ଓଡିଆ ଅଭିନେତ୍ରୀ Lipsa Mishara ଏମିତି କରିଲେ ନିଜ ଜନ୍ମ ଦିନ ପାଳନ- ଦେଖନ୍ତୁ Video

ଓଡିଆ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ସାନଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ କିଛି ପଛରେ ନାହାନ୍ତି ।

ସେମାନେ ଅମଧ୍ୟ ନିଜର ଦମଦାର ଅଭିନୟ ଦ୍ଵାରା ଅନେକ ସିରିଏଲ ଓ ଚଳଚ୍ଚିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଲିପ୍ସା ମିଶ୍ର କିପରି ଭାବେ ନିଜର ଜନ୍ମ ଦିନ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଟେଲିଭିଜନ ଜଗତର ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ଅଭିନେତ୍ରୀ ଲିପ୍ସା ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ବହୁତ ସୁନ୍ଦର ଲାଗିଥାଏ । ସେ ଅନେକ ସିରିଏଲ ଓ ସିନେମାରେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ସେ ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ହେ ପ୍ରଭୁ” ରେ ନିଜର ଜବରଦସ୍ତ ଅଭିନୟ ଜାରି ରଖିଛନ୍ତି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି ।

ଅଭିନେତ୍ରୀ ଲିପ୍ସା ନିଜର ଜନ୍ମ ଦିନ ପାଳନ କରିବାର ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରିଛନ୍ତି । ଏହି ଭି-ଡି-ଓ ରେ ସ୍ପଷ୍ଟ ହେଉଛି ଯେ ଲିପ୍ସା ବହୁତ ଧୂମଧାମରେ ନିଜର ଜନ୍ମ ଦିନ ପାଳନ କରିବାର ନଜର ଆସୁଛନ୍ତି । ଏହା ସହ ଓଲିଉଡ କଳାକାର ମାନେ ଲିପ୍ସାଙ୍କୁ ତାଙ୍କର ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଘରକୁ ଜନ୍ମ ଦିନ ସେଲିବ୍ରେଟ କରିବା ପାଇଁ ଆସିଛନ୍ତି । ଏହା ସହ ଲିପ୍ସା କେକ କାଟିବାର ମଧ୍ୟ ଏହି ଭି-ଡି-ଓ ରେ ନଜର ଆସୁଛନ୍ତି ।

ଏହି ଭି-ଡି-ଓ ରେ ଅଭିନେତ୍ରୀ ଲିପ୍ସା ଡ୍ୟାନ୍ସ କରିବା ସହ ବହୁତ ଏଞ୍ଜୋୟ କରିବାର ମଧ୍ୟ ନଜର ଆସୁଛନ୍ତି । ଏହି ଭି-ଡି-ଓ ରେ ଅଭିନେତ୍ରୀ ଲିପ୍ସା ନିଜ ଜନ୍ମଦିନରେ ଓଡିଆ ସେଲିବ୍ରେଟି ମାନଙ୍କ ସହ ମଜା ମସ୍ତି କରିବାର ମଧ୍ୟ ନଜର ଆସିଛନ୍ତି ।

ଲିପ୍ସା ମିଶ୍ର “ହେ ପ୍ରଭୁ” ସିରିଏଲରେ ଅଭିନୟ କରିବା ପୂର୍ବରୁ ସାର୍ଥକ ଚ୍ଯାନେଲରେ ପ୍ରସାରିତ ହୋଇଥିବା “ତୋ ଅଗଣର ତୁଳସୀ ମୁଁ” ସିରିଏଲରେ ମଧ୍ୟ ନଜର ଆସିଥିଲେ ଯାହା ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ଆଜି ବି ଲୋକ ମେନ ଏହି ସିରିଏଲ କୁ ମନେ ରଖିଛନ୍ତି । ଏହା ସହ ଲିପ୍ସା ଅନେକ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ତେବେ ଏହି ପରି ଭାବେ ଲିପ୍ସା ମିଶ୍ର ନିଜର ଜନ୍ମ ଦିନ ପାଳନ କରିବାର ଭି-ଡି-ଓ ଶେୟାର କରିଛନ୍ତି ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *