ରହିଛି ରହିବି ତୋରି ପାଇଁ ସିରିୟଲ ଅଭିନେତା Biswabhushan କରିଲେ ବିବାହ

ଓଡିଆ ଇ-ଣ୍ଡ-ଷ୍ଟ୍ରିର କଳାକାର ମାନେ ନିଜର ସାନଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଜାଗା ସୃଷ୍ଟି କରି ପାରିଛନ୍ତି । ଠିକ ସେହି ଭଳି ଟିଭି ଜଗତରେ ଅଭିନୟ କରୁଥିବା କଳାକାର ମାନେ କିଛି ପଛରେ ନାହାନ୍ତି ।

ସେମାନେ ମଧ୍ୟ ନିଜର ଦମଦାର ଅଭିନୟ ଦ୍ଵାରା ଅନେକ ସିରିଏଲ ଓ ଚଳଚ୍ଚିତ୍ରରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ବିଶ୍ଵଭୂଷଣଙ୍କ ମ୍ୟାରେଜ ବିଷୟରେ କିଛି କହିବାକୁ ଯାଉଛୁ । ଆପଣ ମାନେ ଅଭିନେତା ବିଶ୍ଵ ଭୂଷଣଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇ-ଣ୍ଡ-ଷ୍ଟ୍ରିର ଟେଲିଭିଜନ ଜଗତରେ ଅନେକ ସିରିଏଲ ଗୁଡିକରେ ଜବରଦସ୍ତ ଅଭିନୟ କରିବାର ନଜର ଆସିଛନ୍ତି ।

ସେ ଅଧିକାଂଶ ସିରିଏଲରେ ଖ-ଳ-ନା-ୟ-କ ଚରିତ୍ରରେ ଅଭିନୟ କରିବାର ନଜର ଆସିଥାନ୍ତି । ସେ “ରହିଛି ରହିବି ତୋରି ପାଇଁ”, “ସୁଭଦ୍ରା” ସିରିଏଲରେ ଶ-କୁ-ନି ମାମୁଁ ଚରିତ୍ରରେ ଦମଦାର ଅଭିନୟ କରିଥିଲେ ଯାହା ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥିଲା । ଏହା ଛଡା ସେ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି । ଏହା ଛଡା ସେ ସାର୍ଥକ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ତୋ ପାଇଁ ମୁଁ “ରେ ମଧ୍ୟ ଅଭିନୟ କରିଛନ୍ତି । ବର୍ତ୍ତମାନ କୋ-ରୋ-ନା ଭା-ଇ-ର-ସ ଯୋଗୁ ସବୁ ସିରିଏଲ ଗୁଡିକ ବ-ନ୍ଦ ହୋଇ ରହିଛି ।

କିନ୍ତୁ ସେ “ରହିଛି ରହିବି ତୋରି ପାଇଁ” ସିରିଏଲରେ ନିଜର ଅଭିନୟ ଜାରି ରଖିଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପ୍ରାଧାନ୍ୟ ଦେଉଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଏକ ଜରୁରୀ ସୂଚନା ମିଳିଛି । ସୂଚନା ଅନୁସାରେ ଅଭିନେତା ବିଶ୍ଵ ଭୂଷଣ ବହୁତ ଜଲ୍ଦି ନିଜ ପିଲା ଦିନ ପ୍ରେମିକା ରୂପାଲି ମହାରଣାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । କୋ-ରୋ-ନା- କ-ଟ-କ-ଣା ଗାଇଡ ଲାଇନ ଅନୁସାରେ ବିଶ୍ଵ ଭୂଷଣ ଓ ରୂପାଲିଙ୍କର ମନ୍ଦିରରେ ନି-ର୍ବ-ନ୍ଧ ସଋ ଯାଇଛି ।

ଆଗାମୀ ଦିନରେ ବିଶ୍ଵ ଭୂଷଣ ଓ ରୂପାଲିଙ୍କର ମ୍ୟାରେଜ ବହୁତ କମ ଲୋକଙ୍କୁ ନେଇ ହେବାକୁ ଯାଉଛି । ରୂପାଲି ଜଣେ ବହୁତ ସୁନ୍ଦର ପେ-ଣ୍ଟ-ର ଅଟନ୍ତି ଯିଏ ବହୁତ ସୁନ୍ଦର ପେ-ଣ୍ଟି-ଙ୍ଗ କରନ୍ତି । ଅଭିନେତା ବିଶ୍ଵ ଭୂଷଣ ଅନେକ ସିରିଏଲ ଗୁଡିକରେ ଅଭିନୟ କରିଛନ୍ତି ଯାହା ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ରୂପାଲୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଅଭିନେତା ବିଶ୍ଵ ଭୂଷଣ ଦେଖିବାକୁ ଯେତିକି ହ୍ୟାଣ୍ଡସମ ସେତିକି ଷ୍ଟାଇଲିସ ମଧ୍ୟ ମେ-ଣ୍ଟେ-ନ କରନ୍ତି ।

ଆଶା କରୁଛୁ ଯେ ଅଭିନେତା ବିଶ୍ଵ ଭୂଷଣ ଓ ରୂପାଲୀ ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହୋଇ ହାପି ଲାଇଫ ସ୍ପେ-ନ୍ଡ କରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *