ବାଛନ୍ତୁ କୌଣସି 1 ହୃଦୟ, ଜାଣନ୍ତୁ ନିଜ ଦୁର୍ବଳତା- Love Quiz

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବର୍ଷ ର ବାର ମାସ ର ଅଲଗା ଅଲଗା ମହତ୍ଵ ହୋଇଥାଏ, କୁହା ଯାଇଥାଏ ଯେ ବ୍ୟକ୍ତି ର ସ୍ଵଭାବ ଆଉ ବ୍ୟକ୍ତିତ୍ବ ତାଙ୍କ ଜନ୍ମ ମାସ ଅନୁଯାଇ ହୋଇଥାଏ ସବୁ ମାସର କିଛି ବିଶେଷ ପ୍ରଭାବ ସେହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଉପରେ ପଡିଥାଏ । ତେବେ ବହୁତ ଲୋକ ଜନ୍ମ ତାରିଖ ଅଧିକ ମାନନ୍ତି କିନ୍ତୁ ଜନ୍ମ ତାରିଖ ଯେତେ ଆବଶ୍ୟକ ମାସ ମଧ୍ୟ ସେତିକି ଆବଶ୍ୟକ ହୋଇଥାଏ । ଅଙ୍କ ଜ୍ୟୋତିଷ ଅନୁ ଯାଇ ମଣିଷ ଜନ୍ମ ମାସ ଅନୁଯାଇ ଗଣନା ଅନୁଯାଇ ତାଙ୍କ ସ୍ଵଭାବ ଓ ବିଚାର ବିଷୟରେ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ ୧୨ଟି ମାସର ବିଶେଷ କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣି ନଥିବେ ।

ଜାନୁଆରୀ :

ଯଦି ଆପଣ ଏହି ମାସ ବାଚିଛନ୍ତି ତେବେ ଆପଣ ବହୁତ ପ୍ରଭାବଶାଳୀ, ସ୍ଵତନ୍ତ୍ର ଏବଂ ଲିଡରଶିପ ଗୁଣ ରଖନ୍ତି । ଆପଣ ନିଜ ରଚନାତ୍ମକ କାର୍ଯ୍ୟ ପାଇଁ ପୁରା ସମାଜରେ ପରିଚିତ ହୋଇଥାନ୍ତି, କେବଳ ତାହା ନୁହ ଆପଣ କେତେ ବେଳେ କଣ କରିବେ ତାହା ଆପଣ ମଧ୍ୟ ଜାଣି ନଥାନ୍ତି । ଆପଣଙ୍କ ଦୁରବଳତା ଏହା ଅଟେ ଯେ ଆପଣ ବହୁତ ଶୀଘ୍ର କାହାକୁ ବି ଭରସା କରନ୍ତି ଆଉ ତାଙ୍କ ଧ୍ୟାନ ରଖନ୍ତି ।

ଫେବୃୟାରି:

ଯଦି ଆପଣ ଏହି ମାସ ଚୟନ କରିଛନ୍ତି ତେବେ ଏହାର ଅର୍ଥ ଆପଣ ନିଜ ସମ୍ପର୍କକୁ ବହୁତ ମହତ୍ଵ ଦେଇଥାନ୍ତି ଆଉ ଜୀବନରେ ନିଜେ କଷ୍ଟ ପାଇଲେ ମଧ୍ୟ ଅନ୍ୟ ମାନଙ୍କୁ ସୁଖୀ ରଖିବା ପାଇଁ ଚେଷ୍ଟା କରନ୍ତି ।

ମାର୍ଚ୍ଚ:

ଯେଉଁ ମାନେ ଏହି ମାସ ବାଚିଛନ୍ତି ସେହି ଭଳି ଲୋକ ବହୁତ ସଫା ମନର ବ୍ୟକ୍ତି ହୋଇଥାନ୍ତି ଏହି ଭଳି ଲୋକ ଅନ୍ୟ ମାନଙ୍କ ମନ ଭାବ ଦେଖି କାର୍ଯ୍ୟ କରିଥାନ୍ତି ।

ଏପ୍ରିଲ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ମଜାଳିଆ ହୋଇଥାନ୍ତି, ଏହା ଛଡା ଏହି ଭଳି ଲୋକ ଧୋକା ବରଦାସ୍ତ କରନ୍ତି ନାହିଁ ।

ମେ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କେବେ ବି କାହାକୁ କିଛି ଖରାପ କରି କୁହନ୍ତି ନାହିଁ କାହିଁକିନା ଏହି ଭଳି ଲୋକ ବହୁତ ସରଲ ସ୍ଵଭାବର ହୋଇଥାନ୍ତି ।

ଜୁନ :

ଏହି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ କଥା କୁହନ୍ତି ଏହା ଛଡା ବହୁତ ରୋମାଣ୍ଟିକ ସ୍ଵଭାବର ମଧ୍ୟ ହୋଇଥାନ୍ତି । ତେବେ ଏହି ଭଳି ଲୋକ ଅନ୍ୟ ମାନଙ୍କ ମନ ଭାବ କଥା ମଧ୍ୟ ବୁଝି ପାରନ୍ତି ।

ଜୁଲାଇ :

ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କୁ ବୁଲା ବୁଲି କରିବା ବହୁତ ପସନ୍ଦ ହୋଇଥାଏ । ତେବେ ଏହି ଭଳି ଲୋକଙ୍କୁ ଛୋଟ ଛୋଟ କଥା ମଧ୍ୟ ବହୁତ ବାଧିଥାଏ ।

ଅଗଷ୍ଟ :

ଯଦି ଆପଣ ଏହି ମାସରେ ଜନ୍ମ ହୋଇଛନ୍ତି ତେବେ ଆପଣ ଅନ୍ୟ ମାନଙ୍କ ଅପେକ୍ଷା ବହୁତ ଭଲ ବ୍ୟକ୍ତି ଅଟନ୍ତି । ଏହି ଭଳି ଲୋକ ସବୁ ସମ୍ପର୍କ ପ୍ରତି ବହୁତ ସଜାଗ ହୋଇଥାନ୍ତି ।

ସେପ୍ଟେମ୍ବର :

ଯଦି ଆପଣ ଏହି ମାସ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ଶାନ୍ତି ବହୁତ ପସନ୍ଦ ଆପଣ ସବୁବେଳେ ଏକା ରହିବାକୁ ଇଛା କରନ୍ତି ଆଉ ଏକା ରହି ଖୁସି ରୁହନ୍ତି ।

ଅକ୍ଟୋବର :

ଏହି ମାସରେ ଜନ୍ମ ହୋଇଥିବା ଲୋକଙ୍କ ମନ ସ୍ଥିର ନଥାଏ ଏହି ଭଳି ଲୋକ ବହୁତ କଥା ବିଚାର କରନ୍ତି ତା ପରେ କିଛି କହିଥାନ୍ତି ।

ନଭେମ୍ବର :

ଆପଣଙ୍କ ଭଲ ପାଇବା ଅଟେ ଥରେ ଯାହାକୁ ଆପଣ ପସନ୍ଦ କରନ୍ତି ତାକୁ ସୁରକ୍ଷିତ ରଖିବା ପାଇଁ ଆପଣ ସବୁ କିଛି କରନ୍ତି ।

ଡିସେମ୍ବର :

ଏହି ଭଳି ଲୋକ କାହା କଥା ବିଚାର କରନ୍ତି ନାହିଁ ସେ ନିଜକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *