ପଇସା ରଖିବା ପାଇଁ କିଣନ୍ତୁ ଏବେ ତିଜୋରି କାରଣ ବାହୁଡା ପରେ ଏହି 6ଟି ରାଶି ହେବାକୁ ଯାଉଛନ୍ତି କୋଟିପତି

ପ୍ରାଚୀନ ଜ୍ଯୋତିଷ ଅନୁସାରେ ସୌର ମଣ୍ଡଳରେ ୧୨ ଟି ଗ୍ରହ ରହିଛି ଆଉ ସବୁ ଗହରେ ବୁଧକୁ ୟୁବରାଜ ଉପାଧି ଦ୍ଵାରା ସୁଶୋଭିତ କରାଯାଇଛି । ବୁଧ ଗ୍ରହକୁ ବୁଦ୍ଧିର କାରକ ମଧ୍ୟ କୁହାଯାଇଥାଏ । ସୂର୍ଯ୍ୟଙ୍କର ସବୁଠୁ ପାଖ ଗ୍ରହ ବୁଧ ଅଟନ୍ତି ।

ବୁଧ ଯଦି ଆପଣଙ୍କ କୁଣ୍ଡଳୀରେ ବଳବାନ ରହିବେ ତେବେ ଆପଣ ବୁଦ୍ଧି, ବାକ ଚାତୁର୍ଯ୍ୟ , ସୌମତ୍ୟ, ସନମାନ ଶକ୍ତି ଇତ୍ୟାଦି ଗୁଣରେ ଭରପୁର ରହିବେ । ଜ୍ଯୋତିଷ ଅନୁସରେ ଗ୍ରହ ସବୁବେଳେ ନିଜର ଚାଲ ବଦଳାଇଥାଏ । ଏହାର ଚାଳନା ବଦଳାଇବା ଦ୍ଵାରା ଆସୁଥିବା ସମୟରେ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ଦେଖା ଯାଇଥାଏ ।

ବୁଧ ଗ୍ରହ ନିଜର ରାଶି ପରି ବର୍ତନ କରୁଛନ୍ତି ଓ ଏହି ଦିନ ବାହୁଡା ମଧ୍ୟ । ବୁଧ ଗ୍ରହ ମିଥୁନ ରାଶିରେ ଗୋଚର କରିବାକୁ ଯାଉଛି । ଏହି ରାଶିରେ ପୂର୍ବରୁ ହିଁ ସୂର୍ଯ୍ୟ ଗ୍ରହ ବିରାଜ ମାନ ରହିଛି । ଏମିତି ୬ ଟି ରାସୀ ରହିଛି ଯାହା ଉପରେ ଏହାର ଶୁଭ ପ୍ରଭାବ ଦେଖିବାକୁ ମିଳିବ । ବୁଧର ଏହି ରାଶିର ପରିବର୍ତନ ଦ୍ଵାରା ଏହି ଛଅଟି ରାଶିର ଜାତକଙ୍କୁ ବିଶେଷ ଧନ ଲାଭ ହେବ । ଯାହାକି ଏମା ନଙ୍କର ସୋଇ ରହିଥିବା ଭାଗ୍ୟ ଜାଗି ଉଠିବ । ଏହା ସହିତ ତାଙ୍କର ଲଟ୍ରି ମଧ୍ୟ ଲାଗିବ । ଏହି ରାଶିର ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଛି ।


ମେଷ ରାଶି :- ଏହି ରାଶିର ଲୋକଙ୍କ ପାଇଁ ଏହି ପରିବର୍ତନ ଶୁଭ ଆଉ ଫଳକାରୀ ରହିବ । ଏହି ସମୟରେ ଆପଣଙ୍କ ବେକାର ଖର୍ଚ କମ ହେବ । ଆପଣ ଚାକିରି ଓ ବିଜନେସ ସହିତ ଜଡିତ କୌଣସି ବଡ ନିସ୍ପତି ନେବେ । ଯାହା ଦ୍ଵାରା ଆପଣଙ୍କୁ ସଫଳତା ନିଶ୍ଚିତ ରୂପରେ ମିଳିବ । ଏଇ ଥର ଆପଣଙ୍କୁ ଅପାର ଧନ ଲାଭ ମଧ୍ୟ ହେବ । ଆପଣଙ୍କ ଆୟରେ ବୃଦ୍ଧି ହେବ ।


ମିଥୁନ ରାଶି:- ଏହି ରାଶିର ଲୋକଙ୍କ ଭାଗ୍ୟ ଏବେ ତାଙ୍କର ବହୁତ ସହଯୋଗ କରିବ । ଏଥିରେ ଆପଣଙ୍କ ଆୟରେ ବୃଦ୍ଧି ହେବ । ଆଉ ଭବିଷ୍ୟତରେ ମଧ୍ୟ ସକାରାତ୍ମକ ଚେଞ୍ଜେସ ଦେଖିବାକୁ ମିଳିବ । ନିଜ କାରିୟରକୁ ଠିକ ଦିଗରେ ନେବା ପାଇଁ ଆପଣଙ୍କ ମନରେ ଭଲ ବିଚାର ଆସିବ । ଯାତ୍ରାର ଯୋଗ ମଧ୍ୟ ଆପଣଙ୍କର ବନୁଛି । ପ୍ରେମ ଜୀବନ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ ।

ତୁଳା ରାଶି :- ଏହି ରାଶି ପାଇଁ ବୁଧ ଗୋଚର ଶୁଭ ପରିଣାମ ଆଣିବ । ଆପଣଙ୍କୁ ସଫଳତା ମିଳିବାର ଯୋଗ ବନିବ । କୌଣସି ନୂଆ କାମର ଆରମ୍ଭ ଶୁଭ ରହିବ । ସମ୍ପତି ମାମଲାରେ ଲାଭ ଆପଣଙ୍କୁ ଲାଭ ମିଳିବ । ପଇସା ମାମଲାରେ ଆପଣ ସାବଧାନ ରୁହନ୍ତୁ ।


କନ୍ୟା ରାଶି :- ବୁଧ ଗୋଚର କାଳରେ ଆପଣ ସଫଳତା ପାଇବା ପାଇଁ ଏହି ସମୟରେ ବହୁତ କଠିନ ପରିଶ୍ରମ କରିବେ । ଭାଗ୍ୟରେ ମଧ୍ୟ ଆପଣଙ୍କର ବୃଦ୍ଧି ହେବ । ଚାକିରିରେ ନୂଆ ଅବସର ମିଳିବାର ପ୍ରବଳ ଯୋଗ ଆପଣଙ୍କର ବନୁଛି । ଜୀବନ ସାଥି ସହିତ ସମୟ ଆପଣଙ୍କର ବହୁତ ଭଲ ରହିବ । କିନ୍ତୁ ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ ।

ଧନୁ ରାଶି :- ଏହି ରାଶିର ଲୋକଙ୍କ ପାଇଁ ବୁଧ ଗୋଚର ଶୁଭ ରହିବ । ଆପଣଙ୍କ ଭାଗ୍ୟରେ ବୃଦ୍ଧି ହେବ । କୋର୍ଟ କଚେରୀ ମାମଲାରେ ସଫଳତାର ଯୋଗ ବନୁଛି । କୌଣସି ମୁଲ୍ଯବନ ବସ୍ତୁର କ୍ରୟ ଆପଣ କରି ପାରନ୍ତି । ଆପଣଙ୍କର ଖରଚରେ ବୃଦ୍ଧି ମଧ୍ୟ ହୋଇପାରେ । ଆୟର ସାଧନ ମଧ୍ୟ ଏହି ସମୟରେ ବଢିବ ।


କୁମ୍ଭ ରାଶି :- ଏହି ରାଶି ପାଇଁ ବୁଧ ଗ୍ରହର ପରିବର୍ତନ ଭଲ ଫଳ ନେଇକି ଆସିବ । ଏହି ସମୟରେ କିଛି ପୁରୁଣା ଯୋଜନାରେ କାମ ହେବ ଓ ଏଥିରେ ସଫଳତା ମଧ୍ୟ ଆପଣଙ୍କୁ ମିଳିବ । ପ୍ରେମ ଜୀବନ ପାଇଁ ମଧ୍ୟ ଏହି ସମୟ ବହୁତ ବଢିଆ ଅଟେ । ଆପଣଙ୍କର ଧନ ଲାଭ ମଧ୍ୟ ହୋଇବ ।

 

Leave a Reply

Your email address will not be published. Required fields are marked *