ବୁଧ ଚଳିଲେ ବୃଷ ରାଶିକୁ, ଏହି ସାତଟି ରାଶିଙ୍କ ଉପରେ ପଡିବ ସବୁଠାରୁ ଅଧିକ ପ୍ରଭାବ

ସମ୍ବାଦ, ସଂଚାର ଏବଂ ବୁଦ୍ଧି ପ୍ରତୀକ ବୁଧ ଗ୍ରହ ୯ ମଇକୁ ବୃଷ ରାଶିରେ ପ୍ରବେଶ କରିବେ, ଏହି ରାଶିରେ ଏହା ୨୫ ମଇ ପର୍ଯ୍ୟନ୍ତ ରହିବ, ଏହା ପରେ ବୁଧ ଗ୍ରହ ନିଜ ସ୍ଵରାଶି ମିଥୁନ ରାଶିରେ ପ୍ରବେଶ କରିବ, ବୁଧ ରାଶି ବୃଷ ରାଶିରେ ଗୋଚର ପ୍ରଭାବ ସବୁ ରାଶିଙ୍କ ଉପରେ ଶୁଭ ରୂପରେ ପଡିବ, ତେବେ ଆସନ୍ତୁ ଜାଣିବା ଆପଣଙ୍କ ରାଶିରେ କଣ ହବାକୁ ଯାଉଛି ଏବଂ ଏହାର ପ୍ରଭାବ କଣ ହବ ।

ମେଷ ରାଶି :

ଦୁତୀୟ ଭାବରେ ବୁଧ ଗୋଚର ଆପଣଙ୍କ ଶାନ୍ତ ସ୍ଵଭାବକୁ ମଜବୁତ କରିବ, ଏହି ସମୟ ଆପଣଙ୍କ ଧାନରେ ବୃଦ୍ଧି ହବ, ଯଦି ଆପଣଙ୍କ କୌଣସି ଅଟକିଥିବା ଟଙ୍କା ଅଛି ତେବେ ଆଜି ଆପଣ ଏହାକୁ ଫେରି ପାଇବେ, ଏହି ସମୟ ଆପଣ ନିଜ ଧନ ବଞ୍ଚାଇ ପାରିବେ ।

ବୃଷ ରାଶି :

ବୁଧ ଗୋଚର ଆପଣଙ୍କ ରାଶିରେ ହବ, ଏହି ସମୟ ଆପଣଙ୍କୁ ବହୁତ ଭଲ ଭଲ ପରିଣାମ ଦେଖିବାକୁ ମିଳିବ, ଲାଭ ହବାର ପ୍ରବଳ ସମ୍ଭାବନା ଅଟେ, ଏଠାରେ ବୁଧ ସହ ସୂର୍ଯ୍ୟ ରେ ଆପଣଙ୍କୁ ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ପ୍ରାପ୍ତ ହବ, ଆପଣଙ୍କୁ ଶୁଭ ସମାଚାର ପ୍ରାପ୍ତ ହବ ।

ମିଥୁନ ରାଶି :

ବୁଧ ଦ୍ଵାଦଶ ଭାବରେ ରହିବେ ବୁଧ ଦ୍ଵାରା ଆପଣଙ୍କ ଖର୍ଚ ବଢିବାକୁ ଲାଗିବ, ଏହି ସମୟ ଆପଣଙ୍କ ପାଇଁ କିଛି ଭଲ କିଛି ଖରାପ ହୋଇପାରେ । କିନ୍ତୁ ଏହି ସମୟ ଆପଣ ନିଜ ଶତ୍ରୁ ଉପରେ ହାବି ହୋଇବେ ।

କର୍କଟ ରାଶି :

ବୁଧ ଆପଣଙ୍କ ଏକାଦଶ ଘରେ ପ୍ରବେଶ କରିବେ, ଆପଣ ନିଜ ସ୍ଵଭାବ ଆପଣଙ୍କୁ ସନ୍ତୁଷ୍ଟି ପ୍ରଦାନ କରିବେ, ନିଜ ଭାଇ ସହ ସମ୍ପର୍କ ଭଲ ରହିବ, କିଛି ଚିନ୍ତା ଏବଂ ଭୁଲ ବୁଝା ମଣା ସମାପ୍ତ ହୋଇ ପାରେ । କିଛି ଲୋକ ପାରିବାରିକ ସୁଖ ଶାନ୍ତି ପାଇଁ ବୁଲିବାକୁ ଯାଇ ପାରନ୍ତି, କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ ।

ସିଂହ ରାଶି :

ଏହି ଅବଧି ଆପଣଙ୍କ ପାଇଁ ବହୁତ ଶୁଭ ଅଟେ, ତେବେ ବୁଧ ଆପଣଙ୍କ ଦଶମ ଭାବରେ ରହିବେ ଏବଂ ଆର୍ଥିକ ସମୟ ଭଲ ରହିବ, ଆପଣ ନୂଆ ଚାକିରି ପାଇଁ ଚିନ୍ତା କରନ୍ତୁ ନାହିଁ ସବୁ ପ୍ରକାର ପ୍ରୟାସ କରନ୍ତୁ ନୂତନ ବର୍ଷ ଆପଣଙ୍କ ପାଇଁ ଭଲ ରହିବ, ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ।

କନ୍ୟା ରାଶି :

ଆପଣଙ୍କ ନବମ ଭାବରେ ବୁଧ ଗ୍ରହ ବାସ କରିବେ, ଆଜି ଆପଣ ସମାଜ କାରଜ୍ୟରେ ଭାଗ ନେଇ ପାରନ୍ତି । ଆଜି ଆପଣଙ୍କ ଜୀବନରେ କିଛି ଅସମ୍ଭବ ହବାର ସମ୍ଭାବନା ଅଟେ କିନ୍ତୁ ଚିନ୍ତା କରନ୍ତୁ ନାହିଁ ସବୁ ଭଲ ଏବଂ ଶୁଭ ହୋଇବ ।

ତୁଳା ରାଶି :

ଆପଣଙ୍କ ଅଷ୍ଟମ ଭାବରେ ବୁଧ ଗୋଚର କରିଛନ୍ତି, ଆଜି ଦିନ ଆପଣଙ୍କ ପାଇଁ ଶାନ୍ତିପୂର୍ଣ ହୋଇବ, ସାହିତ୍ୟିକ ଜଗତ ଲୋକଙ୍କୁ ଆଜି ସଫଳତା ପ୍ରାପ୍ତ ହୋଇବ, ବହୁତ ଦିନ ଧରି ହଉଥିବା ଅସୁବିଧା ଆଜି ସମାପ୍ତ ହୋଇବ ।

ବିଛା ରାଶି :

ଆପଣଙ୍କ ସପ୍ତମ ଭାବରେ ବୁଧ ଗୋଚର ଉତମ ଅଟେ, ସପ୍ତମ ଭାବ ବିବାହ ଏବଂ ଜୀବନ ରେ ଆସିବା ସବୁ ପ୍ରକାର ବାଧା ଦୂର କରିଥାଏ, ଏହି ଭାବରେ ବୁଧ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ଏବଂ ଜୀବନସାଥୀ ସାହାଜ୍ଯ ଆପଣଙ୍କୁ ସ୍ଵୟଂ ପ୍ରାପ୍ତ ହୋଇଥାଏ ।

ଧନୁ ରାଶି :

ଷଷ୍ଟମ ଭାବରେ ବୁଧ ଗୋଚର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବ, ଏହି ସମୟ ଶତ୍ରୁ ଆପଣଙ୍କ ଉପରେ ହାବି ରହିବ, ବିରୋଧୀ ମାନଙ୍କ ଷଡଯନ୍ତ୍ର ଠାରୁ ଆପଣଙ୍କୁ ସାବଧାନ ରହିବା ଉଚିତ, ଏହି ସମୟ ଆପଣଙ୍କ କୌଣସି ପରୀକ୍ଷା ବା ପ୍ରତିଯୋଗିତା ରେ ପାସ ହବା ସମ୍ଭବ ଅଟେ ।

ମକର ରାଶି :

ବୁଧ ଆପଣଙ୍କ ପଞ୍ଚମ ଭାବରେ ଅଛନ୍ତି, ବୁଦ୍ଧି କାର୍ଯ୍ୟ ପାଇଁ ସଫଳତା ପ୍ରାପ୍ତ ହୋଇବ, ମନରେ ନୂଆ ଭାବନା ସୃଷ୍ଟି ହବ ଯାହା ଆପଣଙ୍କ ଲାଭ ବଢେଇବ । ଆଜି ଆପଣ ବହୁତ ଭଲ ଏବଂ ବହୁତ ପ୍ରକାର ସ୍ଵାଦିଷ୍ଟ ଭୋଜନ ଖାଇବାକୁ ପାଇବେ ।

କୁମ୍ଭ ରାଶି :

ବୁଧ ଗୋଚର ଆପଣଙ୍କ ଚତୁର୍ଥ ଭାବରେ ଅଛି,ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା କରନ୍ତୁ ନାହିଁ ।

ମୀନ ରାଶି :

ତୃତୀୟ ଭାବରେ ବୁଧ ଗୋଚର ଆପଣଙ୍କ ପାଇଁ ଶୁଭ ହବ ନାହିଁ, ଉଚ୍ଚ ପଦ ପ୍ରାପ୍ତ କରି ପାରିବେ ନାହିଁ, ଏବଂ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ । ଆଜି ଆପଣଙ୍କ ଛୋଟ ଭାଇ ଭଉଣୀ ସହ କୌଣସି କଥା ପାଇଁ ଭୁଲ ବୁଝା ମଣା ହୋଇବ ।

Leave a Reply

Your email address will not be published. Required fields are marked *