ଜାଣନ୍ତୁ ବୟସ ଅନୁସାରେ କେତେ ସମୟ ଶୋଇବା ଅତି ଆବଶ୍ୟକ ଅଟେ? ଏହି ପୋଷ୍ଟ କୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ.

ଆପଣ ମାନେ ଜାଣିଥିବେ ନିଦ ଆମ ପାଇଁ ନିହାତି ଆବଶ୍ୟକ । ନିଦ ରୁ ଥକାପଣ ଦୂର ହୁଏ । ଏଥିରୁ ଆମେ ସତେଜ ଅନୁଭବ କରୁ । ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ଘଣ୍ଟା ଶୋଇବା ଆବଶ୍ୟକ, ଠିକ ସମୟରେ ଶୋଇବା ଦ୍ବାରା ରୋଗପ୍ରତି ରୋଧକ ଶକ୍ତି ମଧ୍ୟ ବଢେ । ଶାରିରୀକ ଗତି ବିଧି ର ଭଲ ଭାବରେ ପରିଚାଳନା ହୁଏ । ଛୋଟ ଛୁଆ କୁ ଦେଖିଥିବେ ବହୁତ ବେଶି ସୁଅନ୍ତି । ସେଥିପାଇଁ ସେମାନେ ବହୁତ ଫୁର୍ତ୍ତିଳ ମଧ୍ୟ ରୁହନ୍ତି ।

୬ ରୁ ୧୩ ବର୍ଷ ର ପିଲାମାନେ କମ ସେ କମ ୧୦ ଘଣ୍ଟା ଶୋଇବା ଆବଶ୍ୟକ । କାରଣ ଏହା ଛୁଆ ର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ।

୧୪ ରୁ ୧୭ ବର୍ଷ ଛୁଆ ୯ ଘଣ୍ଟା ଶୋଇବା ଦରକାର । ଏହା ଦ୍ବାରା ରୋଗ ପ୍ରତି ରୋଧକ ଶକ୍ତି ବଢେ ଓ ସ୍ୱାସ୍ଥ୍ୟ ଠିକ ରହେ । ଏବଂ ସେମାନେ ଅଧିକା ସମୟ ଫୁରତି ରୁହନ୍ତି ଯାହା ସେମାନଙ୍କ ପଧାପଇଆନ ମଧ୍ୟ ଆବଶ୍ୟକ । ଯେତେ ସେମାନେ ରେଷ୍ଟ ନେବେ ସେତେ ସେମାନଙ୍କ ସ୍ମରଣ ଶକ୍ତି ବଢିବ ।

୧୮ ରୁ ଉର୍ଧ ବ୍ୟକ୍ତିମାନଙ୍କୁ ପ୍ରତିଦିନ କମ ସେ କମ ୮ ଘଣ୍ଟା  ଶୋଇବା ଦରକାର । କାହିଁକି ନା ଏମାନେ ବହୁତ ଶାରୀରିକ ପରିଶ୍ରମ କରି ଥାନ୍ତି ଓ ଏମାନଙ୍କ ପାଖରେ ସେମିତି ବି ବିଶେଷ ସମୟ ବଞ୍ଚେ ନାହିଁ ନିଜ କୁ ଦେବା ପାଇଁ । ତେଣୁ ଯେତିକି ବି ସମୟ ଏମାନକ ପାଖେ ଅଛି ଏମାନେ ଶୋଇବା ଆବଶ୍ୟକ । ଯାହା ଏମାନଙ୍କୁ କିଛି ଊର୍ଜା ପ୍ରଦାନ କରିବ ଆଗାମୀ ଦିନ ପରିଶ୍ରମ କରିବା ପାଇଁ ।

ଆବଶ୍ୟକତା ଅନୁଯାୟୀ ଶୋଇଲେ ଥକାପଣ ଦୂର ହୁଏ । ଏହା ଦ୍ବାରା ଅନେକ ରୋଗ ରୁ ମଧ୍ୟ  ମୁକ୍ତି ମିଳେ । ଶରୀର ସୁସ୍ଥ ରହିବା ପାଇଁ ଯେମିତି ପୁଷ୍ଟିକର ଖାଦ୍ୟ ଆବଶ୍ୟକ ସେହିପରି ସଠିକ ପରିମାଣ ର ନିଦ ମଧ୍ୟ ଆବଶ୍ୟକ । ନଚେତ ମଣିଷ ବହୁତ ଠିକି ଜୀବ ଓ କୌଣସି ବି କାମ ଠିକ ଭାବେ କରିପାରିବ ନାହିଁ । ଯାହା ଫଳରେ କିଛି ଜରୁରୀ କାମ ମଧ୍ୟ ଖରାପ ହୋଇଯିବାର ସମ୍ଭାବନା ଅଛି ।

ଆମର ଏହି ତଥ୍ୟ କେମିତି ଲାଗିଲା କମେନ୍ଟ ମାଧ୍ୟ୍ୟମରେ ଜଣାନ୍ତୁ, ପୋଷ୍ଟ କୁ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *