କେନ୍ଦ୍ରୀୟ ଗୃହ ମନ୍ତରାଳୟ ଲୋକଙ୍କ ଯିବା ଆସିବା ପାଇଁ ବିଶେଷ ଦିଶା ନିର୍ଦେଶ ଜାରି କରିଛନ୍ତି, ଏଥିରେ ପ୍ରଦେଶ ରେ ଥିବା ଲୋକଙ୍କୁ ଆସିବା ଯିବା ପାଇଁ ଅନୁମତି ଦିଆ ଯାଇଛି, ଏଥିରେ ପ୍ରବାସୀ ମଜୁରି ଲୋକ, ଛାତ୍ର, ତୀର୍ଥଯାତ୍ରୀ ଏବଂ ପର୍ୟଟକ ଅଟନ୍ତି । ଏହି ଅନୁମତି ସେହି ଲୋକଙ୍କ ପାଇଁ ନାହିଁ ଯିଏ ଘରେ ସାମାନ୍ଯ ଜୀବନ ଜୀଉଛନ୍ତି, ନିଜ କାର୍ଯ୍ୟସ୍ଥଳ ରେ ଆସିବା ଯିବା ଅନୁମତି ଏହା ଠାରୁ ଅଲଗା ଅଟେ । ଗୃହ ମନ୍ତରାଳୟ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବସ ବା ଟ୍ରେନ ମାଧ୍ୟମ ରେ ସଂଚାଳନ କରିବା ଅନୁମତି ଅଟେ, ତାହା ମଧ୍ୟ ଫସି ଥିବା ଲୋକଙ୍କ ପାଇଁ ସାମାନ୍ଯ ଲୋକଙ୍କ ପାଇଁ ନୁହ ଯିଏ ଘରେ ଅଛନ୍ତି ।
ଏହି ଅନୁମତି ସେହି ଲୋକଙ୍କ ପାଇଁ ଅଟେ ଯେଉଁ ଲୋକ ଲକଡାଉନ ହବା ଆଗରୁ ବାହାରିଥିଲେ କିନ୍ତୁ ଲକଡାଉନ ପାଇଁ ଘରେ ପହଞ୍ଚି ପାଇଲେ ନାହିଁ, ଏମିତି ଲୋକଙ୍କୁ ରାଜ୍ୟ ସରକାର ସାହାଜ୍ଯ ଦ୍ଵାରା ତାଙ୍କ ଘରେ ଛାଡିବା କାର୍ଯ୍ୟ କରା ଯାଉଛି । ଏମିତି ବହୁତ ଲୋକଙ୍କ ଖବର ଆସୁଛି ଯିଏ ବହୁତ ବହୁତ ଦୂର ଦୂର ବାଟ ନିଜ ଘର ଠାରୁ ଅଛନ୍ତି, ସେ ନିଜ ଘରେ ଫେରି ପାରୁ ନାହାନ୍ତି କାହିଁକିନା ଲକଡାଉନ ଅନୁମତି ନଥିଲା, ଯିବା ସାଧନ ମଧ୍ୟ ବନ୍ଦ ଥିଲା, ସରକାର ଏହି ଭଳି ଲୋକଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ ସାହାଜ୍ଯ କରୁଛନ୍ତି ।
ଏଥିରେ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଚାହୁଁଥିଲେ କିନ୍ତୁ ବର୍ଡରରେ ପୋଲିସ ତାଙ୍କୁ ଧରି ନେଲେ ଏବଂ ଆଇସୋଲେସନ ସେଣ୍ଟର ରେ ପକାଇ ଦେଲେ, ଏହି କେନ୍ଦ୍ର ରେ ଲୋକଙ୍କ ଖାଇବା ପିଇବା ଜିନିଷ ସୁବିଧା କରା ଯାଇଛି କିନ୍ତୁ ଏହି ଭଳି ଲୋକଙ୍କର ଅଭିଯୋଗ ଅଟେ ଯେ ସେ ନିଜ ନିଜ ଘରକୁ ଫେରି ପାରୁ ନାହାନ୍ତି ଏହାର କାରଣ ଲକଡାଉନ ଅଟେ । କେତେକ ରାଜ୍ୟରେ ଲୋକ ଫସି ରହିଛନ୍ତି ଯାହାକୁ ସରକାର ଏହି ଦିଶା ନିର୍ଦେଶ ଦ୍ଵାରା ଲାଭ ପ୍ରାପ୍ତ ହବ ଏବଂ ସେ ନିଜ ନିଜ ଘରେ ଫେରି ପାରିବେ ।
ଏହା ଆଗରୁ କେନ୍ଦ୍ରୀୟ ଗୃହ ମନ୍ତରାଳୟ ରାଜ୍ୟ ମୁଖ୍ୟ କର୍ମଚାରି ଏବଂ ପୋଲିସ ମୁଖ୍ୟ କର୍ମୀ ଡିଜିପି କୁ ପତ୍ର ଲେଖି ଏହା ନିର୍ଦେଶ ଦେଇଛନ୍ତି ଯେ ସୁରକ୍ଷା ଦୁତୀୟ ସ୍ତର ତିଆରି କରା ଯାଉ । ଏହି ଟିମରେ ସେହି ପୋଲିସ କର୍ମଚାରୀ ମାନଙ୍କୁ ରଖିବା କଥା କୁହା ଯାଇଛି ଯିଏ କରୋନା ସଂକ୍ରମଣ ଠାରୁ ବଞ୍ଚିକି ଅଛନ୍ତି । ଗୃହ ମନ୍ତରାଳୟ ନିର୍ଦେଶ ଦେଇଛନ୍ତି ଯେ ସୁରକ୍ଷା ସ୍ତର ରେ ହୋମ ଗାର୍ଡ୍ସ, ଶିବିଲ ଡିଫେନସ, ଏନସିସି କେଡେଟ୍ସ, ସ୍କାଉଟ ଓ ଗାଇଡ ଏବଂ ଷ୍ଟୁଡେଣ୍ଟ ପୋଲିସ କେଡେଟ୍ସ ମଧ୍ୟ ରହିବେ ।