କୁଣ୍ଡଳୀ ଭାଗ୍ୟ ସିରିଆଲ ରୁ ପ୍ରସିଦ୍ଧ ହୋଇଥିବା ଅଭିନେତା ଧିରଜ ଧୂପର ଙ୍କ ରିଅଲ ଲାଇଫ ଫ୍ୟାମିଲି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କୁଣ୍ଡଳୀ ଭାଗ୍ୟ ସିରିଆଲ ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତା ‘ଧିରଜ ଧୂପର’ ଏବଂ ତାଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ । ଜୀ ଟିଭି ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ କୁଣ୍ଡଳୀ ଭାଗ୍ୟ, କୁମକୁମ ଭାଗ୍ୟ ସିରିଆଲ ର ଏକ ଅଂଶ ମାତ୍ର ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଏହି ଟିଭି ସୋ ବହୁତ ମାତ୍ରାରେ ଲୋକପ୍ରିୟତା ହାସଲ କରିଛି । ଏହି ସିରିଆଲ ର ସମସ୍ତ କଳାକାର ମାନେ ନିଜ ଦମଦାର ଅଭିନୟ ପ୍ରଦର୍ଶନ ରେ ଦର୍ଶକ ମାନଙ୍କ ହୃଦୟ କୁ କିଣି ନେଇଛନ୍ତି ଏବଂ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ।

ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଅଭିନେତା ‘ଧିରଜ ଧୂପର’ । ଏହି ଅଭିନେତା ସିରିଆଲ ରେ କରନ ଲୁଥ୍ରା ନାମକ ଚରିତ୍ର ରେ ଅଭିନୟ କରିଥିଲେ । ନିଜର ଏହି ଇନୋସେଣ୍ଟ ଚରିତ୍ର ମାଧ୍ୟମରେ ସେ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଛନ୍ତି ।


ବନ୍ଧୁଗଣ ଆପଣ ମାନେ ଅଭିନେତା ଧିରଜ ଧୂପର ଙ୍କ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ମାନେ ଏହି ଅଭିନେତା ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତା ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଟିଭି ସିରିଆଲ କୁଣ୍ଡଳୀ ଭାଗ୍ୟ ରେ ‘କରନ ଲୁଥ୍ରା’ ଙ୍କ ଚରିତ୍ର ରେ ମୁଖ୍ୟ ଅଭିନେତା ରୂପରେ ଅଭିନୟ କରିଥିବା ଅଭିନେତା ଧିରଜ ଧୂପର ଦିଲ୍ଲୀ ର ମିଡ଼ିଲ କ୍ଲାସ ଫ୍ୟାମିଲି ରୁ ଆସିଛନ୍ତି ।

ତାଙ୍କ ପରିବାର ରେ ତାଙ୍କ ସହିତ ସମୁଦାୟ ୭ ଜଣ ସଦସ୍ୟ ଅଛନ୍ତି । ସେ ସ୍ୱୟଂ, ତାଙ୍କ ମାତା ପିତା, ତାଙ୍କର ଦୁଇ ଭାଇ ଓ ଭଉଣୀ ଏବଂ ତାଙ୍କ ଲାଇଫ ପାର୍ଟନର । ପ୍ରଥମେ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କ ପିତା ଙ୍କ ସମ୍ବନ୍ଧରେ । ତେବେ ଅଭିନେତା ଧିରଜ ଧୂପର ଙ୍କ ପିତା ଙ୍କ ନାମ ‘ସୁଶୀଲ ଧୂପର’ ଅଟେ । ତାଙ୍କ ପିତା ପ୍ରଫେସନ ରୁ ଜଣେ ବିଜନେସ ମ୍ୟାନ ଅଟନ୍ତି । ସେ ନିଜ କ୍ଷେତ୍ରରେ ବେଶ ସଫଳତା ମଧ୍ୟ ହାସଲ କରିଛନ୍ତି । ବର୍ତ୍ତମାନ ଏହି ଅଭିନେତା ଙ୍କ ପିତା ନିଜର ୬୦ ବର୍ଷ ବୟସ ପୂର୍ଣ କରିସାରିଛନ୍ତି ।

ବର୍ତ୍ତମାନ ମଧ୍ୟ ସେ ନିଜର ଲୁକ୍ସ ଉପରେ ବହୁତ ଗୁରୁତ୍ୱ ପ୍ରଦାନ କରନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କ ମାତା ଙ୍କ ସମ୍ବନ୍ଧରେ । ଏହି ଅଭିନେତା ଙ୍କ ମାଆ ଜଣେ ହାଉସ ୱାଇଫ ଅଟନ୍ତି । ସେ ନିଜ ପରିବାର ଙ୍କ ପୂର୍ଣ ଧ୍ୟାନ ରଖନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ଧିରଜ ଧୂପର ଙ୍କ ମାଆ ଲାଇମ ଲାଇଟ ରୁ ସର୍ବଦା ଦୂରରେ ରୁହନ୍ତି । ସେ ବର୍ତ୍ତମାନ ନିଜର ୫୫ ବର୍ଷ ବୟସ ପୂରଣ କରିସାରିଛନ୍ତି । ମାତାପିତା ଙ୍କ ପରେ ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତା ଧିରଜ ଧୂପର ଙ୍କ ଭାଇ ମାନଙ୍କ ସମ୍ବନ୍ଧରେ ।

ତାଙ୍କ ବଡ଼ ଭାଇ ପ୍ରଫେସନ ରୁ ଜଣେ ବିଜନେସ ମ୍ୟାନ ଅଟନ୍ତି ଏବଂ ତାଙ୍କ ସାନ ଭାଇ ‘ଗୌରବ ଧୂପର’ ବର୍ତ୍ତମାନ ନିଜ ପାଠପଢ଼ା ରେ ଧ୍ୟାନ ଦେବାରେ ଲାଗିଛନ୍ତି । କିନ୍ତୁ ନିଜ ଭାଇ ଙ୍କ ଭଳି ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବା ନିମନ୍ତେ ସେ ଚାହାନ୍ତି । ଭାଇ ମାନଙ୍କ ପରେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ । ଏହି ଅଭିନେତା ଙ୍କ ଭଉଣୀ ଙ୍କ ନାମ ‘ଶୈଲା ଧୂପର’ ଅଟେ । ସେ ପ୍ରଫେସନ ରୁ ଜଣେ ମେକଅପ ଆର୍ଟିଷ୍ଟ୍ ଅଟନ୍ତି । ସେ ନିଜ କ୍ଷେତ୍ରରେ ବେଶ ସଫଳତା ମଧ୍ୟ ହାସଲ କରିଛନ୍ତି ।

ସେ ଦେଖିବାକୁ ମଧ୍ୟ କୌଣସି ସେଲିବ୍ରିଟି ଠାରୁ କମ ନୁହଁନ୍ତି । ବନ୍ଧୁଗଣ ଅଭିନେତା ‘ଧିରଜ ଧୂପର’ ଙ୍କ ବ୍ୟକିଗତ ଜୀବନ ସମ୍ବନ୍ଧରେ ଯଦି କହିବା ତେବେ ଏହି ଅଭିନେତା ଙ୍କ ପତ୍ନୀ ଙ୍କ ନାମ ‘ବେନୀ ଆରୋରା’ ଅଟେ । ସେ ମଧ୍ୟ ପ୍ରଫେସନ ରୁ ଜଣେ ଟିଭି ଆକଟ୍ରେସ ଅଟନ୍ତି ଏବଂ ବହୁତ ସିରିଆଲ ରେ ମଧ୍ୟ କାମ କରି ସାରିଛନ୍ତି । ଏହି ଯୋଡ଼ି ପରସ୍ପର ଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ ଏବଂ ଉଭୟ ପରସ୍ପର ଙ୍କୁ ବହୁତ ଭଲ ପାଆନ୍ତି । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତା ‘ଧିରଜ ଧୂପର’ ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *