ଘରକୁ ଦାରିଦ୍ର୍ୟତା ଆସିବାର ଅଟେ ଏହି ସବୁ ଲକ୍ଷଣ- Chanakya Niti

ଜାଣନ୍ତୁ ଚାଣକ୍ୟଙ୍କର ଏହି ସବୁ ମହତ୍ବପୂର୍ଣ ନୀତି ଯାହା ଜୀବନରେ ଆପଣଙ୍କୁ କୌଣସି ନା କୌଣସି ପରିସ୍ଥିତିରେ କାମରେ ଆସିପାରେ । କଣ ଆପଣ ଗରିବ ଅଟନ୍ତି ଆପଣଙ୍କ ଘରେ ପଇସା ରହିନଥାଏ । ଚାଣକ୍ୟ ନୀତି ଅନୁସାରେ ଆପଣଙ୍କ ଘରେ ଗରିବୀ ଆସିବାର କିଛି ଲକ୍ଷଣ କହିବେ । କିଛି ଏମିତି ଭୂଲ ହୋଇଥାଏ ଯେଉଁଥି ପାଇଁ ଘରେ ଗରିବୀ ଆସିଥାଏ । ସେହି ଭୁଲ କରିବା ଛାଡି ଦିଅନ୍ତୁ ଗରିବୀ ଆପଣଙ୍କ ଘରକୁ ଆସିବା ଛାଡିଦେବ ।

ଯଦି ଆପଣ ଚହୁଁଛନ୍ତି ଘରେ ଅଧିକ ପଇସା ଆସୁ, ଘରେ କେବେବି ଧନର କମି ନହେଉ । ଆପଣ କେବେବି କୌଣସି ଗଛ ମୂଳରେ କେବେବି ମୂତ୍ରାଶୟ କରନ୍ତୁ ନହିଁ । ଏମିତି କରିବା ସବୁଠୁ ଖରାପ ଅଭ୍ଯାସ ହୋଇଥାଏ । ଏମିତି କରିବା ଦ୍ଵାରା ଘରେ ଗରିବୀ ଆସିଥାଏ ।

ଗଛରେ କୌଣସି ଦେବୀ ଓ ଦେବତାଙ୍କ ବାସ ହୋଇଥାଏ । ସେଥିପାଇଁ ଏମିତି ଭୁଲ କରିବେ ନହିଁ । ଚାଣକ୍ୟ କହିଛନ୍ତିକି ଘରେ ଭାଙ୍ଗିଯାଇଥିବା ପାନିଆ ରଖନ୍ତୁ ନହିଁ । ଯଦି ଆପଣ ଭାଙ୍ଗିଯାଇଥିବା ପାନିଆରେ କେସ କୁଣ୍ଡା ଜାଇଥାଏ । ଏମିତି କରିବା ଶାସ୍ତ୍ର ମୁତାବିକ ଖରାପ ହୋଇଥାଏ । ଯଦି ଆପଣ ଭାଙ୍ଗି ଯାଇଥିବା ପାନିଆରେ କେସ କୁଣ୍ଡାଇବେ ଜାଣିବେ ରାହୁ ଓ କେତୁର ବାସ ହୋଇଥାଏ । ଯେତେ ସମ୍ଭବ ହେବ ସେ ପାନିଆକୁ ଘରୁ ବାହାର କରନ୍ତୁ ବା ଫୋପାଡି ଦିଅନ୍ତୁ । ଘର ସବୁବେଳେ ସଫସୁତୁରା କରିବା ଦରକାର ଘରେ କେବେବି ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ ।

ଯଦି ଆପଣ ନିଜ ଘରେ ଅଳିଆ କରିଥାନ୍ତି ସେ ଘରକୁ ମାତା ରାଣୀ କେବେବି ଘରକୁ ଆସିନଥାନ୍ତି । ଯେତେ ଶମ୍ଭବ ଘରକୁ ସଫାସୁତୁରା ରଖନ୍ତୁ । ସଫା ସୁତୁରା ଘରକୁ ମାତା ଲକ୍ଷ୍ମୀ ଆସିଥାନ୍ତି । ଚାଣକ୍ୟ କହିଛନ୍ତି ରୁଟିକୁ କେବେବି ଦାନ୍ତରେ ଛିଡାଇ ଛିଡାଇ ଖାଆନ୍ତୁ ନହିଁ । ଏମିତି କରିବା ଦ୍ଵାରା ଖାଦ୍ଯର ଅପମାନ ହୋଇଥାଏ । ଯାହା ଭଗବାନଙ୍କର ଅପମାନ କରିବାର ବରାବର ହୋଇଥାଏ । ଯିଏ ରୁଟିର ଅପମାନ କରିଥାଏ ତାକୁ ଦୁଇଓଳି ଖାଇବାକୁ ମିଳିନଥାଏ । ଆରାମରେ ରୁଟି ଖାଇବା ଆବଶ୍ୟକ କେବେବି ଦାନ୍ତରେ ଛିଡାଇ ଖାଆନ୍ତୁ ନହିଁ ।


ଦାନ୍ତରେ କେବେବି ନଖ କାମୁଡିବା ଠିକ ହୋଇନଥାଏ । ଏମିତି କରିବା ଦ୍ଵାରା ଆପଣ ଗରିବ ହୋଇଥାନ୍ତି । ଏହା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ । ନଖ ଭିତରେ ମଇଳା ଥାଏ ଯଦି ଆପଣ ନଖକୁ ଦାନ୍ତରେ କାଟି ଥାନ୍ତିତେବେ ମଇଳା ଆପଣଙ୍କ ପେଟକୁ ଯାଇଥାଏ । ଆଉ ଆପଣ ସୁସ୍ଥ ହୋଇଥାନ୍ତି । ଶାସ୍ତ୍ରରେ ଏମିତି କରିବ ଭୁଲ ହୋଇଥାଏ । ଯେଉଁ ଲୋକ ଡେରି ପର୍ଯ୍ୟନ୍ତ ସୋଇଥାନ୍ତି । ଏମିତି ଲୋକଙ୍କ ଘରକୁ ମଧ୍ୟ ମାତା ରାଣୀ ଆସନ୍ତି ନହିଁ ।

Leave a Reply

Your email address will not be published. Required fields are marked *