ବାହାଘରର ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ମଥାରୁ ଲିଭିଗଲା ସିନ୍ଦୂର… କାନ୍ଦି କାନ୍ଦି ସ୍ତ୍ରୀ କହିଲେ କିଛି ଏମିତି ଶୁଣି ଆପଣ ବି କାନ୍ଦି ପକାଇବେ: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଦୁଖଭରା କାହାଣୀ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମାନଙ୍କ ଆଖିରେ ବି ଲୁହ ରହିବ ନାହି । ଏହି କାହାଣୀ ହେଉଛି ବାଲେଶ୍ଵର ଜିଲ୍ଲା ମାଟିଆଳ ପଦାରେ ମାମିନା ଓ ପ୍ରଦୀପଙ୍କର ଯାହାଙ୍କର ଗତ ଗୋଟେ ମାସ ହେବ ବିବାହ ହୋଇଥିଲା ।

ବୈଦିକ ରୀତି ନୀତି ଅନୁସାରେ ଦୁହେଁ ସବୁ ଦିନ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କୋରୋନା କଟକଣା ଉଠିବା ପରେ ଏହୁ ଦୁଇ ଦମ୍ପତି ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ତାଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ଦୁହିଙ୍କର ସ୍ଵପ୍ନ ଅଧାରୁ ରହିଗଲା । ବାହାଘରର ମାସକ ପରେ ପ୍ରଦୀପ ଆ-ର-ପା-ରି-କୁ ଚା-ଲି ଯାଇଛନ୍ତି । ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାର ଇଚ୍ଛା ପ୍ରଦୀପଙ୍କର ଅଧାରୁ ରହିଗଲା । ପ୍ରତି ଶୁକ୍ରବାର ଭଳି ଏହି ଶୁକ୍ରବାର ଦିନ ମଧ୍ୟ ପ୍ରଦୀପ ନିଜ ମାଲିକର ଟ୍ରାକ୍ଟର ନେଇ ବିଲକୁ ହଳ କରିବାକୁ ଯାଇଥିଲେ ।

ବିଲରୁ କାମ ସାରି ଫେରିବା ପରେ ପ୍ରଦୀପ ଖାଇପିଇ ନିଜ ଘରେ ଶୋଇଥିଲେ । କିନ୍ତୁ ଅଚାନକ ମଧ୍ୟ ରାତିରେ ତାଙ୍କ ଶରୀର ଜଳାପୋଡା ହେବ ଆରମ୍ଭ ହୋଇଥିଲା । ପ୍ରଦୀପଙ୍କର ଏପରି ଅବସ୍ଥା ଦେଖି ତାଙ୍କ ସ୍ତ୍ରୀ ମାନିନୀ ଓ ତାଙ୍କ ପରିବାର ଲୋକେ ତାଙ୍କୁ ସୁର ମେଡିକାଲକୁ ନେଇଥିଲେ । ମେଡିକାଲରେ ପହଞ୍ଚିବା ପରେ ପ୍ରଦୀପଙ୍କର ମୃ-ତ୍ୟୁ ହୋଇ ସାରିଛି ବୋଲି ଡାକ୍ତର ଘୋଷଣା କରିଥିଲେ । ପ୍ରଦୀପ ତାଙ୍କ ଘରର ସାହା ଭରସା ଥିଲେ । କିନ୍ତୁ ତାଙ୍କର ଅ-କା-ଳ ବି-ୟୋ-ଗ-ରେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବେ ଦୁଖରେ ଭାଙ୍ଗି ପଡିଛନ୍ତି ।

ପ୍ରଦୀପଙ୍କର ମୃ-ତ୍ୟୁର କାରଣ କଣ ଜଣ ପଡି ନ ଥିବାରୁ ସାପ କାମୁଡାରେ ତାଙ୍କ ମୃ-ତ୍ୟୁ ହୋଇଛି ବୋଲି ତାଙ୍କ ପରିବାର ଲୋକେ ଅ-ଭି-ଯୋ-ଗ କରିଛନ୍ତି । ନିଜ ପୁଅକୁ ହରାଇ ପ୍ରଦୀପଙ୍କ ମାଙ୍କର ପାଦ ତଳୁ ମାଟି ଖସି ଯାଇଛି ।


ପ୍ରଦୀପ ତାଙ୍କ ସ୍ତ୍ରୀ ମାମିନାଙ୍କୁ ବିଲ କାମ ସରିବା ପରେ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରେଇବା ପାଇଁ ଯେଉଁ କଥା ଦେଇଥିଲେ ତାହା ଏବେ ଆଶା ରେ ରହିଗଲା । ବିବାହର ମାସକ ପରେ ପ୍ରଦୀପଙ୍କର ଅଚାନକ ମୃ-ତ୍ୟୁ ହେବା ପରେ ଗାଁ ରେ ଚାଞ୍ଚଲ୍ୟ କର ପରିସ୍ଥିତି ସୃଷ୍ଟି ହୋଇଛି ।

ଏହି ଘଟଣା ରୁ ସ୍ପଷ୍ଟ ହେଉଛି ଯେ ବିଧିର ବିଧାନ ଆଗରେ କେହି କିଛି କରି ପାରିବେ ନାହି । ସମୟ କେତେବେଳେ କେଉଁ ଖେଳ ଖେଳିବା ତାହା ମାମିନାଙ୍କ କାହାଣୀ ରୁ ସ୍ପଷ୍ଟ ହେଉଛି । ବିବାହର ମାସକ ପରେ ମାମିନା ନିଜ ସ୍ଵାମୀ ଙ୍କୁ ହ-ରା-ଇ-ବେ ବୋଲି କେବେ ସ୍ଵପ୍ନ ରେ ସୁଦ୍ଧା ଭାବି ନ ଥିବେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆମକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *