ଲୁଣ ଦ୍ୱାରା ଚେହେରା ଏମିତି ଚମକିବ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଲୁଣ ର ବ୍ୟବହାର ଆମେ ଖାଇବା ସମୟରେ କରିଥାଉ, କିନ୍ତୁ ଲୁଣ ବି ମୁହଁ ରେ ଚମତ୍କାର କରିଥାଏ ଯାହା କି, ବଜାରରେ ମିଳୁଥିବା କ୍ରିମ୍ ଦ୍ୱାରା ହୋଇଥାଏ । ଏହା ଗୋଟିଏ ଟୋନର୍ ଅଟେ, ପିମ୍ପଲ ର ଦାଗ କୁ ମଧ୍ୟ ଦୂର କରିଥାଏ । ଖରାରେ ଅଧିକ ସମୟ ରହିବା ଦ୍ୱାରା ମୁହଁ କଳା ପଡି ଥାଏ, ଲୁଣ ଦ୍ୱାରା ଆମେ ଏହି ସମସ୍ୟା କୁ ଦୂର କରି ପାରିବା । ଅଧା ଚାମଚ ମହୁ ରେ ଦୁଇ ଚାମଚ ଲୁଣ କୁ ମିଶାଇ ନିଜ ମୁହଁ ରେ ଲଗାନ୍ତୁ ।

ଏବଂ କିଛି ସମୟ ରଖି ମୁହଁ କୁ ଧୋଇ ଦିଅନ୍ତୁ , ସପ୍ତାହ କୁ ଦୁଇ ଥର କରନ୍ତୁ । ଏହି ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ । ଆପଣ ପ୍ରଥମେ ମୁହଁ ରେ କ୍ଷୀର ଲଗାନ୍ତୁ ତାପରେ ଲୁଣ କୁ ହାଲୁକା ରେ ଲଗାନ୍ତୁ ।

ଏହା ଦ୍ୱାରା ଆପଣଙ୍କ ମୁହଁ ଚମକିବ । ଆପଣଙ୍କ ମୁହଁ ରେ ପିମ୍ପଲ ହୋଇଥାଏ, ପିମ୍ପଲ ଯିବା କୁ ବହୁତ ସମୟ ନେଇଥାଏ ।  କିନ୍ତୁ ଆମେ ଲୁଣ ସାହାର୍ଯ୍ୟ ରେ ଏହି ସମସ୍ୟା କୁ ଦୂର କରି ପାରିବା । ଗୋଟିଏ ଚାମଚ ଲୁଣ ସହ ଟିକେ ଲେମ୍ବୁ ରସ ନେଇ ଲଗାନ୍ତୁ ଓ କିଛି ସମୟ ପରେ ମୁହଁ କୁ ସଫା କରିଦିଅନ୍ତୁ ।

ମନେ ରଖନ୍ତୁ ଲୁଣ କୁ ଅଧିକ ସମୟ ମୁହଁ ରେ ରଖିବେ ନାହିଁ । ଏବଂ ଅଏଲି ମୁହଁ ପାଇଁ ଆପଣ କପେ ପାଣି ରେ କିଛି ଲୁଣ ମିଶାନ୍ତୁ । ଓ ଗୋଟିଏ ସ୍ପ୍ରେ ବୋତଲ ରେ ପୂରାଇ ମୁହଁ ରେ ସ୍ପ୍ରେ କରନ୍ତୁ । ତାହା ଦ୍ୱାରା ଆପଣଙ୍କ ମୁହଁ ରେ ଆଉ ଅଏଲି ରହିବ ନାହିଁ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *