ନିଆଁରେ ପୋଡିହୋଇ ମରିବା ପୂର୍ବରୁ ପତ୍ନୀ ବିଦ୍ୟା ଓ ରୋଷେୟାଙ୍କୁ ଏମିତି କହିଥିଲେ ସୌମ୍ୟ…ଦେଖନ୍ତୁ Video

ପାରଳା ଖେମୁଣ୍ଡି ରେ ହୋଇ ଥିବା ହତ୍ୟା ମାମଲା ଏବେ ଆହୁରି ଅଧିକ ଅଡୁଆ ସୂତା ଭଳି ହୋଇ ଯାଇଛି ଏଏଫସି ସୋମ୍ୟ ଙ୍କ ମୃ-ତ୍ୟୁ ପରେ ଆସିଛି ଅନେକ ଘଟଣା ସାମନାକୁ ବିବାହର ମାତ୍ର ୬ ମାସରେ ଏଭଳି କଣ ହୋଇଥିଲା କି ସେ ନିଜକୁ ଶେଷ କରି ଦେଇଥିଲେ କେବଳ ସେତିକି ନୁହେଁ ସେ ନିଜକୁ ଜଳାଇ ବା ସମୟରେ କହିଥିଲେ ଦେଖ ମୁ ଜଳୁଛି ।

ଯଦି ଆମେ ଘଟଣା କୁ ଗଭୀର ଭାବେ ଦେଖିବା ପାଇଁ ଯିବା ତାହେଲେ ଆମେ ଜାଣି ପାରିବା କି ଆମେ ନିଶ୍ଚିତ ଭାବେ ଏହା ଏକ ଗମ୍ଭୀର ଧାରଣ ର ଘଟଣା କାରଣ ସାଧାରଣ ବିବାହ ରେ କିମ୍ବା ସାଧାରଣ ଝଗଡାରେ କେହି ଏଭଳି କାଣ୍ଡ କରିବ ନି । ଏହାକୁ ନେଇ ପୋ-ଲି-ଶ ଅନେକ ଜେରା କରି ସାରିଲାଣି ସ୍ତ୍ରୀ ବିଦ୍ୟାଭାରତୀ ଙ୍କୁ । ତାଙ୍କ କହିବା ଅନୁସାରେ ସେ ରୋଷେଇ କରୁଥିଲେ ରୋଷେଇ ଘରେ ।

ହଠାତ ତାଙ୍କ ଆଗକୁ ଆସି ସୋମ୍ୟ କହିଲେ ଦେଖ ମୁ ଜଳୁଛି । ସେ ପିନ୍ଧିଥିଲେ ଏକ ଗୋଲ ବେକାର ଗେଞ୍ଜି ଓ କହିବା ସମୟରେ ସତରେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ସେ ସେହି ଗଞ୍ଜି କୁ କାଢିବା ପ୍ପାଇନ ଚେଷ୍ଟା କରିଥିଲେ ମାତ୍ର ଏହା ନ କରି ପରି ବାଥ୍ରୁମ ଆଡକୁ ଦଉଡି ଥିଲେ ପାଣି ଆଣି ଢଳିବା ପାଇଁ । ତାଙ୍କ କହିବା ଅନୁସାରେ ସେ ଏତେ ଭୟ କରି ଯାଇଥିଲେ କି ହଠାତ ଝୁଣ୍ଟିଆ ପଡିଥିଲେ ।

ଓ ଚିତ୍କାର କରି ଡ଼ାକିଥିଲେ ରୋଷେୟା କୁ ସେ ଦଉଡି ଆସି ବାଥ୍ରୁମ ରୁ ପାଣି ନେଇ ଢାଳି ନିଆଁ ଲିଭେୟ ଥିଲା । ଏହା ପରେ ତାଙ୍କୁ ନିକଟସ୍ଥ ଡାକ୍ତର ଖାନାକୁ ନେଇ ଯାଇଥିଲେ ଓ ଏହା ପରେ ପ୍ପରିସ୍ଥିତି ଗୁରୁତର ହେବା ପରେ ତାଙ୍କୁ ଅଶ୍ଵିନୀ ଡାକ୍ତର ଖାନା କଟକ ରେ ଭର୍ତ୍ତି କରା ଯାଇଥିଲା ମାତ୍ର ୧୩ ତାରିଖ ଦିନ ସେ ସବୁ ଦିନ ପାଇଆନ ଆଖି ମୁଜି ଦେଲେ ।

ତେବେ ଏହି ଘଟଣାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ସେ ହେଉଛି କି କଣ ପାଇଁ ବିଦ୍ୟାଭାରତି ରୋଷେଇ କରୁଥିଲେ ଯଦି ରୋଷେୟା ଥିଲା ଓ ଏହା ସହ ଆଉ ଏକ ପ୍ରଶ୍ନ ମଧ୍ୟ ଆସୁଛି କି କିଭଳି ଆଘାତ ତାଙ୍କୁ ଲାଗିଥିଲା ଓ ସେ ଆଘାତ ଏବେ କେମିତି ଅଛି ।

ତେବେ ପୋ-ଲି-ଶ କହିବା ଅନୁସାରେ ଜଣା ଯାଉଛି କି ହଁ ସେ ପୋଡି ହୋଇଛନ୍ତି ସେ ଭି ନିଜକୁ ନିଜ କିନ୍ତୁ ଏହା ପାଇଁ ତାଙ୍କୁ ବାଧ୍ୟ କରା ଯାଇଥିଲା ନା ସେ ନିଜେ ଏଭଳି ପଦକ୍ଷେପ ନେଇଛନ୍ତି । ଯଦି ସେ ନିଜେ ପଦକ୍ଷେପ ନେଇଛନ୍ତି ତାହେଲେ କଣ ପାଇଁ ଏଭଳି କଣ ଘଟଣା ଥିଲା ଯାହା ପାଇଁ ସେ ଏଭଳି କିଛି କରି ବଶିଲେ । ଏହାର କାରଣ ଏବେ ଖୋଜିବାରେ ଲାଗିଛି ପୋ-ଲି-ଶ ।

Leave a Reply

Your email address will not be published. Required fields are marked *