କୁମ୍ଭ ରାଶି ଅଗଷ୍ଟ ମାସ ଆରମ୍ଭ ହେବା ମାତ୍ରେ କେମିତି ରହିବ ସମୟ ଜାଣନ୍ତୁ…

ବନ୍ଧୁଗଣ ଆସିବାକୁ ଯାଉଛି ଅଗଷ୍ଟ ମାସ । ଗ୍ରହ ମାନଙ୍କର ଗୋଚର କାରଣରୁ ଅଗଷ୍ଟ ମାସରେ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିବାକୁ ଯାଉଛି କିଛି ପରିବର୍ତ୍ତନ । ଆଜି ଆମେ ଜାଣିବା ଅଗଷ୍ଟ ମାସରେ କୁମ୍ଭ ରାଶିର ବ୍ୟକ୍ତିଙ୍କୁ କେଉଁ କ୍ଷେତ୍ରରେ ଖୁସି ମିଳିବ ଓ ସତର୍କ ରହିବାର ଅଛି । କୁମ୍ଭ ରାଶିର ବ୍ୟକ୍ତି ଖୁସି ମିଜାଜର ହୋଇଥାନ୍ତି । ଏହି ରାଶିର ଛୋଟ ପିଲାମାନେ ବହୁତ ଚତୁର ହୋଇଥାନ୍ତି । ଏମାନଙ୍କର କଥାବାର୍ତ୍ତା ଦ୍ଵାରା ରୋଗୀ ମଧ୍ୟ ସୁସ୍ଥ ହୋଇଯାଏ ।

ଖାଲି ମାତା ପିତା ଓ ଭାଇ ଭଉଣୀ ଙ୍କ ସହ ଏମାନଙ୍କର ଭଲ ପଡେ ନାହିଁ । ଅଗଷ୍ଟ ମାସ ଟି ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ଭଲ ରହିବ । ଏହି ମାସରେ ମ୍ୟୁଜିକ କ୍ଷେତ୍ରରେ ପାଇଁ ଆପଣ ଆଗ୍ରହୀ ଜଣାଯିବେ । ଆପଣ ଊର୍ଜାବାନ ରହିବେ । କୌଣସି କାର୍ଯ୍ୟ ଜଲ୍ଦି ପୁରା କରିବେ । ଅଗଷ୍ଟ ମାସରେ ଧନର ସ୍ଥିତି ବହୁତ ଭଲ ରହିବ । ଏହି ମାସରେ 3ଟି ଜାଗରୁ ଧନ ସହ ଜଡିତ ଶୁଭ ଖବର ପ୍ରାପ୍ତ ହେବ ।

ଚାକିରି କ୍ଷେତ୍ରରେ ଆପଣଙ୍କର କୌଣସି କଥା ସ୍ଵୀକାର କରାଯିବ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ । ଧନର ବୃଦ୍ଧି ହେବ । ଲୋନ ସମ୍ବଧୀୟ ସ୍ବୀକୃତି ମିଳିପାରେ । ବ୍ୟାଙ୍କରେ ଆପ୍ଳାଏ କରିଥିଲେ ସଫଳତା ମିଳିବ । ପରିବାରରେ କୌଣସି ସଦସ୍ୟଙ୍କର ନୂତନ ଗ୍ରହ ନିର୍ମାଣର ଯୋଗ ଅଛି । ଘରର ସଦସ୍ୟଙ୍କର ସ୍ଥାନ ପରିବର୍ତ୍ତନ ଆପଣଙ୍କ ଜୀବନରେ ଘଟିପାରେ ।

ତୀର୍ଥ ସ୍ଥାନକୁ ଯାତ୍ରା କରିପାରନ୍ତି । ସଂପୂର୍ଣ୍ଣ ଅଗଷ୍ଟ ମାସ ରେ ସନ୍ତାନ ମାନେ ଏହି ମାସରେ ପଢିବାକୁ ଚେଷ୍ଟା କରିବେ । ବଡ ସନ୍ତାନଙ୍କର ଧନ ହାନି ହୋଇପାରେ । ଯେ କୌଣସି କାର୍ଯ୍ୟ ହାତକୁ ନେଇ ସଫଳ ହେବେ । ଅଯଥା ଖର୍ଚ୍ଚ ହୋଇପାରେ । ସନ୍ତାନ ଭାବ ଆପଣଙ୍କ ପାଇଁ ଅଗଷ୍ଟ ମାସରେ ଠିକ ରହୁନି । ପିଲା ମାନଙ୍କର ଗୃହରେ ଅଭିଭାବକ ବା ଅନ୍ୟ ସଦସ୍ୟଙ୍କ ସହ ବିବାଦ ହୋଇପାରେ ।

ତେଣୁ ପଢା ପ୍ରତି ଏକାଗ୍ରତା ରହିବେ ନାହିଁ । ତେଣୁ ମା ସରସ୍ବତୀଙ୍କୁ ଧ୍ୟାନ କରନ୍ତୁ । ଚାକିରି କ୍ଷେତ୍ରରେ ଯାହା ଇଚ୍ଛା ରହିଛି ତାହା ପୂରଣ ହେବ । ବ୍ୟବସାୟ ସହ ଜଡିତ ଖୁସି ଖବର ପ୍ରାପ୍ତ ହେବ ଯାହା ଆପଣଙ୍କୁ ଲାଭ ପ୍ରଦାନ କରିବ । ଏହି ମାସରେ ସବୁଠାରୁ ଅଧିକ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଓ ପ୍ରେମ ଜୀବନ ସୁଖମୟ ରହିବ ।

ଲଭ କପଲ ମାନେ ପରସ୍ପର ସହ ଯୋଡି ହୋଇ ରହିବେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯାହା ବିବାଦ ଥିଲା ତାହା ଦୂର ହେବ । କାମ କାର୍ଯ୍ୟରେ ଅହେତୁକ ବୃଦ୍ଧି ହେବ । ଓସ୍ତ ଗଛ ମୂଳରେ ସୋରିଷ ତେଲ ଦୀପ ଶନିବାର ଦିନ ଜଳାଇବା ସହ ଶନି ଚାଳିଶା ପାଠ କରନ୍ତୁ ଏବଂ କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ସମସ୍ୟାର ସମାଧାନ ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *