ଜଣେ ଯୁବକ କୁକୁରକୁ ଧର୍ଷଣ କରି ଫେରାର – ଥାନାରେ ଏତଲା, ଜାଣନ୍ତୁ ପୁରା ଘଟଣା କଣ

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସବୁଦିନ ଭଳି ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ରୋମାଞ୍ଚ କାରୀ ଘଟଣା । ଯାହା ପଢିବା ପରେ ଆପଣଙ୍କର ବିଶ୍ବାସ ହେବନି ଯେ ମଣିଷ ଏମିତି ବି କରିପାରେ ବୋଲି । ଆପଣମାନେ ତ ଜାଣିଛନ୍ତି ବର୍ତ୍ତମାନ କଳିଯୁଗ ଚାଲିଛି । ଏହି ଯୁଗରେ ମନୁଷ୍ୟ ଭିତରେ ଆଉ ମାନବିକତା ନାହିଁ । ମଣିଷର ଚିନ୍ତାଧାରା ଏତେ ତଳକୁ ଖସିଗଲାଣି ଯେ ଆପଣ କଳ୍ପନା ବି କରି ପରିବେନି । ଏତେ ଜଘନ୍ୟ ହେଲାଣି ଲୋକଙ୍କ ଚିନ୍ତା ଧାରା । ଆଜିକାଲିର ଯୁବ ପିଢୀ ଏତେ ଘୃଣ୍ୟ ଚିନ୍ତାଧାରାର ହେଲେଣି ଯେ ସେମାନେ କାହାକୁ ବି ଭଲ ଦୃଷ୍ଟିରେ ଦେଖୁ ନାହାନ୍ତି ।

ସକାଳୁ ସକାଳୁ ପେପର ପଡିଲା ବେଳକୁ ନିଶ୍ଚୟ ସେଥିରେ ଗୋଟେ କିମ୍ବା ଦୁଇଟା ବଳତ୍କାର ଖବର ମିଳୁଛି । ଏମିତିକି ଶିଶୁ ମାନଙ୍କୁ ମଧ୍ୟ ଛାଡୁ ନାହାନ୍ତି ଏହି ଲୋକମାନେ । ତେବେ ଆଜି ଆମେ ଏକ ଏଭଳି ଲୋକ ବିଷୟରେ କହିବୁ ଯିଏ କି କୌଣସି ଝିଅ ବା ଶିଶୁକୁ ନୁହେଁ ବରଂ ଗୋଟେ କୁକୁରକୁ ଧର୍ଷଣ କରିଛି । ଏହି କଳିଯୁଗରେ ଏମିତି ବି ହେଉଛି ଏହା ଶୁଣି ଆପଣଙ୍କୁ ଝଟକା ଲାଗୁଥିବ । ଆଜିଯାକେ ଆପଣ କେବଳ ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ଶୁଣିଥିଲେ । କିନ୍ତୁ କଣ କେବେ ଶୁଣିଥିଲେ କି ଗୋଟେ କୁକୁରକୁ ବି ଧର୍ଷଣ କରାଯାଇପାରେ? କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜେନ ଯୁବକ ଏହି କାମ କରି ଫେରାର ଅଛନ୍ତି ।

ଏହି ଯୁବକ ଜଣଙ୍କ କେଉଁ ଧାତୁରେ ଗାଢା କେବଳ ଭଗବାନଙ୍କୁ ଜଣା । ସେ ଗୋଟେ ଛୋଟ କୁକୁର ଛୁଆକୁ ଏଭଳିଭାବେ ଧର୍ଷଣ କରି ନିଜ ନାମକୁ ସତେ ଯେମିତି ୱୋର୍ଲ୍ଡ ରେକର୍ଡରେ ସ୍ଥାନ ଦେବେ ବୋଲି ଭାବି ଛନ୍ତି । ତେବେ ଚଲାନ୍ତୁ ଜାଣିବା ଏହି ଘଟଣା କେଉଁଠି ହୋଇଛି ଓ ସେହି ବ୍ୟକ୍ତି ଜଣଙ୍କ କିଏ ? ଚେନ୍ନାଇରେ ରହୁଥିବା ଓ୍ବାରସୀ ନାମକ ମହିଳା ଗୋଟେ ଛୋଟ କୁକୁର ପାଳିଥିଲେ । ଦିନେ ସେ କିଛି କାମରେ ବାହାରକୁ ଯାଇଥିଲେ ଓ ସେ କୁକୁର ଛୁଆଟିକୁ ଅଗଣାରେ ବାନ୍ଧି ଦେଇଯାଇଥିଲେ । କିନ୍ତୁ ସେ ଯେବେ ଏରିଲେ ଦେଖିଲେ କି କେହି ଜେନ ତାକୁ ଧରି ତା ସହ ଦୁଷ୍କର୍ମ କରିବାରେ ଲାଗିଛି । ସେ ବଡ ପାଟି କରି କିଏ କିଏ କହିବାରୁ ସେହି ଯୁବକ ଜଣଙ୍କ ଦୌଡିପଳାଇଲେ । ଏହା ପରେ ସେହି ମହିଳା ଜଣଙ୍କ ସେ ଯୁବକ ନାମରେ ପୁଲିସ ରେ ଏତଲା ଦେଇଛନ୍ତି ଓ ପୁଲିସ ଏବେ ସେହି ଯୁବକକୁ ଖୋଜୁଛି । ଏବଂ ଖୁବ ଶୀଘ୍ର ସେ ଅପରାଧୀକୁ ଧରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *