Bollywoodରେ କାମ କରିବା ପାଇଁ ଏହି ସବୁ ଅଭିନେତ୍ରୀ ମାନଙ୍କୁ ଶୋଇବାକୁ ପଡିଥିଲା ପ୍ରଡ୍ୟୁସରଙ୍କ ସହ, List ରେ ଅଛନ୍ତି ଏହି ବଡ ବଡ ଅଭିନେତ୍ରୀ

ବଲିଉଡରେ ଷ୍ଟାର ହେବା ପାଇଁ ହଜାର ହଜାର ଲୋକ ମାନେ ମୁମ୍ବାଇ ଆସିଥାନ୍ତି । ସେମାନଙ୍କ ମଧ୍ୟ ରୁ ଅଳ୍ପ ଜଣଙ୍କୁ ଏହି ଚାନ୍ସ ମିଳିଥାଏ ଯେ ସେମାନେ ଫିଲ୍ମ ରେ କାମ କରି ପାରିବେ । ଆଉ କିଛି ଜଣ କାମ ନ ମିଳିବାରୁ ନିରାଶ ହୋଇଥାନ୍ତି । ଏହି କ୍ଷେତ୍ର ରେ ଅଭିନେତ୍ରୀ ମାନେ ଆଗରେ ରହିଥାନ୍ତି ।

କେତେ ଜଣଙ୍କୁ ଅଭିନୟ କରିବାର ମୌକା ମିଳିଥାଏ ତ ଆଉ କେହି ଗୋଟେ ବା ଦୁଇଟି ଫିଲ୍ମ କରିବା ପରେ ଅଭିନୟ ଦୁନିଆରୁ ବିଦାୟ ନେଇଥାନ୍ତି । ଏହା ପରେ ନିରାଶ ହୋଇଥିବା ଅଭିନେତ୍ରୀ ମାନେ ଅମିର ଲୋକଙ୍କ ସହ ବିବାହ କରି ନିଜେ ଲାଇଫରେ ଖୁସିରେ ରହିଥାନ୍ତି ତ ଆଉ କିଛି ଆମେରିକା ସିଫ୍ଟ ହୋଇଥାନ୍ତି । ବଲିଉଡରେ ଷ୍ଟାଣ୍ଡ ହେବା ପାଇଁ ଅଭିନେତ୍ରୀ ମାନେ ସୁନ୍ଦର ହେବା ଦରକାର । ଆଜି ଆମେ ଆପଣ ମାନଙ୍କୁ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ବଲିଉଡରେ ଆସିବା ପାଇଁ ପ୍ରଡ୍ୟୁସରଙ୍କ ସହ ଖ-ରା-ପ କା-ମ କରିଛନ୍ତି ।

୧- ତିସକା ଚୋପ୍ରା : ଅଭିନେତ୍ରୀ ତିସକା ଚୋପ୍ରା ବଲିଉଡ ଜଗତରେ ବେହତରିନ ଓ ସୁନ୍ଦରୀ ଅଭିନେତ୍ରୀ ଭାବେ ଜଣାଶୁଣା ଅଟନ୍ତି । ସେ “ତାରେ ଜମିନ ପର”, “ଗୁଡ ନ୍ଯୁଜ” ଭଳି ଫିଲ୍ମରେ କାମ କରି ସାରିଛନ୍ତି । ସେ ଇଣ୍ଟରବିୟୁ ରେ କହିଥିଲେ ଯେ ବଲିଉଡରେ ଅଭିନୟ କରିବା ପାଇଁ ତାଙ୍କୁ ଅନେକ ଥର ଶା-ରୀ-ରି-କ ଶୋ-ଷ-ଣ-ର ଶି-କା-ର ହେବାକୁ ପଡିଥିଲା ।

୨- ପ୍ରୀତି ଜେନ : ବଲିଉଡରେ ଜଣାଶୁଣା ଅଭିନେତ୍ରୀ ଭାବେ ପ୍ରୀତି ଜେନ ସେହି ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି ଯିଏ ଅଭିନୟ କରିବା ପାଇଁ ଡାଇରେକ୍ଟର ସହ ଖରାପ କାମ କରିଥିଲେ । ଡାଇରେକ୍ଟର ମଧୁ ଭଣ୍ଡାର ପ୍ରୀତି ଜେନଙ୍କର ଦୀର୍ଘ ୨୨ ବର୍ଷ ଶା-ରୀ-ରି-କ ଶୋ-ଷ-ଣ କରିବା ପରେ ମଧ୍ୟ ତାଙ୍କୁ କୌଣସି ଫିଲ୍ମରେ ରୋଲ ଦେଇ ନ ଥିଲେ । ଏଥିପାଇଁ ପ୍ରୀତି ସେନ ପୋଲିସରେ ଏ-ଫା-ୟା-ର କରିଥିଲେ ।

୩- ପ୍ରିୟଙ୍କା ଚୋପ୍ରା : ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଯାଏଁ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ନ ଜାଣିଛନ୍ତି । ସେ ଅଭିନୟ ପାଇବା ପାଇଁ କୌଣସି ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ସହ ଖ-ରା-ପ କା-ମ କରିଥିବାର ସ୍କୁହଣା ମିଳିଛି ।

୪- ପାୟଲ ରସ୍ତୋଗୀ : ବଲିଉଡର ଖୁବସୁରତ ଅଭିନେତ୍ରୀ ପାୟଲ ରସ୍ତୋଗୀ ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି ଯାହାଙ୍କର ଲୁକରେ ଦର୍ଶକ ମାନେ ଦିୱାନା ହୋଇଥାନ୍ତି । ସେ ବଲିଉଡରେ ଅଭିନୟ କରିବା ପାଇଁ କୌଣସି ଡାଇରେକ୍ଟର ସହ ଖ-ରା-ପ କା-ମ କରିବାର ନିଜେ କହିଥିଲେ ।

୫- କଲକି କୋଚଲିନ : ୨୦୦୯ର ଫିଲ୍ମ “ଦେଭ-ଡି” ରେ ନିଜର ଅଭିନୟ ଯାଦୁ ଦେଖାଇଥିବା ଅଭିନେତ୍ରୀ କଲକି କୋଚଲିନ ଯିଏ ଆଜିକା ଡେଟରେ ବଲିଉଡରେ ଏକ ନୂଆ ପରିଚୟ ପାଇ ପାରିଛନ୍ତି । ଗୋଟେ ସମୟରେ ସେ ବଲିଉଡରେ ଅଭିନୟ କରିବା ପାଇଁ ପ୍ରଡ୍ୟୁସର ସହ ଖ-ରା-ପ କା-ମ କରିଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *