରରେ ଅଭିନୟ କରିବେ । ଗୋଟେ ପକ୍ଷେ ଭଲ ବୋହୁ ହେବା ସହ ଅନ୍ୟ ପକ୍ଷେ ଖରାପ ବୋହୁ ଚରିତ୍ରରେ ନଜର ଆସିବେ । ନୂଆ ଫିଲ୍ମ “ରଙ୍ଗିଲା ବୋହୁ” ରେ ଦର୍ଶକ ମାନେ ଦୁଇ ଭଉଣୀଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ ।

ଏହା ଛଡା ଅଭିନେତା ଦେବାଶିଷଙ୍କର ମଧ୍ୟ ଦମଦାର ଅଭିନୟ ଦେଖିବାକୁ ମିଳିବ । ଅଭିନେତ୍ରୀ ଲିପ୍ସା ମିଶ୍ର ଅନେକ ଓଡିଆ ଫିଲ୍ମ ଅଭିନୟ କରିଛନ୍ତି ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି ।

ଲୀପଶା ମିଶ୍ର ସାର୍ଥକ ଚ୍ଯୀନେଲରେ ପ୍ରସାରିତ ହେଉଥିବା ସିରିଏଲ “ତୋ ଅଗଣାର ତୁଳସୀ ମୁଁ” ରେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇଥିଲେ । ବର୍ତ୍ତମାନ ସେ “ହେ ପ୍ରଭୁ” ସିରିଏଲରେ ନିଜର ଅଭିନୟ ଜାରି ରଖିଛନ୍ତି ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି ।

ନୂଆ ଫିଲ୍ମ “ରଙ୍ଗିଲା ବୋହୁ” ଅଭିନେତା ଦେବାଶିଷ ଲିପ୍ସା ମିଶ୍ରଙ୍କୁ ବିବାହ କରିବା ପରେ କିପରି ନିଜ ମା ଓ ସ୍ତ୍ରୀ ମଧ୍ୟରେ ହେଉଥିବା କଳହକୁ ରୋକିବା ପାଇଁ ଚେଷ୍ଟା କରୁଥିବେ ତାହା ଦର୍ଶକ ମାନେ ଦେଖିବାକୁ ପାଇବେ । ଆଶା କରୁଛୁ ଦୁହିଙ୍କର ଆଗାମୀ ଫିଲ୍ମ ସଫଳ ହେଉ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଦେବାଶିଷ ଓ ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କର ଯୋଡି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମନାଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *